Tag Archives: PAKISTAN

ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ମାସୁଦ ଆଝାର ପାକିସ୍ତାନରେ…

କୃତଘ୍ନ ତୁର୍କୀ: କେବଳ ବନ୍ଧୁ ଭାବେ ପାକିସ୍ତାନକୁ କରି ନ ଥିଲା ସହାୟତା, ଅସଲ ଉଦ୍ଦେଶ୍ୟ ଭିନ୍ନ

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବାବେଳେ ବିଶ୍ୱର ଦୁଇଟି ଦେଶ ଖୋଲାଖୋଲି ଭାବରେ ଏହି ’ଟେରିରିସ୍ତାନ’ର ସମର୍ଥନରେ ଠିଆ ହୋଇଥିଲେ। ମୁସଲିମ ବହୁଳ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ସାମରିକ…

ଭୟଙ୍କର ପରମାଣୁ ଲିକ୍‌? ଧ୍ୱଂସ ହୋଇଯିବ ପାକିସ୍ତାନ!

ଇସଲାମବାଦ,୧୫।୫: ପାକିସ୍ତାନର ସରଗୋଧା ଅଞ୍ଚଳରେ ଅବସ୍ଥିତ କିରାନା ହିଲ୍ସରେ ଥିବା ପରମାଣୁ ଅସ୍ତ୍ର ଠିକଣାରେ ଉପରେ ଭାରତ ଆକ୍ରମଣ କରି ଏହାକୁ ଧ୍ୱଂସ କରିଛି ବୋଲି ପୂର୍ବତନ ଭାରତୀୟ ବାୟୁସେନା (ଆଇଏଫ) ପାଇଲଟ ଗ୍ରୁପ କ୍ୟାପଟେନ ଏମ୍ଜେ ଅଗଷ୍ଟିନ ଭିନୋଦ (ଅବସରପ୍ରାପ୍ତ)…

ପାକ୍‌ ପରେ ବାଂଲାଦେଶକୁ ମିଳିଲା ୧.୩ ବିଲିୟନ ଡଲାରର ଋଣ, ଆମେରିକାର ବଡ଼ ପ୍ଲାନ!

ଢାକା,୧୫।୫: ଜୁନ ମାସରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ବାଂଲାଦେଶକୁ 1.3 ବିଲିୟନ ଡଲାରର ବେଲଆଉଟ ଦେବାକୁ ଯାଉଛି। ମୁଦ୍ରା ବିନିମୟ ହାରରେ ଉନ୍ନତି ପାଇଁ ସର୍ବସମ୍ମତି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରିମାଣ ବାଂଲାଦେଶକୁ IMFର 4.7…

ଭାରି ପଡ଼ିଲା ପାକିସ୍ତାନ ସହ ବନ୍ଧୁତା! ତୁର୍କୀ ବିରୋଧରେ ଭାରତୀୟଙ୍କ ବଡ଼ ଆକ୍ସନ

ନୂଆଦିଲ୍ଲୀ,୧୪।୫: ଅପରେଶନ ସିନ୍ଦୂର ସମୟରେ, ତୁର୍କୀର ପାକିସ୍ତାନ ପ୍ରତି ପ୍ରେମ ତାଙ୍କ ଉପରେ ପ୍ରଭାବ ପକାଉଥିବା ପରି ମନେ ହେଉଛି। ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବା ପରେ, ଭାରତରେ ତୁର୍କୀ ବୟକଟ ଅଭିଯାନ ଜୋର ଧରିବା ଆରମ୍ଭ କରିଛି ଏବଂ ଏହା…

ଭାରତକୁ ବିଏସଏଫ ଯବାନଙ୍କୁ ଫେରାଇଲା ପାକିସ୍ତାନ, ଓ୍ବାଘା ଅଟାରି ସୀମା ଦେଇ ଫେରିଲେ

ନୂଆଦିଲ୍ଲୀ,୧୪।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍‌ ଉତ୍ତେଜନା ଚାଲିଛି। ଇତିମଧ୍ୟରେ, ବିଏସଏଫ ଯବାନ ପିକେ ଶ’ ସ୍ବଦେଶକୁ ଫେରି ଆସିଛନ୍ତି। ପାକିସ୍ତାନ ତାଙ୍କୁ ଭାରତକୁ ଫେରାଇ ଦେଇଛି। ପିକେ ଶ’ ୨୩ ଏପ୍ରିଲରେ ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ।…

