Posted inଫୁରସତ

ମଣିଷ ଶରୀରର ମାଂସ ଖାଇବା ସହ ଖପୁରୀରେ…ଅଘୋରୀମାନେ ଏମିତି କରନ୍ତି ଲୋମଟାଙ୍କୁରା ସାଧନା

ଆଘୋରୀ… ସାଧୁମାନଙ୍କର ଏକ ସମ୍ପ୍ରଦାୟ ଯାହାଙ୍କୁ ନେଇ ସମସ୍ତଙ୍କଠାରେ କୌତୁହଳ ରହିଛି। ସେମାନଙ୍କ ଦୁନିଆ ରହସ୍ୟପୂର୍ଣ୍ଣ ବୋଲି କୁହାଯାଏ। ଅଘୋରୀମାନେ ଶ୍ମଶାନରେ ରହିବା ସହ ସେଠାରେ ନିଜର ସାଧନା କରିଥାନ୍ତି। ଯଦିଓ ଆଘୋରୀଙ୍କୁ ସାଧାରଣତଃ ଦେଖାଯାଏ ନାହିଁ, କିନ୍ତୁ ମହାକୁମ୍ଭ ଆସୁଥିବାରୁ ଏବେ ସେମାନଙ୍କର ଗହଳି ଲାଗିବ। ତେଣୁ ସେମାନଙ୍କ ବିଷୟରେ ଆସନ୍ତୁ ଜାଣିବା।

ଆଘୋରପନ୍ଥ ଭଗବାନଙ୍କ ଉପାସନର ଏକ ରହସ୍ୟମୟ ସାଧନା। ସେମାନଙ୍କର ପୁରା ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ସେମାନେ ଶ୍ମଶାନରେ ରହିବାକୁ ପସନ୍ଦ କରନ୍ତି । ଦଗ୍ଧ ଶରୀରର ପାଉଁଶ ସାରା ଶରୀରରେ ବୋଳି ହୋଇତାନ୍ତି। ଏଥିସହ ସେମାନେ ଅର୍ଦ୍ଧଦଗ୍ଧ ମଣିଷ ଶରୀରର ମାଂସ ମଧ୍ୟ ଖାଆନ୍ତି। ଏପରିକି ସେମାନେ ମାନବ ଖପୁରୀକୁ ଏକ ପାତ୍ର ଭାବରେ ବ୍ୟବହାର କରନ୍ତି।

ଅଘୋରିଙ୍କୁ ଭଗବାନ ଶିବଙ୍କର ଉପାସକ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ଭଗବାନ ଶିବ ନିଜେ ଆଘୋର ସମ୍ପ୍ରଦାୟର ପ୍ରଚାର କରିଥିଲେ। ଅଘୋରିଙ୍କ ସାଧନା ଅସଧାରଣ ଅଟେ। ସାଧାରଣତଃ ଆମେ ସମସ୍ତେ ଏକ ପରିଷ୍କାର ସ୍ଥାନରେ ପୂଜାପୂଜି କରିଥାଉ, ଯେତେବେଳେ କି ଆଘୋରୀମାନେ ସେମାନଙ୍କ ସାଧନା ପାଇଁ ଶ୍ମଶାନକୁ ବାଛିଥାନ୍ତି। ଅଘୋରିମାନେ ତିନି ପ୍ରକାରର ପୂଜା କରନ୍ତି। ଯେଉଁଥିରେ ଶ୍ମଶାନ, ଶିବ ପୂଜା ଏବଂ ମୃତ ଶରୀର ପୂଜା ଅନ୍ତର୍ଭୁକ୍ତ। କୁହାଯାଏ ଯେ ଯେତେବେଳେ ଆଘୋରୀମାନେ ମୃତ ଶରୀର ଉପରେ ପାଦ ରଖି ସାଧନା କରନ୍ତି, ସେତେବେଳେ ଏହାକୁ ଶିବ ଏବଂ ଶବ ସାଧନା କୁହାଯାଏ। ଏପରି କି ସାଧନାରେ ମୃତଦେହକୁ ପ୍ରସାଦ ଭଳି ମାଂସ ଓ ମଦ ଦିଆଯାଏ। ଏହା ବ୍ୟତୀତ ଶବଦାହ ସାଧନା ଅଛି, ଯେଉଁଥିରେ ପରିବାର ସଦସ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରିବେ। ଅଘୋରୀ ସାଧୁଙ୍କ ଆଚରଣ ଅତ୍ୟନ୍ତ ଅଦ୍ଭୁତ ଅଟେ। ସେମାନେ କାହା ସହିତ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ କିମ୍ବା ନିଜ ଦୁନିଆ ବିଷୟରେ ଅଧିକ କିଛି କୁହନ୍ତି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

