ଏତିକି ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନବବଧୂ ପରି ସଜେଇ ହୋଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଉର୍ବଶୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପାରମ୍ପରିକ ଲୁକ୍‌ରେ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ଗୁଜରାଟର ପଟୋଲା ଶାଢି ପିନ୍ଧିଥିବାର ନଜର ଆସିଛନ୍ତି। ଶାଢିରେ ସେ ବହୁତ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଶାଢିର ମୂଲ୍ୟ ୫୮ ଲକ୍ଷ ରହିଛି। ଉର୍ବଶୀ ଏହି ଶାଢି ପିନ୍ଧି ଅଭିନେତା ମନୋଜ କୁମାରଙ୍କ ନାତୁଣୀ ମୁସ୍କାନଙ୍କ ମେହେନ୍ଦୀ ସେରିମନିରେ ଯୋଗ ଦେଇଥିଲେ। ଉର୍ବଶୀ ସାଧାରଣତଃ ଅଧିକ ଦାମ୍‌ର ଡ୍ରେସ୍‌ ପିନ୍ଧି ଅନେକ ସମୟରେ ଚର୍ଚ୍ଚାରେ ଥା’ନ୍ତି। ଏବେ ଉର୍ବଶୀ ଏହି ଶାଢି ପିନ୍ଧା ଫଟୋ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁସି ଖବର ଶୁଣାଇଛନ୍ତି ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହୋଇଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜେ...

ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତିମାଲ ସାରସ୍ବତଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଚିଠି ମାଧ୍ୟମରେ ଏହି ଧମକ ମିଳିଛି।...

ଦୀପିକାଙ୍କ ମନ୍ତ୍ର

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ନିଜ ଭିନ୍ନ ଅନ୍ଦାଜ ପାଇଁ ସବୁେବେଳ ଥାଆନ୍ତି ଚର୍ଚ୍ଚାରେ । ହେଲେ ଏବେ ତାଙ୍କର ଯେଉଁ ଭିଡିଓ ଭାଇରାଲ...

ଭାଇରାଲ ହେଉଛି ହିନାଙ୍କ ଗ୍ଲାମରସ୍ ଫଟୋ

ମୁମ୍ବାଇ: ନାୟିକା ହିନା ଖାଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେଥିପାଇଁ ବୋଧହୁଏ ତାଙ୍କର ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଂସ୍ । ସବୁବେଳେ ହିନା...

ଶାହାରୁଖଙ୍କ ସହ କାମ କରିବେ ତାପସୀ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୨୦୨୧ରେ ତାପସୀଙ୍କର ଦୁଇଟି ଫିଲ୍ମ ହସିନ ଦିଲ୍‌ରୁବା ଏବଂ ରଶ୍ମୀ...

ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଅଟକିଗଲା ସମସ୍ତଙ୍କ ନଜର: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ପ୍ରାଇଡ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରିୟଙ୍କା ଏକ ଧଳା ରଙ୍ଗର...

ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି ଭୂମି

ମୁମ୍ବାଇ: ବଡ ପରଦାରେ ନିଜ ଅଭିନୟର ଜଲୱା ଦେଖାଇ ସାରିଥିବା ଭୂମି ପେଡନେକର ସବୁବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି । ଅନେକ...

ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍‌ଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି...

Advertisement
Archives

Model This Week