ପାକିସ୍ତାନର ପୋଲ୍‌ ଖୋଲିଦେଲେ ବିଶ୍ୱର ସବୁଠାରୁ ବଡ଼ ସାମରିକ ବିଶେଷଜ୍ଞ: କହିଲେ,ଏହା ଭାରତର ସ୍ପଷ୍ଟ ବିଜୟ…

ସିଡନୀ,୧୪।୫: ଅଷ୍ଟ୍ରେଲିୟ ସାମରିକ ବିଶେଷଜ୍ଞ ଟମ କୁପର୍‌ ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନର ଫମ୍ପା ଏବଂ ମିଥ୍ୟା ଦାବି ଉପରେ ଶେହବାଜ ଶରିଫ ସରକାରଙ୍କୁ ଆଇନା ଦେଖାଇଛନ୍ତି। ସେ ୩-୪ ଦିନ ଧରି ଚାଲିଥିବା ଏହି ଅପରେଶନକୁ ଭାରତର ବିଜୟ ଭାବରେ…

ଭୟଙ୍କର ପରମାଣୁ ପରୀକ୍ଷଣ ଯୋଗୁ ପାକିସ୍ତାନରେ ହେଉଛି ଭୂମିକମ୍ପ! ସାଂଘାତିକ ଖୁଲାସା…

ଇସଲାମବାଦ,୧୩।୫: ନିକଟରେ ପାକିସ୍ତାନରେ ବଡ଼ ବଡ଼ ଭୂକମ୍ପ ହୋଇଛି। ଯେଉଁ କାରଣରୁ ଦେଶରେ ବଡ଼ ବଡ଼ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ କୁହାଯାଉଛି ପାକିସ୍ତାନରେ ସମ୍ପ୍ରତି ଘଟିଥିବା ଭୂମିକମ୍ପଗୁଡ଼ିକ ପରମାଣୁ ପରୀକ୍ଷଣ ଯୋଗୁଁ ହୋଇଛି। କିନ୍ତୁ ଏହାକୁ ନେଇ ଭାରତର ଜାତୀୟ…

ଯୁଦ୍ଧ ବିରତି ହେବନାହିଁ କହିଲା ପାକିସ୍ତାନ! ଏପଟୁ ଭାରତ କହିଲା…

ନୂଆଦିଲ୍ଲୀ, ୧୩।୫: ପାକିସ୍ତାନ ପୁଣି ଥରେ ନିଜର ସ୍ବର ବଦଳାଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ ଭାରତ ସହ ଚାଲିଥିବା ଯୁଦ୍ଧବିରତି ଇନ୍ଦୁସ ଜଳ ଚୁକ୍ତି (ଆଇଡବ୍ଲୁଟି) ସମସ୍ୟା ସମାଧାନ ନହେଲେ ତିଷ୍ଠି ପାରିବ ନାହିଁ। ଏକ…

ନାଁ ନ ନେଇ ଟ୍ରମ୍ପଙ୍କୁ ଶୁଣାଇଦେଲେ ମୋଦି! ଆଗକୁ ଆହୁରି…

ନୂଆଦିଲ୍ଲୀ, ୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି।…

ଆଦମପୁର ଏୟାରବେସରେ S-400 ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଫଟୋ, ପାକିସ୍ତାନକୁ ଭାରତର କଡ଼ା ସନ୍ଦେଶ

ଆଦମପୁର,୧୩।୫: ପଞ୍ଜାବର ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକସ୍ମିକ ଗସ୍ତ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଜବାନମାନଙ୍କୁ ସାଲ୍ୟୁଟ୍ କରୁଥିବା ଏକ ଫଟୋରେ ପଛରେ ଏକ ମିଗ-୨୯ ଯୁଦ୍ଧବିମାନ ଓ ଅକ୍ଷତ…

ପାକିସ୍ତାନ ମିଛର ପର୍ଦ୍ଦାଫାଶ କଲେ ମୋଦି: ଆଦମପୁର ଏୟାରବେସ୍‌ରେ ପହଞ୍ଚି ଦେଲେ ବଡ଼ ବାର୍ତ୍ତା

ନୂଆଦିଲ୍ଲୀ,୧୩।୫: ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚିଛନ୍ତି। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଛନ୍ତି। ସେ ବାୟୁସେନାର ସାହସୀ ସୈନିକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?