ବିବାହିତ ହୋଇପାରିବେ କି ନାଗାସାଧୁ? ସାଧୁ ହେବାକୁ ଦେବାକୁ ପଡେ ଅଗ୍ନି ପରୀକ୍ଷା

ଆଜି ପ୍ରୟାଗରାଜରେ ମହାକୁମ୍ଭର ଦ୍ୱିତୀୟ ଦିନ। ସଙ୍ଗମ କୂଳ ନିକଟରେ ଏବେ କୋଟି କୋଟି ଲୋକଙ୍କ ଗଙ୍ଗା ସ୍ନାନ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ...

ଗୁଡ଼ି ଉଡାଉଛି ମାଙ୍କଡ଼: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଏକ ବନାରସୀ ମାଙ୍କଡ଼ ଖବରର ଶିରୋନାମା ପାଲଟିଛି। ଏହି ମାଙ୍କଡ଼ ଛାତ ଉପରେ ଚଢ଼ି ଗୁଡ଼ି ଉଡ଼ାଇବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

କୁକୁର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ

ଜାମଶେଦପୁର: ସମ୍ପ୍ରତି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମାଲିକାଣୀ ନିଜ ପୋଷା କୁକୁରର ଜନ୍ମଦିନ ପାର୍ଟିରେ ୫ ଲକ୍ଷ ଟଙ୍କା...

କ’ଣ ବିନା ପୋଷାକରେ ଶିବଙ୍କୁ ପୂଜା କରନ୍ତି? ନିଜ ପିଣ୍ଡଦାନ ନିଜେ କରନ୍ତି, ଜାଣନ୍ତୁ ମହିଳା ନାଗାସାଧୁଙ୍କୁ ଭୟଙ୍କର ଜୀବନ ବିଷୟରେ…

ଉତ୍ତର ପ୍ରଦେଶର ପ୍ରୟାଗରାଜର ସଙ୍ଗମ ନଗରୀରେ ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି। ଆଜିଠାରୁୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି କୁମ୍ଭମେଳା ଚାଲିବ।...

୩୨ ବର୍ଷୀୟଙ୍କ ୮୭ ପିଲା

ଲସ୍‌ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ...

ଆସନ୍ତା ସପ୍ତାହରେ ଦୃଶ୍ୟମାନ ହେବ ସବୁଠୁ ବଡ଼ ସୂର୍ଯ୍ୟ, ଏହି ୪ ରାଶିର ଆସିବ ଭଲ ସମୟ

ଜାନୁଆରୀର ନୂଆ ସପ୍ତାହ ଆରମ୍ଭ ହୋଇଯାଇଛି। ଏହା ୧୩ ରୁ ୧୯ ଜାନୁଆରୀ ରହିବ। ଏହି ସପ୍ତାହରେ ମକର ସଂକ୍ରାନ୍ତି ମଧ୍ୟ ରହୁଛି। ନୂଆ ସପ୍ତାହରେ...

ଦୁବାଇରେ କେତେ ହିନ୍ଦୁ ରୁହନ୍ତି? ଉତ୍ତର ଜାଣିଲେ ଚକିତ ହେବେ…

ଦୁବାଇ ନାମ ତ ଆପଣ ସମସ୍ତେ ନିଶ୍ଚୟ ଶୁଣିଥିବେ। ଏହାକୁ ଧନୀମାନଙ୍କର ସହର ବୋଲି କୁହାଯାଏ। ୟୁଏଇର ଏହି ରାଜଧାନୀ ବ୍ୟବସାୟ ଏବଂ ପର୍ଯ୍ୟଟନର ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri