ବର୍ଷାରେ ଭୁଶୁଡ଼ିଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କେନ୍ଦୁଝର,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେଣ୍ଟଲାପଶି ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଶୁକ୍ରବାର ରାତିରେ ବର୍ଷା ହୋଇ ଏକ ଭୁଶୁଡ଼ି ପଡ଼ିଛିି। ଗ୍ରାମର ହେବାରୁ ବେହେରାଙ୍କ ମାଟି ଘର କାନ୍ଥ ଭୁଶୁଡ଼ି ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତୁରନ୍ତ ତାଙ୍କୁ କ୍ଷତିପୂରଣ ସହ ଘର ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ବଶୁର ଘର ଗାଁରେ ଜ୍ବାଇଁର ମୃତ୍ୟୁ

କେସିଙ୍ଗା,୨୦।୫(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ପିଡବ୍ଲୁଡି ମୁଖ୍ୟ ରାସ୍ତା ପାଶ୍ୱରେ କୈଳାଶ ମାଝି(୩୫) ନାମକ ଜଣେ ଟ୍ରାକ୍ଟର...

ସିସିଟିଭି ନଜରରେ ବଡ଼ଦାଣ୍ଡ

ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍‌....

ଚାଉରିହମୁଲ ବ୍ରିଜରେ ୩ଫୁଟ ପାଣି: ସୁନ୍ଦରଗଡ଼-ଝାରସୁଗୁଡ଼ା ବିଛିନ୍ନ

ହେମଗିରି,୧୫।୮(ଡି.ଏନ୍‌.ଏ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣ ବର୍ଷା ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଜିଲା...

ନଡ଼ା ପୋଡୁଥିବା ବେଳେ ଜିଅନ୍ତା ଜଳିଗଲେ ଚାଷୀ

ନୂଆପଡା ଅଫିସ, ୭।୩: ନିଜ ଜମିରେ ନିଆଁ ଲଗାଇ ଜଳିଗଲେ ଚାଷୀ। ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ସିନାପାଲି ମହାଜନପଡ଼ାରେ। ମୃତକ ଜଣକ...

ସ୍ବାମୀଙ୍କ ଇକ୍‌ମୋ ଚିକିତ୍ସା ଲାଗି ସ୍ତ୍ରୀ କରିଥିଲେ ଗୁହାରୀ; ହେଲେ ଆଖି ବୁଜିଲେ ଦିବ୍ୟରଞ୍ଜନ

ଆଠଗଡ଼,୧୩।୭(ସ୍ବ.ପ୍ର.): ବିବାହର ମାତ୍ର ବର୍ଷେ ପରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି କଟକର ଦିବ୍ୟରଞ୍ଜନ ବେହେରା। ସ୍ତ୍ରୀ ପ୍ରତିଭା ପ୍ରୀୟଦର୍ଶୀନୀ ଓ ୩ ମାସର ପୁଅକୁ ଏକା...

ରାସ୍ତା ପାର୍ଶ୍ୱକୁ ଖସିଲା ମୋ ବସ୍‌

ସାକ୍ଷୀଗୋପାଳ,୧୦।୯(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)- ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋଠାରୁ ଭୁବନେଶ୍ୱର ଯାଉଥିବା ଏକ ମୋ ବସ୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ୧୦ଜଣ ଯାତ୍ରୀ ଥିବାବେଳେ ସୁଆଣ୍ଡୋ...

ଭୁବନରେ ଭାଜପା-ବିଜେଡି ଟକ୍କର

ଭୁବନ,୨୦।୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ବ୍ଲକର ୧୮ଟି ପଞ୍ଚାୟତର ମୋଟ୍‌ ୮୨...

କଳା ତାଲିକାଭୁକ୍ତ ସଂସ୍ଥାକୁ ସଫେଇ କାର୍ଯ୍ୟାଦେଶ

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ସଫେଇ କାମ ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥା କର୍ମଚାରୀଙ୍କୁ କମ ଦରମା ଦେଉଥିବା ବେଳେ ସେମାନଙ୍କଠାରୁ କଟାଯାଉଥିବା...

Advertisement
Archives

Model This Week