Odisha Elections 2024

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ମୁମ୍ବାଇ,୨୬।୪: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଛି। ଦିନକୁ ହଜାର ହଜାର ଲୋକ ଏହି ମହାମାରୀରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଆମେରିକା ଭଳି ବିକାଶଶୀଳ ଦେଶ ମଧ୍ୟ କରୋନା ଯୁଦ୍ଧରେ ନିଜକୁ ଦୁର୍ବଳ ମଣୁଛି। ଏପରିସ୍ଥଳେ ଭାରତ ଏହାର କଡା ମୁକାବିଲା କରୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ ଥିବାରୁୁ ଏହା ରାଜ୍ୟ ସରକାରଙ୍କ ନିଦ ହଜାଇ ସାରିଲାଣି। ନିକଟରେ ୫୨ ବର୍ଷୀୟ ହେଡ କନଷ୍ଟେବଳ ସନ୍ଦିପ ସୁର୍ଭେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ। ଏହି କରୋନା ଯୋଦ୍ଧାଙ୍କ ମୃତ୍ୟୁ ମୁମ୍ବାଇ ପୋଲିସଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କରି ସାରିଥିବା ବେଳେ ଏବେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାସହ ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୬।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ଆସନ୍ତା ମେ ୩୧ରେ ଅବସର ନେବାର ଥିଲା।...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ରାସ୍ତା କଡ଼ରୁ କଟାଯାଇ ପାରିବ ନାହିଁ ଗଛ

କୋଚି,୨୬।୫: କେବଳ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବାରୁ ରାସ୍ତା କଡ଼ରେ କୌଣସି ଗଛ କଟାଯିବ ନାହିଁ ବୋଲି କେରଳ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ଇଚ୍ଛା ହେଉଛି ନରେନ୍ଦ୍ର ମୋଦି ହୁଅନ୍ତୁ ଦେଶର ମୁଖ୍ୟମନ୍ତ୍ରୀ, କହୁ କହୁ ଏମିତି କହିଲେ ନୀତୀଶ

ପାଟନା,୨୬।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ନିର୍ବାଚନ ରାଲି କରୁଥିବା ଦେଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କ୍ରମାଗତ ଭାବରେ ବିହାର ଗସ୍ତ କରୁଛନ୍ତି...

୨୧ ବର୍ଷରୁ ବୟସରୁ କମ୍‌ ବୟସରେ ଲିଭ୍‌ଇନ୍‌ ରହିଲେ ପୋଲିସ-ଅଭିଭାବକଙ୍କୁ ଜଣାଇବେ ସରକାର!

ନୂଆଦିଲ୍ଲୀ,୨୬।୫: ଉତ୍ତରାଖଣ୍ଡ ସରକାର ଲିଭ୍‌ଇନ୍‌ ରିଲେଶନଶିପ୍‌କୁ ଔପଚାରିକ ମାନ୍ୟତା ଦେବାକୁ ଏବଂ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି। ଏହାର ଉଦେଶ୍ୟ...

ମୁସଲମାନଙ୍କୁ ସଂରକ୍ଷଣ ଦେବାକୁ ସମ୍ବିଧାନ ବଦଳାଇ ଦେବେ ବିରୋଧୀ ମେଣ୍ଟ: ମୋଦି

ମିର୍ଜାପୁର,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ମିର୍ଜାପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏଥିରେ ସେ...

ଗଡକରୀଙ୍କୁ ହରାଇବାକୁ କାମ କରିଛନ୍ତି ମୋଦି-ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୨୬।୫: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଲୋକ ସଭା ନିର୍ବାଚନରେ ନିତିନ ଗଡକରୀଙ୍କ ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ହାଇସ୍କୁଲ ପରୀକ୍ଷା ଫଳ ଦେଖିବା ପରେ କମଲ ନାଥ କହିଲେ, ରାଜ୍ୟରେ ଶିକ୍ଷା ମହତ୍ୱହୀନ ହେବାରେ ଲାଗିଛି

ଭୋପାଳ,୨୬।୫: ମଧ୍ୟପ୍ରଦେଶରେ ଲୋକ ସଭା ନିର୍ବାଚନ ପରେ ବର୍ତ୍ତମାନ ଶିକ୍ଷାକୁ ନେଇ ଭାଜପା ଓ କଂଗ୍ରେସ ମଧ୍ୟରେ ତୀବ୍ର ରାଜନୈତିକ କଥାକଟାକଟି ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ...

ପ୍ରଧାନମନ୍ତ୍ରୀ ଏକମାତ୍ର ବ୍ୟକ୍ତି, ଯାହାଙ୍କର ଡାଇରେକ୍ଟ ପରମାତ୍ମାଙ୍କ ସହ ଯୋଗାଯୋଗ ରହିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟ ପାଇଁ ରବିବାର ହିମାଚଳ ପ୍ରଦେଶର ନାହାନରେ ପହଞ୍ଚିଛନ୍ତି। ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri