Posted inଫୁରସତ

ନିଜକୁ ସୁରକ୍ଷିତ ରଖିବା ପାଇଁ ଛୋଟ କଙ୍କଡା କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କଙ୍କଡ଼ାକୁ ଦେଖିବାକୁ ମିଳୁଛି। କଙ୍କଡ଼ାଟି ତାର ଗୋଡ଼ରେ ବାଲି ସାହାଯ୍ୟରେ ଏକ ଗାତ ମୁହଁକୁ ଘୋଡାଉଛି ଓ ସେ ସେଥିରେ ରହୁୁଛି। ନିଜକୁ ସୁରକ୍ଷିତ ରଖିବା ପାଇଁ ସେ ଏପରି କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଲେଣ୍ଟାଇନ ଡେ’ରେ ପତ୍ନୀଙ୍କୁ ଜୀବନର ମୂଲ୍ୟବାନ ଉପହାର ଦେଲେ ସ୍ୱାମୀ

ଅହମଦାବାଦ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଛି । ଏହିଦିନ ପ୍ରେମିକାଙ୍କୁ ମୂଲ୍ୟବାନ ଉପହାର...

ଆମେ ବି ପାରିବୁ

ଲକ୍ଷ୍ୟ ଥିଲା ସ୍ବରୋଜଗାରକ୍ଷମ ହେବା। ମନରେ ବି ଥିଲା ଅଦମ୍ୟ ସାହସ। ପୁଣି ଖାତିର ନ ଥିଲା ସମାଜର ଟାହିଟାପରାକୁ। ଆଉ ଏହି ନିଶା ହିଁ...

ବାଣଫୁଟାରେ ରେକର୍ଡ: ୧.୩ ଟନ୍‌ ବାରୁଦ ଦେଢ଼ କିମି ଉପର ଫୁଟିଲା

ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି।...

ପେଟରୁ ବାହାରିଲା ଏଲ୍‌ଇଡି ବଲ୍‌ବ

ଫରିଦାବାଦ୍‌,୭।୨: ହରିୟାଣାର ଫରିଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟ ବାଳକଙ୍କ ପେଟରୁ ଏଲ୍‌ଇଡି ବଲ୍‌ ବାହାର କରାଯାଇଛି। ଫରିଦାବାଦର ସେକ୍ଟର ୬୨ରେ...

କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି।...

ଏମିତି ଏକ ମନ୍ଦିର ଯେଉଁଠି ଆପଣାଛାଏ ବଢୁଛି ମୂର୍ତ୍ତି

ପ୍ରକୃତି ନିଜ ଗର୍ଭରେ ଏମିତି କିଛି ରହସ୍ୟ ଲୁଚାଇ ରଖିଛି, ଯାହାର ସମାଧାନ ରାସ୍ତା ଖୋଜିବାରେ ବୈଜ୍ଞାନିକ ବି ବିଫଳ। ଏଭଳି ଏକ ରହସ୍ୟମୟ ଘଟଣା...

ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..

ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ...

ମାସ୍କ ପିନ୍ଧି ଖାଇବା ଅର୍ଡର କଲେ ଦେବାକୁ ପଡ଼ିବ ଜରିମାନା

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ...

Advertisement


Archives

Model This Week