ସ୍ବାମୀଙ୍କୁ ହତ୍ୟା କଲେ ୨ୟ ସ୍ତ୍ରୀ

ଆଠଗଡ,୯ା୨(ସ୍ବ.ପ୍ର.): ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ଆଠଗଡ଼ ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ହରିଜନ ସାହିରେ ବୁଧବାର ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଏହି ସାହିର ମଙ୍ଗୁଳି ନାୟକ(୩୫)। ଖବରପାଇ ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ରୀନାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଛି। ସାଇଣ୍ଟିଫିକ୍‌ ଅଫିସର ସନ୍ଧ୍ୟାରାଣୀ ଭୂୟଁାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ମଙ୍ଗୁଳି ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ୪ ବର୍ଷ ତଳେ ସ୍ବାମୀ ପରିତ


Enter your email to get our daily news in your inbox.

All Right Reserved By Dharitri.Com

ବୁଧୁରାମଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା

ଲୋଇସିଂହା, ୧୧।୧୨(ଡି.ଏନ.ଏ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ସୁଦାମପାଲିର ବୁଧୁରାମ ଭୁଏ(୪୮)। ଜନ୍ମରୁ ସେ ଭିନ୍ନକ୍ଷମ। ଡାହାଣ ଗୋଡ଼ ପୋଲିଓ ଗ୍ରସ୍ତ। ବାପା...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ୍‌ ପ୍ରଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର,୨୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ବାସିନ୍ଦା ଆଇଟିବିପି ହାବିଲଦାର ଶହୀଦ୍‌ ପ୍ରଶାନ୍ତ କୁମାର ଲେଙ୍କା(୩୮)ଙ୍କ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ...

‘ସାରର କୃତ୍ରିମ ଅଭାବ ହେବାକୁ ଦିଅନାହିଁ’

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ଏଠାରେ ଉର୍ବର ମାଟି ଓ ଜଳସେଚନ ସୁବିଧା ରହିଛି। କେବଳ ଚାଷୀଙ୍କୁ ସଚେତନ ଓ...

ଔଷଧ ପ୍ରସ୍ତୁତିରେ ବିତୁଛି ବେଳ

କେନ୍ଦୁଝର, ୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)-କେନ୍ଦୁଝର ସଦର ବ୍ଲକ ଅଧୀନ ବେଲପଶି ଗ୍ରାମର କବିରାଜ ହରେକୃଷ୍ଣ ମହାନ୍ତ ବେଶ ଜଣାଶୁଣା। ତାଙ୍କ ଜଡିବୁଟି ଔଷଧରେ ଅନେକ ରୋଗ...

ଚିନ୍ତା ବଢାଉଛି ରାଜଧାନୀ: ପୁଣି ୧୭ କରୋନା ଆକ୍ରାନ୍ତ, ୨ କରୋନା ଯୋଦ୍ଧା ସାମିଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ...

ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ...

ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଯାଜପୁର ଅଫିସ, ୯।୭- ଯାଜପୁର ରୋଡ ଥାନା ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ...

କେନ୍ଦୁଝରଗଡ଼ ଷ୍ଟେଶନରେ ରେଳରୋକୋ

କେନ୍ଦୁଝର,୧୮।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ସୋମବାର ସ୍ଥାନୀୟ କେନ୍ଦୁଝରଗଡ଼ ଷ୍ଟେଶନରେ ରେଳରୋକୋ କରାଯାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ଆନ୍ଦୋଳନ...

Advertisement
Archives

Model This Week