Advertisement
Posted inଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୮।୧: ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶରେ ରାମ ମନ୍ଦିର ସମର୍ପଣ ନିଧି ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ଦେଶର ଲୋକମାନେ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏହି ତାଲିକାରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ନାମ ମଧ୍ୟ ଯୋଡା ଯାଇଛି। ସେ ୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ଦାନ ଦେଇଛନ୍ତି। ଦିଗବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚେକ ପଠାଇଥିଲେ। ଏହି ସମୟରେ ସେ ମୋଦିଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏଥିସହ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି। ତେବେ ରାମ ମନ୍ଦିରର ପୁରାତନ ଦାନର ହିସାବକୁ ଜନସାଧାରଣଙ୍କ ନିକଟରେ ରଖିବାକୁ ବିଶ୍ୱ ହିନ୍ଦୁ ପରିଷଦକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା...

ଦିନେ ବଢିଲେ ଦିନେ କମୁଛି

ନୂଆଦିଲ୍ଲୀ,୧୭।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ...

ଶିବରାତ୍ରୀ ଅବସରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଲେଖି ଶୁଭେଚ୍ଛା ଜଣାଇଲେ ମୁସଲିମ୍‌ ମହିଳା

ନୂଆଦିଲ୍ଲୀ,୨୧।୨: ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଭିନ୍ନ ଶୈବପୀଠରେ ପଞ୍ଚାକ୍ଷରୀ ମନ୍ତ୍ରରେ ଗୁଞ୍ଜରି ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।...

ଇନଫୋସିସକୁ ଝଟ୍‌କା, ପାଣିରେ ପଡ଼ିଲା ନିବେଶକଙ୍କର ୪୦ ହଜାର କୋଟି…

ମୁମ୍ବାଇ, ୧୮।୪ : ଇନଫୋସିସର ନିବେଶକମାନେ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସୋମବାର ଇନଫୋସିସ ଶେୟାରର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୬.୮୯...

୬ ଡିସେମ୍ବର ପାଇଁ ମଥୁରାରେ ୧୪୪ ଧାରା ଜାରି…

ଲକ୍ଷ୍ନୌ,୫।୧୨: ୍‌ ଡିସେମ୍ବର ୬କୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ମଥୁରାରେ ବିଶେଷ ସତର୍କତା ଅବଲମ୍ବନ କରିଛନ୍ତି। ସ୍ଥାନୀୟ ସଂଗଠନ ଅଖିଳ...

ଦ୍ୱିତୀୟ ଲହର ବେକାବୁ: ହସ୍ପିଟାଲରେ ବେଡ୍‌-ଭେଣ୍ଟିଲେଟର ଅଭାବ

ନୂଆଦିଲ୍ଲୀ,୮।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ଏହା ପୂର୍ବାପେକ୍ଷା ୩ଗୁଣା ଅଧିକ ବେଗରେ ବ୍ୟାପୁଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର...

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ...

ଟେନ୍‌ ଯାତ୍ରାରେ ମାସ୍କ ପିନ୍ଧିବା ପୁଣି ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୫: ରେଳ ଯାତ୍ରାରେ ପୁଣି ଥରେ କରୋନା ପ୍ରୋଟୋକଲ ଫେରିଛି। ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଧବାର ରେଲଓ୍ବେ ପକ୍ଷରୁ ଏକ ବଡ଼...

Advertisement
Archives

Model This Week