Posted inଜାତୀୟ

କାନପୁରରେ ଗୋଟିଏ ରାତିରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ୪ ମୃତ

କାନପୁର,୨ ।୧୦: ଉତ୍ତର ପ୍ରଦେଶର କାନପୁରରେ ଗୋଟିଏ ରାତିରେ ଦୁଇଟି ବଡ ଦୁର୍ଘଟଣା ହୋଇଛି । ଶନିବାର ରାତିରେ ଅହିରୱା ଫ୍ଲାଇ ଓଭରରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଲୋଡର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୭-୮ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ପରିବାରର କେତେଜଣ ନିଜ ସମ୍ପର୍କୀୟଙ୍କ ସହ ପିଲାର ମୁଣ୍ଡନ ପାଇଁ ବିନ୍ଧ୍ୟାଂଞ୍ଚଳ ଯାଉଥିଲେ । ଆଉ ଏହି ସମୟରେ ଦୁର୍ଘଟଣା ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅରାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହାପୂର୍ବରୁ କାନପୁରରେ ଏକ ଟ୍ରାକ୍ଟର ଟ୍ରଲି ଓଲଟି ପଡିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ କେତେଜଣ ଗୁରୁତର ମଧ୍ୟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନବରାତ୍ରୀ ପାଇଁ ଶ୍ରଦ୍ଧାଳୁମାନେ ଉନ୍ନାଓର ଚନ୍ଦ୍ରିକା ଦେବୀ ମନ୍ଦିର ଦର୍ଶନ କରି କୋରଥା ଗାଁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଏହାପରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ଯୋଗୀ ଆଦିତ୍ୟନାଥ ସରକାର ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି...

ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…

ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ...

‘ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷରେ ପ୍ରେସ କନଫରେନ୍ସ ନ କରି ଖବରଦାତାଙ୍କୁ କଲେ ବହିଷ୍କାର’, ଭାଜପାକୁ ସିଦ୍ଦାରାମାୟାଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୬।୯: ବିରୋଧୀ ଦଳ ‘ଇଣ୍ଡିଆ’ ରେ ଅନ୍ତର୍ଭୁକ୍ତ ଦଳଗୁଡିକ ୧୪ ଜଣ ଗଣମାଧ୍ୟମ ଆଙ୍କର ଶୋ’ରେ ସେମାନଙ୍କ ପ୍ରତିନିଧୀଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି...

୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ

ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି।...

ଚାଇନାରେ ଥିବା ପାକିସ୍ତାନୀ ଛାତ୍ର ଭାରତକୁ ମାଗିଲେ ସହାୟତା

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ଆତଙ୍କ ଜାରି ରହିଛି। ସେଠାରେ କିଛି ପାକିସ୍ତାନୀ ଛାତ୍ର ରହିଛନ୍ତି। ତେବେ ପାକିସ୍ତାନ ସେମାନଙ୍କୁ ସ୍ବଦେଶ ଆଣିବା ନେଇ କୌଣସି...

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ...

ମାଣ୍ଡୁସ ବିପର୍ଯ୍ୟୟ, ୪ ମୃତ-୪୦୦ରୁ ଅଧିକ ଗଛ ଭାଙ୍ଗିଲା…

ଚେନ୍ନାଇ,୧୦।୧୨ : ଗତକାଲି ବିଳମ୍ବିତ ରାତିରେ ତାମିଲନାଡୁର ମାଲାପୁରମ ଉପକୂଳରେ ସାଇକ୍ଲୋନିକ ଝଡ ମାଣ୍ଡୁସ ଲ୍ୟାଣ୍ଡଫଲ କରିଥିଲା। ବିଳମ୍ବିତ ରାତିରୁ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ...

ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…

ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ...

Advertisement
Archives

Model This Week