ବନାରସ ଯାଉଥିଲେ ବା ଯିବାକୁ ଯୋଜନା କରିଥିଲେ…

ଆଧ୍ୟାତ୍ମିକ ଓ ସଙ୍କିର୍ତ୍ତନର ସହର ବନାରସ। ଯେଉଁ ସହରରେ ନା ରେ ରହିଛି ରସ। ତେବେ ସେହି ସହରର ଖାଦ୍ୟ ପଦାର୍ଥ କେତେ ସ୍ବାଦିଷ୍ଠ ହୋଇ ନ ଥିବ। ବନାରସର ରାସ୍ତାକଡ଼ର ଖାଦ୍ୟ ଜଣାଇଥାଏ ଏହି ସହରର ପରମ୍ପରା ବିଷୟରେ। କାରଣ ଏହି ରାସ୍ତାକଡ଼ର ଖାଦ୍ୟ ସହରରେ ରହୁଥିବା ଲୋକଙ୍କ ସଂସ୍କୃତି ବିଷୟରେ ଜଣେଇଥାଏ। ଏହି ରାସ୍ତାକଡ଼ ଖାଦ୍ୟରୁ କ’ଣ କ’ଣ ପ୍ରସିଦ୍ଧ ଜାଣନ୍ତୁ।

କଚୁଡ଼ି, ତରକାରି: ବନାରସରେ ଏହାକୁ ଜଳଖିଆ ଭାବେ ଖାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏହା ୨ ପ୍ରକାର ଥାଏ ଗୋଟେ ବଡ଼ ଗୋଟେ ଛୋଟ।

ମସଲା ମୁଙ୍ଗଫଲି: ଏହା ସକାଳୁ ମିଳିଯାଇଥାଏ। ପିଆଜ ଧଣିଆଚଟଣି ପଡ଼ି ଏହା ଚା ସହିତ ଦିଆ ଯାଉଥିବା ବେଳେ ଏହା ପ୍ଲେଟର ମୂଲ୍ୟ ୧୦ ରୁ ୩୦ ମଧ୍ୟରେ ଆରମ୍ଭ ହୋଇଥାଏ।

ଇଡ୍‌ଲି: ସାଉଥରେ ଇଡ୍‌ଲ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଠାରେ ସ୍ବାଦିଷ୍ଟ ମିଳିଥାଏ। ଯାହାର ଗୋଟେ ପ୍ଲେଟର ମୂଲ୍ୟ ୧୫ ଟଙ୍କା ହୋଇଥାଏ।

ଏହାସହିତ ଥଣ୍ଡାଲସି ଅଧିକ ଲୋକପ୍ରୟ ସହ ସ୍ବାଦିଷ୍ଟ ହୋଇଥାଏ। ତେବେ ବନାରସ ଯାଉଥିଲେ ବା ଯିବାକୁ ଯୋଜନା କରିଥିଲେ ଏହିସବୁ ଖାଦ୍ୟ ନିଶ୍ଚେ ଚାଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

‘ମାଟିହାଣ୍ଡି ମଟନ’

ବର୍ତ୍ତମାନ ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ସ୍ଥାନୀୟ ଖାଦ୍ୟ ଓ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଭିନ୍ନ ଭିନ୍ନ ଡିସ୍‌ ପରଷୁଛନ୍ତି। ତେବେ ମୟୂରଭଞ୍ଜ ଆସିଲେ ଲୋକେ...

ଘରର ମୁଖ୍ୟଦ୍ୱାର ଓ ବାସ୍ତୁଶାସ୍ତ୍ର

ଘରକୁ ବହୁ କଷ୍ଟରେ ତିଆରି କରାଯାଏ। କିନ୍ତୁ ଯେଉଁ ଘରେ ବାସ୍ତୁଦୋଷ ରହିଯାଏ ସେହି ଘରର ଖୁସି ଉପରେ ଯେମିତି କାହାର ନଜର ଲାଗିଯାଇଛି ପରି...

କରୋନାଠାରୁ କେତେ ସୁରକ୍ଷିତ ପ୍ରତିଦିନ କିଣୁଥିବା କ୍ଷୀର ପ୍ୟାକେଟ୍‌: ଜାଣନ୍ତୁ..

ମହାମାରୀ କରୋନା ସହ ସାରା ବିଶ୍ୱ ଲଢ଼ୁଛି। ଏଭଳି ସ୍ଥିତିରେ ବାହାରୁ କିଣୁଥିବା ସାମଗ୍ରୀ ସଂକ୍ରମଣମୁକ୍ତ ନୁହେଁ। ଯାହାକୁ ନେଇ ବଜାରରୁ ଆସୁଥିବା ଜିନିଷକୁ ନେଇ...

ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ...

କରୋନା ମୃତ୍ୟୁର ୫ ବଡ଼ କାରଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର...

ମନିପ୍ଲାଣ୍ଟ ଦେବ ଗ୍ରୀନ୍‌ ଲୁକ୍‌

ଗଛ ଲଗାଇବାକୁ ଅନେକେ ଭଲ ପାଉଥିଲେ ବି ଜାଗା ଅଭାବରୁ ବାଡ଼ିବଗିଚା କରିବା ସମ୍ଭବ ହୋଇ ନ ଥାଏ । ହେଲେ ଆପଣ ଚାହିଁଲେ ଅଳ୍ପ...

ରାତିରେ ଏସବୁ ଖାଦ୍ୟ ଖାଇଲେ ବଢ଼ିଯାଏ ଓଜନ

ଆଜିକାଲି ଓଜନ ବଢ଼ିବା ସମସ୍ୟା ନେଇ ପ୍ରାୟ ସମସ୍ତେ ଚିନ୍ତିତ। ଏମିତି କିଛି ଖାଦ୍ୟ ରହିଛି ଯାହାକୁ ରାତିରେ ଶୋଇବା ପୂର୍ବରୁ ଖାଇଲେ ଓଜନ ବଢ଼ିବାର...

କାହାକୁ ଭୁଲରେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର...

Advertisement
Archives

Model This Week