ବାସ୍ତୁ ଅନୁସାରେ ଶୋଇବାଘର: କ’ଣ ରହିଛି ନିୟମ…

ବିଶ୍ୱ ସମ୍ବନ୍ଧୀୟ ବିଜ୍ଞାନ ହେଉଛି ବାସ୍ତୁଶାସ୍ତ୍ର; ଯାହା ସୁସୃଷ୍ଟ ପରିବେଶ ତିଆରି ସହିତ ଜୀବନରେ ସୁଖ, ସମୃଦ୍ଧି, ଧନ ବିଭବ ବୃଦ୍ଧି ଆଦିରେ ସାହାଯ୍ୟ କରେ। ଜାଣନ୍ତୁ ବାସ୍ତୁଶାସ୍ତ୍ରରେ କ’ଣ ରହିଛି ଶୋଇବା ଘରର ନିୟମ-

-ଶୋଇବା ଘର ସର୍ବଦା ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ। ଏହାଦ୍ୱାରା ଘରର ମୁରବିଙ୍କ ସ୍ବାସ୍ଥ୍ୟ ଓ ସମ୍ପତ୍ତି ବୃଦ୍ଧି ହେବା ସହ ସେ ଦୀର୍ଘାୟୁ ହୋଇଥାନ୍ତି।

ଶୋଇବା ଘରକୁ କେବେବି ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଦିଗରେ କରନ୍ତୁ ନାହିଁ। କାରଣ ଦକ୍ଷିଣ-ପୂର୍ବ ଦିଗରେ ଶୋଇବାଘର ରହିଲେ; ସର୍ବଦା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ ଏବଂ ଉତ୍ତର-ପୂର୍ବ ଦିଗରେ ରହିଲେ ସର୍ବଦା ସ୍ବାସ୍ଥ୍ୟ ଅସୁବିଧା ଲାଗିରହିବ।

ଶୋଇବା ଘର ଉତ୍ତର ଦିଗରେ ରହିଲେ ବହୁତ ଭଲ, ବିଶେଷ କରି ଯେଉଁ ପିଲାମାନେ ଚାକିରି ବା ବ୍ୟବସାୟ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଭଲ। ଏହାଛଡା ପୂର୍ବ ଦିଗରେ ରହିଲେ ମଧ୍ୟ ପିଲା ଖୁବ୍‌ ଚତୁର, ଧୀସମ୍ପନ୍ନ ଏବଂ ବୁଦ୍ଧିମାନ ହୋଇଥାନ୍ତି।

ସ୍ତ୍ରୀ ସର୍ବଦା ମୁଖ୍ୟ ଶୋଇବା ଘରେ ରହିବା ଉଚିତ। ଅନୁସାରେ ସବୁବେଳେ ପୂର୍ବ ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ।

ଘରେ ଡ୍ରେସିଂ ଟେବୁଲ ଥିଲେ ସର୍ବଦା ଧ୍ୟାନ ଦେବେ ଯେମିତି ତାକୁ ଖଟ ସାମ୍‌ନାରେ ରଖିବେ ନାହିଁ, ଅର୍ଥାତ୍‌ ଖଟର ପ୍ରତିବିମ୍ବ ଯେମିତି ଦର୍ପଣରେ ପଡୁ ନ ଥିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି,ସକାଳେ ଏଥିରୁ ପିଅନ୍ତୁ ଚାମୁଚେ…

ପିଆଜ ରସ ପିଇଲେ ବହୁ ରୋଗରୁ ମିଳିଥାଏ ମୁକ୍ତି। ଆୟୁର୍ବେଦରେ ପିଆଜକୁ ମହୌଷଧୀ ଭାବେ ଉଲ୍ଲେଖ କରାଯାଇଛି। ପିଆଜ ରସ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏହା...

ବର୍ଷାଦିନ ସ୍ବାସ୍ଥ୍ୟଜନିତ ସମସ୍ୟା, ଖାଦ୍ୟପେୟ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ...

ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ...

ମହିଳା ଓ ମଧୁମେହ

ମଧୁମେହ ରୋଗୀଙ୍କର ହେଉଥିବା ବିଭିନ୍ନ ଜଟିଳତା ଏବଂ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଓ ଚିକିତ୍ସା ନିମନ୍ତେ ସଚେତନତା ସୃଷ୍ଟି କରିବା ସହ...

ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ

ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ… – ଗୁଜୁରାତି...

ତାୱା ଫ୍ରାଏଡ୍‌ ଖଇଙ୍ଗା

ସୁଆଦିଆ ଖାଦ୍ୟ ଖାଇବାକୁ ସମସ୍ତେ ଇଚ୍ଛା ରଖିଥାନ୍ତି। ସେଥିପାଇଁ ଯେଉଁ ହୋଟେଲ ବା ରେଷ୍ଟୁରାଣ୍ଟରେ ସୁସ୍ବାଦୁ ଖାଦ୍ୟ ମିଳେ ସେଠାରେ ଗ୍ରାହକଙ୍କ ବେଶ୍‌ ଭିଡ଼ ଜମେ।...

ଖାଦ୍ୟରୁଚିରୁ ଜାଣନ୍ତୁ ଝିଅଙ୍କ ପ୍ରେମ ସମ୍ପର୍କରେ

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ...

ଛାତିରୁ ଜାଣନ୍ତୁ ପୁରୁଷଙ୍କ ସ୍ବଭାବ

ପୁରୁଷଙ୍କ ଛାତି ସେମାନଙ୍କ ଶରୀରର ଆକାର ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। କାହାର ଛାତି ଚଉଡ଼ା ହୋଇଥିବା ବେଳେ ଆଉ କାହାର ଶକ୍ତିଶାଳୀ। ସେହିପରି କାହା...

Advertisement
Archives

Model This Week