Posted inଫୁରସତ

ଏମିତି ରେଡିଓ ଷ୍ଟେଶନ, ଯେଉଁଠି ସିଧା ଯୋଗାଯୋଗ ହୋଇଥାଏ ଏଲିଅନ୍‌ଙ୍କ ସହ

ଋଷ୍‌: ଏହି ଦେଶର ସେଣ୍ଟ ପୋର୍ଟସବର୍ଗ ସହରଠାରୁ ଦୂର ଶୂନ୍‌ଶାନ୍‌ ସ୍ଥାନରେ ରହିଛି ଏକ ରେଡିଓ ଷ୍ଟେଶନ। ଏହି ରେଡିଓ ଷ୍ଟେଶନରୁ ଅନ୍ତରାଳରେ କିଛି ପ୍ରସାରଣ ହୋଇଥାଏ। ଯେତେବେଳେ ଅନ୍ୟ ରେଡିଓ ଷ୍ଟେଶନରୁ ପ୍ରସାରଣ ବନ୍ଦ ହୋଇଥାଏ ଠିକ୍‌ ଏହି ସମୟରେ ଉକ୍ତ ଷ୍ଟେଶନରୁ କିଛି ଗୁଣୁଗୁଣୁ ଶବ୍ଦ ଶୁଣିବାକୁ ମିଳିଥାଏ। ଏପରି ଅଦ୍ଭୁତ ପ୍ରସାରଣ ଏଠାରୁ କିଛି ବର୍ଷ ଧରି ହୋଇଆସୁଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ରେଡିଓ ଷ୍ଟେଶନକୁ କିଏ ଚଳାଉଛି ତାହାର ରେକର୍ଡ ନାହିଁ। ଋଷ ସରକାର ମଧ୍ୟ ଏ ବିଷୟରେ ଜାଣିନାହାନ୍ତି। ଏହି ରେଡିଓ ଷ୍ଟେଶନର ନାମ ହେଉଛି MDZhB। ପଶ୍ଚିମ ଦେଶରେ ଏହାକୁ ‘ଦ ବଜର’ ନାମରେ ଜଣାଶୁଣା। ୩୫ ବର୍ଷ ଧରି ଏହି ରେଡିଓ ଷ୍ଟେଶନରୁ ବିଚିତ୍ର ଶବ୍ଦ ଶୁଣିବାକୁ ମିଳୁଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାରଣ କାହା ପାଖରେ ନାହିଁ। ସପ୍ତାହରେ ଥରେ ଦୁଇଥର ଜଣେ ପୁରୁଷ କିମ୍ବା ମହିଳାଙ୍କ ସ୍ବର ଶୁଣିବାକୁ ମିଳିଥାଏ। ଏହି ରେଡିଓ ଷ୍ଟେଶନରୁ କୌଣସି ଖବର କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରସାରିତ ହେଉ ନ ଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ।

କିଛି ସ୍ଥାନୀୟ ଲୋକ କୁହନ୍ତି, ଋଷ ଏଠାରୁ ଏଲିଅନ୍‌ଙ୍କ ସହ ସମ୍ପର୍କ ରଖୁଛି। କିଛି ଲୋକ କୁହନ୍ତି, ଋଷ ଉପରେ ପରମାଣୁ ଆକ୍ରମଣ ହେବାର ସୂଚନା ମିଳିଲେ ଏହା ଆପଣାଛାଏଁ ବନ୍ଦ ହୋଇଯିବ। ଋଷ ପକ୍ଷରୁ ପ୍ରତିପକ୍ଷକୁ ଜବାବ ଦିଆଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?