ସୋନମ ୱାଙ୍ଗଚୁକଙ୍କ ସ୍ତ୍ରୀଙ୍କ ବଡ଼ ଘୋଷଣା: ଆଗକୁ ସାରା ଦେଶରେ ଭୟଙ୍କର ହେବ…
ନୂଆଦିଲ୍ଲୀ,୨୦।୭: ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗ୍ମୋ ଆଜିର ପ୍ରଦର୍ଶନ ଉପରେ କହିଛନ୍ତି ଯେ, କୌଣସି ସଂଘର୍ଷ ସହଜ ହୋଇନଥାଏ। ଏହା ପିଲାମାନଙ୍କର ସାହସ ବଢ଼ାଇବ। ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଏହି ଆନ୍ଦୋଳନ ଆହୁରି ବଡ଼ ହେବ…
CJP ଆନ୍ଦୋଳନ ଭିତରେ ୟୁ-ଟର୍ନ ନେଲେ ସୋନମ ୱାଙ୍ଗଚୁକ: କହିଲେ- ମୁଁ ନିଜର ଅନଶନ…
ନୂଆଦିଲ୍ଲୀ, ୨୦।୭: CJPର ବିରୋଧ ପ୍ରଦର୍ଶନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ଏଥିରେ ସେ ନିଜର ଅନଶନ ଜାରି ରଖିବେ ବୋଲି କହିଛନ୍ତି। ସେ ହସ୍ପିଟାଲରୁ ଏକ ଟିସୁ ପେପରରେ ଅସ୍ପଷ୍ଟ ହସ୍ତାକ୍ଷରରେ ଜନସାଧାରଣଙ୍କୁ ନିବେଦନ…
ସରକାରଙ୍କ ନିଦ ଉଡାଇଲା CJPର ୩ ଦାବି: ମୃତ NEET ପରୀକ୍ଷାର୍ଥୀଙ୍କ ପରିବାରକୁ ମିଳୁ…
ନୂଆଦିଲ୍ଲୀ, ୨୦।୭:‘କକରୋଚ ଜନତା ପାର୍ଟି’ର ପ୍ରଦର୍ଶନ ମଧ୍ୟରେ ସୋମବାର ସିଜେପିର ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ସାକ୍ଷାତ ପରେ ପ୍ରତିନିଧି ଦଳ କହିଛନ୍ତି ଯେ, ଜେପି…
ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…
ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’ (CJP)ର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି।…
ଆନ୍ଦୋଳନକୁ ନେଇ ମୋଦି ସରକାରଙ୍କ ପ୍ରଥମ ପ୍ରତିକ୍ରିୟା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗରେ କହିଲେ…ରାଜନୀତିରେ ଚହଳ
ନୂଆଦିଲ୍ଲୀ,୨୦।୭: ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ବିରୋଧରେ ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ବେଳେ ସୋମବାର ପୋଲିସ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା ଯୁବକମାନଙ୍କୁ ଘଉଡ଼ାଇବା ପାଇଁ ଅଶ୍ରୁଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା। ବିରୋଧ…
ହସ୍ପିଟାଲ ବେଡ୍ରୁ ବଡ଼ ନିଷ୍ପତ୍ତି ନେଲେ ସୋନମ ୱାଙ୍ଗଚୁକ, ଅନୁରୋଧ କରି କହିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ସରକାରୀ ହସ୍ପିଟାଲ ସଫଦରଜଙ୍ଗରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲ ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ନିଜକୁ ଡିସଚାର୍ଜ କରିବା ପାଇଁ ଦାବି କରିଛନ୍ତି, କାରଣ ତାଙ୍କୁ ‘କକରୋଚ ଜନତା…
ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ? ଆନ୍ଦୋଳନ ମଧ୍ୟରେ ଅମିତ ଶାହାଙ୍କୁ…
ନୂଆଦିଲ୍ଲୀ,୨୦।୭: ପେପର ଲିକ୍ ମାମଲାକୁ ନେଇ‘କକରୋଚ ଜନତା ପାର୍ଟି’ (CJP) କ୍ରମାଗତ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛି। ସୋମବାର ସିଜେପି ପକ୍ଷରୁ ସଂସଦ ମାର୍ଚ୍ଚ କରାଯାଇଥିଲା, ଏହି ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା। ଏହି…
ସଂସଦ ନିକଟରେ CJPର ବିକ୍ଷୋଭ: ଅଭିଜିତ ଦିପ୍କେ ଅଟକ, ଜାଣନ୍ତୁ ଆନ୍ଦୋଳନର ୧୦ ବଡ଼ ଖବର
ନୂଆଦିଲ୍ଲୀ,୨୦।୭: ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ଜାରି ରହିଛି। ଏହି ସମୟରେ ସଂସଦ ଭବନର ସୁରକ୍ଷା ବଢ଼ାଇ ଦିଆଯାଇଛି। ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି। କିଛି ପ୍ରଦର୍ଶନକାରୀ ଛାତ୍ରଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତବ୍ୟ ପଥରେ…
କେବେ ଆଉ କେମିତି ଭାଙ୍ଗିବେ ଅନଶନ ସ୍ପଷ୍ଟ କଲେ ସୋନମ ୱାଙ୍ଗଚୁକ , ରଖିଲେ ଏହି ୩ ସର୍ତ୍ତ
ନୂଆଦିଲ୍ଲୀ,୨୦।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କ ଅନଶନ ଶେଷ କରିବାର ଯୋଜନା ଘୋଷଣା କରିଛନ୍ତି। ସୋମବାର (ଜୁଲାଇ ୨୦) ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତିନୋଟି ସର୍ତ୍ତ ଉଲ୍ଲେଖ କରାଯାଇଥିବା ଏକ ଚିଠି ଶେୟାର କରାଯାଇଥିଲା। ୱାଙ୍ଗଚୁକ କହିଛନ୍ତି ଯେ…
ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ
ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼ ସହରରେ ମଶାଲ ଶୋଭାଯାତ୍ରା ହୋଇଥିବାବେଳେ ଇସ୍ତଫା ଦାବି କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
ପ୍ରତ୍ୟେକ ଜୀବନ ମୂଲ୍ୟବାନ….ସଫଦରଜଙ୍ଗ ହସ୍ପିଟାଲରେ ହେବ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା, ହାଇକୋର୍ଟ…
ନୂଆଦିଲ୍ଲୀ,୧୯ା୭: ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି । ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ସ୍ପଷ୍ଟ…
ହସ୍ପିଟାଲରୁ ଦେଶ ପାଇଁ ସୋନମ ୱାଙ୍ଗଚୁକଙ୍କ ବଡ଼ ବାର୍ତ୍ତା: ‘ଜୁଲାଇ୨୦ – ସ୍ବାଧୀନତା ପାଇଁ ଦ୍ୱିତୀୟ ଆନ୍ଦୋଳନ, ଦୟାକରି…’
ନୂଆଦିଲ୍ଲୀ,୧୯ା୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର (୧୮ ଜୁଲାଇ) ଦିଲ୍ଲୀ ପୋଲିସ ତାଙ୍କୁ ପ୍ରତିବାଦ ସ୍ଥଳରୁ ହଟାଇ ଦେଇଥିଲା। ସୂଚନାଯୋଗ୍ୟ ଯେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ସମର୍ଥନ କରି ସୋମବାର (୨୦…

