ଆଇପିଏଲରେ ବଡ଼ ସଫଳତା ହାସଲ କଲେ ଧାଓ୍ବନ

ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍‌କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍‌ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ବ୍ୟାଟ୍‌ର୍‌ ଭାବେ ଆଇପିଏଲ୍‌ରେ ୭୦୦ ଚୌକା ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ କୌଣସି ବ୍ୟାଟର୍‌ ଏପରି ସଫଳତା ହାସଲ କରିପାରିନାହାନ୍ତି।
ଚଳିତ ଆଇପିଏଲ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଧାଓ୍ବନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩୨ ବଲରେ ୩୯ ରନ ସ୍କୋର କରିଥିଲେ। ୩୯ ରନ୍‌ର ଇନିଂସରେ ସେ ୨ ଚୌକା ଓ ୨ ଛକା ମାରିଥିଲେ। ଧାଓ୍ବନ ଆଇପିଏଲରେ ୭୦୧ଟି ଚୌକା ମାରିବାର ରେକର୍ଡ ରଖିଛନ୍ତି। ଶିଖର ଧାୱନଙ୍କ ପରେ ବିରାଟ କୋହଲିଙ୍କ ନାମ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେ ଆଇପିଏଲରେ ୫୭୬ ଚୌକା ମାରିବାର ରେକର୍ଡ କରିଛନ୍ତି। ଧାଓ୍ବନ ମଧ୍ୟ ଆଇପିଏଲର ଦ୍ୱିତୀୟ ସର୍ବାଧିକ ରନ ସ୍କୋର। ଶିଖର ସେ ଆଇପିଏଲରେ ୬,୨୪୪ ରନ ସ୍କୋର କରିବାର ରେକର୍ଡ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭ୍ୟାସ ମ୍ୟାଚ୍‌ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍‌; ନିଜେ ଯାଇ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ...

ବିଶ୍ୱବିଜେତା ମହିଳା କ୍ରିକେଟ ଦଳ ସମ୍ବର୍ଦ୍ଧିତ: ସଚିନ କହିଲେ, ତୁମେମାନେ ଦେଶ ପାଇଁ ପ୍ରେରଣା

ଅହମ୍ମଦାବାଦ,୧।୨: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ ବିଜେତା ଦଳକୁ ପୁରସ୍କୃତ କରିଛି। ବିଶ୍ୱର ସର୍ବବୃହତ...

ଏସିଆ ଲାୟନ୍ସ ଚାମ୍ପିୟନ

ଦୋହା,୨୧ା୩ : ଲିଜେଣ୍ଡ୍ସ ଲିଗ୍‌ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏସିଆ ଲାୟନ୍ସ। ରବିବାର ଅନୁଷ୍ଠିତ ଫାଇନାଲରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ୭...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ୧୨ରେ ହାଜର ହେବାକୁ ଡ୍ରାଭିଡଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୧(ପି.ଟି.)- ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପୂର୍ବତନ କ୍ରିକେଟର ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ନିର୍ଦ୍ଦେଶକ ରାହୁଲ ଡ୍ରାଭିଡଙ୍କ ପିଛା ଛାଡୁନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଆର୍ମିରେ କ୍ରିକେଟର୍‌: ଧୋନୀ, କଟ୍ରେଲଙ୍କ ପରେ ପେରେରା

କଲମ୍ବୋ, ୧।୧- ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବରିଷ୍ଠ ଅଲ୍‌ରାଉଣ୍ଡର ଥିସାରା ପେରେରା ଜଣେ ‘ମେଜର’ ଭାବେ ଶ୍ରୀଲଙ୍କା ଆର୍ମିରେ ଯୋଗ ଦେଇଛନ୍ତି। ୩୦ ବର୍ଷୀୟ ପେରେରା...

କୋଲକାତାକୁ ଜିତାଇ ଦେଲା ରାହୁଲଙ୍କ ଛକା

ଶାରଜା,୧୩।୧୦: ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପୁଣି ଥରେ ଠିକଣା ସମୟରେ ତାର ପୁରୁଣା ତ୍ରୁଟି ଦୋହରାଇଛି। ଖରାପ ଶଟ୍‌ ଚୟନ, ମିସ ଫିଲ୍ଡିଂ...

ଐତିହାସିକ ମ୍ୟାଚ୍‌ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍‌

ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି...

ବିସିସିଆଇ ନିକଟରେ ରୋହିତ-କୋହଲି ଫାଟ୍‌

ଲଣ୍ଡନ,୧୪।୭- ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରୁ ବାଦ୍‌ ପଡ଼ିବା ପରେ ଭାରତୀୟ ଦଳରେ ସୃଷ୍ଟି ହୋଇଥିବା ଫାଟ୍‌ ସମ୍ପର୍କରେ ପ୍ରବଳ ଆଲୋଚନା ଚାଲିଛି। ଭାରତୀୟ ଦଳ ବହୁଳ...

Advertisement
Archives

Model This Week