ଚର୍ଚ୍ଚିତ ସ୍ଥାନ ବଳଗଣ୍ଡି

ବଡଦାଣ୍ଡର ଅନ୍ୟତମ ଚର୍ଚ୍ଚିତ ସ୍ଥାନ ବଳଗଣ୍ଡି। ଅଧୁନା ବଡ ଦାଣ୍ଡରେ ଲୁପ୍ତ ନଦୀଟି ବଳଗଣ୍ଡିରୁ ବଡଶଙ୍ଖ ମଧ୍ୟରେ ପ୍ରବାହିତ ହୋଇଥିଲା। ମାଦଳା ପାଞ୍ଜିରେ ଥିବା ସୂଚନା ଅନୁସାରେ ସମ୍ଭବତଃ ଏଇଠି କେଉଁଠି ବଳିବାମନ ପୂଜା ପାଇଁ ତିନି ମାଢ଼ (ସେ ସମୟରେ ସୁନା ମାପିବା ପାଇଁ ବ୍ୟବହୃତ ଏକକ) ସୁନା ରହିଥିଲା। ସାରଳା ମହାଭାରତ ଅନୁସାରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ନିମନ୍ତ୍ରିତ ହୋଇ ଲଙ୍କପତି ବିଭୀଷଣ ଯୋଗ ଦେଇଥାଆନ୍ତି। ବିଦାୟ ମୁହୂର୍ତ୍ତରେ କଳିଯୁଗରେ ଶ୍ରୀକୃଷ୍ଣଙ୍କୁ କେଉଁଠି ଦର୍ଶନ କରିପାରିବେ ବୋଲି ପଚାରିଥିଲେ ବିଭୀଷଣ। ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ ଯେ, ନୀଳସୁନ୍ଦର ପର୍ବତରେ କଳ୍ପବଟ ତଳେ ସେ ବଉଧ ରୂପରେ ବିଜେ ହେବେ। ସେହିଠାରେ ସାକ୍ଷାତ ହେବ। ପୁଣି ରଥଯାତ୍ରା ଦିନ ସେ ବଳଗଣ୍ଡିଠାରେ ଅର୍ଦ୍ଧଘଣ୍ଟି ପର୍ଯ୍ୟନ୍ତ ଦକ୍ଷିଣମୁହଁା ହେବେ। ସେତେବେଳେ ସାକ୍ଷାତ ହୋଇପାରିବ। ମହାପ୍ରଭୁଙ୍କ ରଥଯାତ୍ରା ବେଳେ ମଧ୍ୟାହ୍ନ ସମୟରେ ମହାପ୍ରଭୁଙ୍କୁ ଟିକେ ବିଶ୍ରାମ ଦେବା ପାଇଁ ବଡଦାଣ୍ଡର ମଧ୍ୟବର୍ତ୍ତୀ ଅଞ୍ଚଳରେ କିଛି ସମୟ ପାଇଁ ରଥ ରଖାଯିବାର ପରମ୍ପରା ଥିଲା। ସେହି ସ୍ଥାନରେ ଏକ ଦେବୀ ମଣ୍ଡପ ଥିଲା ଏବଂ ସେଠାରେ ଠାକୁରଙ୍କ ଶୀତଳ ମଣୋହି ଅର୍ପିତ ହେଉଥିଲା ବୋଲି ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ସେଠାରେ ଏକ ସୁନ୍ଦର ଉଦ୍ୟାନ ଥିଲା ଏବଂ ସେଠାରୁ ଭୋଗ ଅର୍ପଣ କରାଯାଉଥିଲା। ସେଠାରେ ମଧ୍ୟ ସାଲବେଗଙ୍କ ସମାଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri