Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍ । ପ୍ରେଗନେନ୍ସି ପରେ ଅଧିକ ଅଣ୍ଟା ଯନ୍ତ୍ରଣା କାହିଁକି ହୁଏ ? ବେଲ୍ଟ ବାନ୍ଧିଲେ ଅଣ୍ଟା ବିନ୍ଧିବା କମି ଯାଏ କି? ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ଡାକ୍ତର କନ୍ସଲଟାଣ୍ଟ ସ୍ପାଇନ୍ ସର୍ଜରୀ ଡକ୍ଟର କାଶୀନାଥ ସ୍ୱାଇଁ

