ସନ୍‌ଟ୍ୟାନ୍‌ରୁ ମୁକ୍ତି

ଖରାଦିନେ ସନ୍‌ବର୍ନ ଓ ସନ୍‌ଟ୍ୟାନ୍‌ ସମସ୍ୟା ଅଧିକାଂଶଙ୍କଠାରେ ଦେଖାଯାଏ। ଖରାରେ ଟିକେ ବୁଲିଗଲେ ସ୍କିନ୍‌ କଲର ଡାର୍କ ହେବା ସହ ଝାଳ ବାହାରି ପିମ୍ପଲ ସମସ୍ୟା ମଧ୍ୟ ଦେଖାଯାଏ। ଏଥିପାଇଁ ଖରାଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ…

ଡାଳିମ୍ବ ଚୋପାକୁ ଖରାରେ ଶୁଖାଇବା ପରେ ଏହାକୁ ଗୁଣ୍ଡକରି ସାଇତି ରଖନ୍ତୁ। ଘରୁ ବାହାରିବା ପୂର୍ବରୁ ଏହି ପାଉଡରକୁ ଆପଣ ବ୍ୟବହାର କରୁଥିବା ସନ୍ସକ୍ରିମ୍‌ କିମ୍ବା ଲୋଶନ ସହ ମିଶାଇ ଲଗାନ୍ତୁ।
କେମିକାଲଯୁକ୍ତ କ୍ରିମ୍‌ଠାରୁ ଦୂରେଇ ରୁହନ୍ତୁ। ଘରୁ ବାହାରିବା ପୂର୍ବରୁ କିମ୍ବା ଫେରିବା ପରେ ଖଣ୍ଡେ ବରଫକୁ ମୁହଁରେ ମାଲିସ କରନ୍ତୁ।
ଖରାକୁ ବାହାରିବା ପୂର୍ବରୁ ଭଲ ବ୍ରାଣ୍ଡ୍‌ର ସନ୍ସକ୍ରିମ୍‌ ଲୋସନ ଲଗାନ୍ତୁ। ଡାକ୍ତରଙ୍କ ପରାମର୍ଶ ନେଇ ଲଗାଇଲେ ଭଲ। ଘରକୁ ଫେରିବା ପରେ ମୁହଁକୁ ଥଣ୍ଡାପାଣିରେ ଧୋଇନିଅନ୍ତୁ।
ଆଳୁକୁ କାଟି ଜୁସ୍‌ ପ୍ରସ୍ତୁତ କରନ୍ତୁ । ସେଥିରେ ଲେମ୍ବୁ ଜୁସ୍‌ ମିଶାନ୍ତୁ। ଅଧଘଣ୍ଟା ପାଇଁ ମୁହଁରେ ଲଗାଇ ଧୋଇନିଅନ୍ତୁ।
ଗୋଲାପ ଜଳ କିମ୍ବା ଆଲୋଭେରା ଜେଲ୍‌ ଲଗାଇଲେ ସନ୍‌ଟ୍ୟାନ୍‌ ହେବାରୁ ମୁକ୍ତି ମିଳିଥାଏ।
ରାତିରେ ତ୍ୱଚାରେ ହଳଦୀ ଓ ଚନ୍ଦନ ଲଗାଇ ଶୁଅନ୍ତୁ ଏବଂ ସକାଳୁ ପାଣିରେ ଧୋଇଦିଅନ୍ତୁ। ତ୍ୱଚା ପରିଷ୍କାର ରହିବା ସହ ସନ୍‌ଟ୍ୟାନ୍‌ ହେବ ନାହିଁ।
ମହୁ ସହ ଦହି ମିଶାଇ ଏହି ପ୍ୟାକ୍‌କୁ ମୁହଁରେ ଲଗାଇଲେ ମଧ୍ୟ ଟ୍ୟାନିଂ ସମସ୍ୟା ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ଚିହ୍ନଟ କରିବାର ନୂଆ ଉପାୟ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଉନ୍ନତ ହେବାରେ ଲାଗିଛି। ବିଶେଷଜ୍ଞମାନେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ କରୁଛନ୍ତି। ତାହାକୁ ଅନୁସରଣ କରି କେତେକ ରୋଗର...

ଏହି ପାଣିକୁ ସକାଳେ ପିଇଲେ କିଡ୍‌ନୀ ଷ୍ଟୋନ୍‌ରୁ ମିଳିବ ମୁକ୍ତି

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ...

ଜନଜାତି ସାମଗ୍ରୀର ନୂଆ ଠିକଣା ‘ଆଦିଶା’

ମାଣ୍ଡିଆ ଚୂନାରୁ ଆରମ୍ଭ କରି ଶାଳଫୁଲ ଚାଉଳ ପର୍ଯ୍ୟନ୍ତ କଳା ତୁଳସୀ ପାଉଡରରୁ ପାଳୁଅ ଚୂନା ପର୍ଯ୍ୟନ୍ତ ଓଡ଼ିଶାର ଆଦିମ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏହିସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ରିଲାକ୍ସ ଥେରାପି

ବ୍ୟାୟାମର ସୁପ୍ରଭାବ ଆମ ଶରୀର ଉପରେ କେତେକ ପଡିଥାଏ ତାହା ଅନୁଭବୀ ହିଁ ଜାଣେ। ସେଥିପାଇଁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ...

ତମ୍ବାପାତ୍ରରେ ପିଅନ୍ତୁ ପାଣି: ମିଳିବ ଅନେକ ଉପକାର

ତମ୍ବାପାତ୍ରରେ ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ରାସାୟନିକ ଉପାଦାନ ରହିଛି, ଯାହାକି ଶରୀରରେ ମିନେରାଲ ଏବଂ ଜରୁରୀ ନ୍ୟୁଟ୍ରିଶନର ଅଭାବକୁ ପୂରଣ କରିଥାଏ। ତମ୍ବାପାତ୍ରରେ ପାଣି ପିଇବା...

ଗ୍ୟାସ୍‌ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍‌ ଓ ସମୟ ବଞ୍ଚିଥାଏ। ଥଣ୍ଡା କ୍ଷୀର, ପନିପରିବା ଏବଂ...

ସମାଜରେ ଏପରି ଲୋଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

Advertisement
Archives

Model This Week