Posted inଖେଳ

ହୋଟେଲ୍‌ରେ ଧୋନୀ ତ ବୋଟ୍‌ରେ ପାଣ୍ଡ୍ୟା; ପ୍ରେମିକାଙ୍କୁ ପ୍ରପୋଜ କରିବା ଲାଗି ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ ଏସବୁ କ୍ରିକେଟର

ନୂଆଦିଲ୍ଲୀ,୬।୮: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା ପାଲଟିଥାଏ। କିଛି କ୍ରିକେଟର ଖେଳ ପଡ଼ିଆରେ ତ କିଏ ବୋଟ୍‌ ଉପରେ ଜୀବନସାଥିଙ୍କୁ ପ୍ରପୋଜ୍‌ କରିଛନ୍ତି। ଦେଖିବାକୁ ଗଲେ କୌଣସି ଫିଲ୍ମର କାହାଣୀ ଠାରୁ କମ୍‌ ନୁହେଁ ସେମାନଙ୍କର ଲଭ୍‌ଷ୍ଟୋରୀ। ସେଭଳି କିଛି ଲଭ୍‌ଷ୍ଟୋରୀ ବିଷୟରେ ଆସନ୍ତୁ ଜାଣିବା…

ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପ୍ରେମିକାଙ୍କୁ ବୋଟ୍‌ ଉପରେ ପ୍ରପୋଜ କରିଥିଲେ।

ଧୋନୀ: ଭାରତୀୟ ଟିମ୍‌ରେ କ୍ୟାପ୍‌ଟେନ୍‌ କୁଲ ଭାବେ ପରିଚିତ ଧୋନୀ ସାକ୍ଷୀଙ୍କୁ ଭ୍ୟାଲେଣ୍ଟାଇନ୍‌ ଡେ’ରେ ଅଷ୍ଟ୍ରେଲିଆରେ ପ୍ରପୋଜ କରିଥିଲେ। ଏହି ସମୟରେ ସେ କହିଥିଲେ, ମୋ ଜୀବନ କ୍ରିକେଟ କିଟ୍‌ ଭଳି ଛୋଟ।

ରୋହିତ ଶର୍ମା:ଭାରତୀୟ ଦଳର ଓପନର୍‌ ରୋହିତ ଯେଉଁ କ୍ରିକେଟ ପଡ଼ିଆରୁ ଖେଳିବା ଆରମ୍ଭ କରିଥିଲେ, ସେଠାରେ ହିଁ ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ। ବୋରିବଲି ସ୍ପୋଟ୍ସ କ୍ଲବରେ ରୀତିକା ସଜଦେହଙ୍କୁ ପ୍ରପୋଜ କରିଥିଲେ ସେ।

ଜାହିର ଖାନ୍‌: ଭାରତୀୟ ଦଳର ଦ୍ରୁତ ବୋଲର ଜାହିର ପ୍ରେମିକା ସାଗରିକାଙ୍କୁ ଆଇପିଏଲ୍‌ର ୧୦ମ ସଂସ୍କରଣ ସମୟରେ ପ୍ରପୋଜ କରିଥିଲେ। ଏପରିକି ସେ ଉକ୍ତ ସିଜନ୍‌ ଚାଲିଥିବା ବେଳେ ନିର୍ବନ୍ଧ କରିନେଇଥିଲେ।

ହରଭଜନ ସିଂହ: ଭାରତୀୟ ଦଳର ଅଭିଜ୍ଞ ସ୍ପିନର ହରଭଜନ ଆଇପିଏଲ୍‌ ସିଜିନ୍‌ ସମୟରେ ଗୀତା ବସ୍ରାଙ୍କୁ ପ୍ରପୋଜ କରିଥିଲେ। ସେ ସମୟରେ ସେ ପ୍ରେମର ମାୟାଜାଲରେ ଫସିବାକୁ ଚାହୁଁ ନ ଥିଲେ। ହେଲେ ପରେ ୮ ବର୍ଷ ଡେଟ୍‌ କରିବା ପରେ ସେମାନେ ବିବାହ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?