୫ ପୋଲିସକୁ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅଭିଯୁକ୍ତ

ସଜନାଗଡ଼,୩୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଜଡ଼ିଦା ପଞ୍ଚାୟତ ଜାମୁଡ଼ିହି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୫ ଜଣ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଅଭିଯୁକ୍ତ। ଏଥିରେ ଏସ୍‌ଆଇ ବିରଞ୍ଚି ସାହୁ ୨ ଜଣ ଏଏସ୍‌ଆଇ ପ୍ରବୋଧ ମଲିକ, ଅନନ୍ତ ମୁର୍ମୁ ଓ ୨ ଅର୍ଜୁ ମାଡ଼ିଙ୍ଗା ଓ ଦୀପକ ପ୍ରଧାନ କନଷ୍ଟେବଲ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୨୧ରେ ଏକ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ ଜାମୁଡ଼ିହି ଗାଁର ପଦ୍ମଲୋଚନ ପାତ୍ରଙ୍କୁ ଗ୍ରାମରଖି ମାଧ୍ୟମରେ କୋର୍ଟରୁ ଆସିଥିବା ସମନ ଥାନା ପକ୍ଷରୁ ପଠାଯାଇଥିଲା। ପଦ୍ମଲୋଚନ ଗ୍ରାମରଖିଙ୍କୁ ଦେଖିବା ପରେ ଯୁକ୍ତତର୍କ କରିଥିଲେ। ଗ୍ରାମରଖି ଥାନାକୁ ଏ ବିଷୟରେ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ନୀଳଗିରି ପୋଲିସ ସଦଳବଳେ ପହଞ୍ଚିଥିଲେ। ପୋଲିସକୁ ଦେଖି ପଦ୍ମଲୋଚନ ସେମାନଙ୍କୁ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଶେଷରେ ପଦ୍ମଲୋଚନଙ୍କୁ ପୋଲିସ କାବୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2027: ଏହି ୬ ଖେଳାଳିଙ୍କୁ ଛାଡ଼ିଲା ପଞ୍ଜାବ, କାହାକୁ ଆଣିଲା ଜାଣନ୍ତୁ..

ନୂଆଦିଲ୍ଲୀ,୧୭।୧୧: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଓ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ଓଓ୍ବେନଙ୍କ ସମେତ ୬ ଖେଳାଳିଙ୍କୁ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ରିଲିଜ୍‌ କରିଛି। ଏମାନଙ୍କ ସହିତ…

ବନ୍ୟାଜଳ ପରିଚାଳନାରେ ଅବହେଳା ଅଭିଯୋଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା

ଭଞ୍ଜନଗର, ୧୭/୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୯ ତାରିଖରେ ଭଞ୍ଜନଗର ଅଞ୍ଚଳରେ ଘଟିଥିବା ଭୟାବହ ବନ୍ୟା ପାଇଁ ବିଭିନ୍ନ ଜଳଭଣ୍ଡାରର ଜଳ ପରିଚାଳନାରେ ଅବହେଳା ଏବଂ…

IPL 2027 trade: ରାଜସ୍ଥାନ ରୟାଲ୍ସରୁ ଖେଳିବେ ଶାମି, ସାମ୍‌ କୁରାନଙ୍କୁ କିଣିଲା…

ନୂଆଦିଲ୍ଲୀ,୧୭ା୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିିଏଲ୍‌) ୨୦୨୭ ସିଜନରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ ଭେଟେରାନ ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ…

ତିକ୍ଷୀରିରେ ବୁଲିଲା ବୁଲଡୋଜର୍: ୧୨୪ ଜବରଦଖଲ ଗୃହ ଉଚ୍ଛେଦ ଅଭିଯାନ

ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ…

ବାତ୍ୟାକୁ ନେଇ ୨ଦିନ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର, ୧୭।୧୧: ଆସୁଛି ବାତ୍ୟା ଅକୱାନ୍ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବାତ୍ୟା । ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି…

କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ଧୁମ୍‌ଧାମ୍‌ରେ ପାଳିତ ହେଲେ ଗୋଷ୍ଠାଷ୍ଟମୀ

ଖଣ୍ଡପଡ଼ା,୧୭ା୧୧(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡା, ଖଳିସାହି, କୋସକା, ଜଗନ୍ନାଥପ୍ରସାଦ, ବେଣାଗାଡିଆ, ସିଧାମୂଳା, ଶାଳଝରିଆ ଆଦି ଅଞ୍ଚଳରେ ମଙ୍ଗଳବାର ଗୋଷ୍ଠାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ ୧୧କୋଟି ଦରମା? ଆଇପିଏଲ ୨୦୨୭ ରେ ମିଳିବ କୋଟି କୋଟି ଟଙ୍କା!

ନୂଆଦିଲ୍‌ଲୀ,୧୭।୧୧: ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୫ ମେଗା ଅକ୍ସନରେ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା। ସେତେବେଳେ ବୈଭବଙ୍କ ବୟସ ୧୪ ବର୍ଷ ଥିଲା,…

VIDEO: CSK ମାଲିକାଣୀଙ୍କ ବଡ଼ ଖୁଲାସା, ଧୋନୀ ହିଁ କହିଥିଲେ ସନ୍ୟାସ ନେବାକୁ, ଆଉ ସେହି ସମୟରେ ସମ୍ଭାଳିପାରିଲାନି…

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମାଲିକାଣୀ ରୁପା ଗୁରୁନାଥ କୁହନ୍ତି ଯେ ଗତ ଶନିବାର, ତିନି ଦିନ ପୂର୍ୱେ ଏମ.ଏସ. ଧୋନୀ, CSK ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?