Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମୁହାଁଇଥିଲେ ହଜାର ହଜାର ଲୋକ: ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଘଟିଲା ସଂଘର୍ଷ

ଇମ୍ଫାଲ,୨୫ା୪: ମଣିପୁରରେ ହୋଇଥିବା ହିଂସାକୁ ନେଇ ସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି। କୁକି ଏବଂ ନାଗା ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିଲେ। ହିଂସା ରୋକିବା ସହ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନିକସ୍ତରରେ ପଦକ୍ଷେପ ନିଆଯାଇଥିଲେ ହେଁ ଶନିବାର ହଜାର ହଜାର ବିକ୍ଷୋଭକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବାବେଳେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଛି।

ସୂଚନା ଯୋଗ୍ୟ, ମଇତି ସମ୍ପ୍ରଦାୟର ଏକ ସଂଗଠନ ‘କୋଅର୍ଡିନେଟିଂ କମିଟି ଅନ୍‌ ମଣିପୁର ଇଣ୍ଟିଗ୍ରିଟି(ସିଓସିଓଏମ୍‌ଆଇ) ଡାକରାରେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କ ଇମ୍ଫାଲସ୍ଥିତ ବାସଭବନ ଆଡ଼କୁ ମୁହାଁଇଥିଲେ। ସହରର ବିଭିନ୍ନ ଦିଗରୁ ଆସିଥିବା ହଜାର ହଜାର ବିକ୍ଷୋଭକାରୀଙ୍କୁ ଅଟକାଇବା ଲାଗି ସୁରକ୍ଷା କର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ଲଗାଯାଇଥିଲା। କିନ୍ତୁ ବିକ୍ଷୋଭକାରୀ ଏହାକୁ ନ ମାନି ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ସହ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନ୍‌ସନ୍‌ ଦୂର ହେବାର ସହଜ ଉପାୟ

ବର୍ତ୍ତମାନ କାମ ଚାପରେ ହେଉ ଅବା କେତେକ କାରଣରୁ ଆମେ ଚାପର ବଶବର୍ତ୍ତୀ ହେବା କିଛି ନୂଆ କଥା ନୁହେଁ। ପୁଣି କେତେକ ଚାପରୁ କିପରି ମୁକ୍ତି…

ଯାଉ ଯାଉ ଭାଜପାକୁ ଖୁସିଖବର ଦେଲେ ରାଘବ ଚଢା, NDAକୁ ବମ୍ଫର ଫାଇଦା, ସମୀକରଣ ଜାଣିଲେ…

ନୂଆଦିଲ୍ଲୀ,୨୭।୪: ରାଘବ ଚଢା ଭାଜପାକୁ ଖୁସି କରାଇଛନ୍ତି। ରାଘବ ଚଢାଙ୍କ ଏକ ନିଷ୍ପତ୍ତି ଭାଜପା ଏବଂ ଏନଡିଏର ଶକ୍ତି ବୃଦ୍ଧି କରିଛି। ରାଜ୍ୟ ସଭାରେ ଏନଡିଏର ଶକ୍ତି…

ଦଳ ବିରୋଧୀ ବିଧାୟକଙ୍କ ଉପରେ ତାତିଲେ ପ୍ରମିଳା, କହିଲେ…

ଭୁବନେଶ୍ୱର,୨୭।୪: ଦଳ ବିରୋଧୀ ବିଧାୟକଙ୍କ ଉପରେ ତାତିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି,ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର…

କଂଗ୍ରେସ ଛାଡ଼ିଲେ ପ୍ରଶାନ୍ତ ଶତପଥୀ, ପିସିସି ସଭାପତିଙ୍କ ବିରୋଧରେ…

ଭୁବନେଶ୍ୱର,୨୭ା୪: କଂଗ୍ରେସ ଛାଡ଼ିଛନ୍ତି ପ୍ରଶାନ୍ତ ଶତପଥୀ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାନ୍ତ ତାଙ୍କର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ…

ଝିଅକୁ କ’ଣ କରିବାକୁ ଚାହାନ୍ତି ଆଲିଆ: ନିଜେ କଲେ ଖୁଲାସା

ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଝିଅ ରାହା ସହ ସମୟ ବିତାଉଛନ୍ତି। ଫିଲ୍ମ ଦୁନିଆରୁ ଦୂରେଇ ସେ ଝିଅର ଭଲମନ୍ଦ ବୁଝୁଛନ୍ତି। ଆଲିଆ-ରଣବୀରଙ୍କ ଝିଅ ହୋଇଥିବାରୁ ରାହା…

ରାଜ୍ୟ ସଭାରେ ବଢୁଛି ଭାଜପାର ଶକ୍ତି: ଏବେ ଏହି ସଂଖ୍ୟା…

ନୂଆଦିଲ୍ଲୀ,୨୭।୪: ଆମ ଆଦମୀ ପାର୍ଟି (ଆପ)ରୁ ଇସ୍ତଫା ଦେଇଥିବା ରାଘବ ଚଢାଙ୍କ ସମେତ ସମସ୍ତ ୭ ଜଣ ଏମ୍‌ପି ସୋମବାର ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି…

ରାତ୍ରୀ ଭୋଜନରେ ବିରିୟାନି ପରେ ତରଭୁଜ ଖାଇ ଶୋଇଥିଲେ ପରିବାର ଲୋକେ, ତା’ପରେ ଘଟିଗଲା ବଡ଼ ଅଘଟଣ

ମୁମ୍ବାଇ,୨୭।୪: ମୁମ୍ବାଇରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପାଇଧୁନି ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଦୁଃଖର ଛାୟା…

ତେଜିଲା ଅସନ୍ତୋଷ: ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱର,୨୭।୪: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri