କାଠଯୋଡ଼ି ବ୍ରିଜ୍‌ ମରାମତି ପାଇଁ ଯାତାୟାତରେ କଟକଣା

କଟକ ଅଫିସ, ୧ା୭:କଟକ କାଠଯୋଡ଼ି ମଝି ବ୍ରିଜ୍‌ର ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ଯାନବାହନ ଚଳାଚଳ ନିମନ୍ତେ କଟକଣା ଲାଗୁ କରାଯାଇଛି। ଏହା ଜୁଲାଇ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ୧ ମାସ ମଧ୍ୟରେ ଜାତୀୟ ରାଜପଥ-୧୬ରେ ଭୁବନେଶ୍ୱର ପଟୁ କଟକ ଆଡକୁ ଯିବା ନିମନ୍ତେ ଯାନବାହନଗୁଡ଼ିକ କାଠଯୋଡି ମଝି ବ୍ରିଜ୍‌ରେ ନ ଯାଇ ଗୋପାଳପୁର ତାରିଣୀ
ମନ୍ଦିର ଛକଠାରୁ ବାମ ପାର୍ଶ୍ୱସ୍ଥ ବ୍ରିଜ୍‌ରେ ଯିବେ। ସେହିପରି ଉରାଳି ଏବଂ କାଜିପାଟଣା ପଟୁ କଟକ ଆଡକୁ ଯିବା ନିମନ୍ତେ ସମସ୍ତ ଯାନବାହନ ବାମ ପାର୍ଶ୍ୱରେ ଥିବା ବ୍ରିଜ୍‌ରେ ଯିବାକୁ ହେବ। କାଠଯୋଡ଼ି ବାମ ପାର୍ଶ୍ୱରେ ଥିବା ବ୍ରିଜଠାରୁ ହାଇକୋର୍ଟ ଛକ ଏବଂ କଟକ ସହର ଭିତରକୁ ଯିବା ଲାଗି ଯାନବାହନଗୁଡ଼ିକ ମଣି ମନ୍ଦିର ନିକଟରୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। ଏନେଇ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିବତିରେ ଗୁରୁବାର ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ପାଇଁ ଆଖି ଅସ୍ତ୍ରୋପଚାର ଅଧାରୁ ଛାଡ଼ିଦେଲେ

ଯାଜପୁରରୋଡ୍‌,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ସହରରେ ଥିବା କିଛି ଘରୋଇ ନର୍ସିଂହୋମ ଓ ହସ୍ପିଟାଲରେ ଚିକିତ୍ସା ନାମରେ ଶୋଷଣ ଚାଲିଥିବା ଘଟଣା ସାମ୍ନାକୁ ଆସୁଛି। ଏହି...

ଯୁବକଙ୍କୁ ମାଡ଼ମାରି ଲୁଟି ନେଲେ ସୁନା ଚେନ୍‌, ଟଙ୍କା

ବ୍ରହ୍ମପୁର ଅଫିସ,୧୧ା୫: ଶେରଗଡ଼ ବାଇସିଙ୍ଗି ଗ୍ରାମର ଧୁର୍ଜଟି ପ୍ରଧାନ ଓ ତାଙ୍କର ଦୁଇ ସାଙ୍ଗଙ୍କୁ କେତେକ ଦୁର୍ବୃତ୍ତ ମାଡ଼ମାରି ସୁନା ଚେନ, ମୋବାଇଲ ଓ ଟଙ୍କା...

ସମ୍ବଲପୁର ସହରରେ ପଶିଲା ବନ୍ୟାଜଳ

ସମ୍ବଲପୁର,୨୯।୮(ବ୍ୟୁରୋ)-ଶନିବାର ହୀରାକୁଦ ଜଳଭଣ୍ଡାରରୁ ୪୬ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ମହାନଦୀ ପିଛିଲା ପାଣିରେ ସମ୍ବଲପୁର ଜିଲାର ନଦୀ ନାଳଗୁଡ଼ିକ ଫୁଲି ଉଠିଛି...

୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଉକ୍ତ ସମୟରେ ମିଳିଥିବା ଦେଶର ସମସ୍ତ...

ଦେବଗଡ଼ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ: ୨୯ରୁ ଧାନ କିଣା ଆରମ୍ଭ

ଦେବଗଡ, ୯।୧୧(ଡି.ଏନ.ଏ.)-ଦେବଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସୁଧାଂଶୁ ମୋହନ ସାମଲ...

ଏଣିକି ୨୨ଶହ ନୁହେଁ ୧୨ଶହ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଶସ୍ତା ହେଲା କୋଭିଡ ଟେଷ୍ଟ। ଏଣିକି ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ ପୂର୍ବଠାରୁ ଶସ୍ତା ହେବ। ଆର୍‌ଟି ପିସିଆର୍‌ ଟେଷ୍ଟ ୧୨ଶହ ଟଙ୍କାରେ ହେବ।...

ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ

ସାକ୍ଷୀଗୋପାଳ,୪।୧୧(ଡି.ଏନ୍‌.ଏ.): ଶୁକ୍ରବାର କାର୍ତ୍ତିକ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥୀ ଅବସରରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ...

ଉଦ୍‌ଘାଟନ ହୋଇପାରୁନି ସିଆର୍‌ଆର୍‌ଆଇ ଥାନା

କଟକ ଅଫିସ,୧୨ା୮: କଟକ ବିଦ୍ୟାଧରପୁର ନିକଟ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ସିଆର୍‌ଆର୍‌ଆଇ) ଥାନାର ନୂତନ କୋଠା ପ୍ରାୟ ୮ ମାସ ହେବ ନିର୍ମାଣ ସରିଛି।...

Advertisement
Archives

Model This Week