Posted inଖେଳ

ଡବ୍ଲ୍ୟୁଟିସି ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆଇସିସିର ବଡ଼ ଘୋଷଣା

ଦୁବାଇ,୮।୬: ଆସନ୍ତା ୧୮ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏଥି ଲାଗି ଆଇସିସି ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି ଅମ୍ପାୟର ଓ ମ୍ୟାଚ୍‌ ଅଫିସିଆଲଙ୍କ ନାମ। ମ୍ୟାଚ୍‌ରେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଓ ମାଇକେଲ ଗଫ ଫିଲ୍ଡ ଅମ୍ପାୟରଙ୍କ ଦାୟିତ୍ୱରେ ରହିବେ। ପୂର୍ବତନ ଇଂଲଣ୍ଡ ଓପନର କ୍ରିସ ବ୍ରଡଙ୍କୁ ଦିଆଯାଇଛି ମ୍ୟାଚ୍‌ ରେଫରୀ ଦାୟିତ୍ୱ।

ଆଇସିସି ଏଲିଟି ପାନେଲର ସଦସ୍ୟ ରିଚାର୍ଡ କେଟଲବର୍ଗ ଟିଭି ଅମ୍ପାୟରଙ୍କ ଦାୟିତ୍ୱ ସମ୍ଭାଳିବେ। ସେହିଭଳି ମ୍ୟାଚ୍‌ର ଚତୁର୍ଥ ଅଫିସିଆଲ ଭାବେ ଆଲେକ୍ସ ଓ୍ବାର୍ଫଙ୍କୁ ଆଇସିସି ପକ୍ଷରୁ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଜେଣ୍ଟିନାକୁ ୪-୨ରେ ହରାଇଲା ଭାରତ

ବୁଏନ୍ସ ଆରିଜ, ୧୫।୪(ପି.ଟି.)- ବିଜୟ ସହ ଭାରତୀୟ ହକି ଦଳ ଏହାର ଆର୍ଜେଣ୍ଟିନା ଗସ୍ତ ଶେଷ କରିଛି। ବୁଧବାର ଅନୁଷ୍ଠିତ ୪ର୍ଥ ତଥା ଅନ୍ତିମ ଅଭ୍ୟାସ...

କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍‌ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍‌ ସାଇମନ କ୍ୟାଟିଚଙ୍କ ସହ...

ଗୋଟିଏ ମ୍ୟାଚ୍‌ରେ ହେଲା ସାମସନଙ୍କ ଭାଗ୍ୟ ନିର୍ଦ୍ଧାରଣ

ମୁମ୍ବାଇଳ ୧୩।୧ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଉପ-ଅଧିନାୟକ ରୋହିତ୍‌ ଶର୍ମାଙ୍କ ସମେତ ଦ୍ରୁତ...

ଆଇଏସ୍‌ଏଲ୍‌: ମୁମ୍ବାଇ-ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ଗୁଆହାଟୀ, ୨୮।୧୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ମୁମ୍ବାଇ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଡ୍ର’ରେ ସମାପ୍ତ...

ନିଜକୁ ଶାନ୍ତ ଯୁବକ କହିଲେ ରିଷଭ ପନ୍ତ: ସାଥି ଖେଳାଳି କହିଲେ…

ଲଣ୍ଡନ,୨୩।୮: ଭାରତୀୟ ଉଇକେଟ୍‌ କିପର ରିଷଭ ପନ୍ତ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ଏବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପନ୍ତ ଦଳ...

ଡବ୍ଲୁଟିସି ଫାଇନାଲ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଲଣ୍ଡନ,୧୫।୬: ଜୁନ ୧୮ରୁ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ୧୫ ଜଣିଆ ଦଳ ଘୋଷଣା କରିଛି। କିୱି ଚୟନକର୍ତ୍ତାଙ୍କ...

ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ, ଜାଣନ୍ତି କାହିଁକି

ନଭେମ୍ବର ୧୫, ଆଜି କ୍ରିକେଟ ଇତିହାସରେ ସବୁଠୁ ଖାସ୍‌ ଦିନ। କାହିଁକି ଜାଣନ୍ତି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜିର ଦିନରେ ହିଁ ଅନ୍ତର୍ଜାତୀୟ...

ଘରୋଇ କ୍ରିକେଟ ଜାନୁୟାରୀ ୧ରୁ

ନୂଆଦିଲ୍ଲୀ, ୧୮ା୧୦ (ପି.ଟି.)- ବହୁ ପ୍ରତିକ୍ଷୀତ ଘରୋଇ କ୍ରିକେଟ ସିଜନ ଜାନୁୟାରୀ ୧ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି...

Advertisement
Ten Cric Info


Archives

Model This Week