ଚମକାଇ ଦେବ ପାକିସ୍ତାନ ଭିକାରୀଙ୍କ ସମ୍ପତ୍ତି ତାଲିକା, ରହିଛି ବହୁତଳ ପ୍ରାସାଦ, ସୁଇମିଂ ପୁଲ, SUV! ଜାଣନ୍ତୁ କେମିତି ଚାଲିଛି ଏହି ବ୍ୟବସାୟ
ଇସଲାମାବାଦ,୧୯।୫: ଆମର ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନଙ୍କୁ ବିଶ୍ୱର ଯେକୌଣସି କୋଣରେ କିମ୍ବା ସାର୍ବଜନୀନ ସ୍ଥାନରେ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିବେ। କିନ୍ତୁ ଏହା ସତ୍ୟ ନୁହେଁ ଯେ ପାକିସ୍ତାନର ସମସ୍ତ ଭିକାରୀ ବାଧ୍ୟବାଧକତାରେ ସେଠାରେ ଭିକ୍ଷା ମାଗୁଛନ୍ତି। ପ୍ରକୃତରେ, ଭିକ୍ଷାବୃତ୍ତି…
ପାକିସ୍ତାନ ଟାର୍ଗେଟ୍ରେ ଥିଲା ସ୍ବର୍ଣ୍ଣ ମନ୍ଦିର: ସବୁ ଯୋଜନା ପଣ୍ଡ, ହେଲା ଚାଞ୍ଚଲ୍ୟକର ଖୁଲାସା
ନୂଆଦିଲ୍ଲୀ,୧୯।୫: ଭାରତ ଅପରେଶନ ସିନ୍ଦୁର ମାଧ୍ୟମରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନଙ୍କୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ତଥାପି ତାର କାର୍ଯ୍ୟକଳାପ ବନ୍ଦ କରି ନ ଥିଲା। ପାକିସ୍ତାନ ୭ ଏବଂ ୮ ମେ ରାତିରେ ଦେଶର ଅନେକ ସହର ଉପରେ…
ଫିଟୁଛି ଗୁମର, ୟୁଟ୍ୟୁବର ଜ୍ୟୋତିଙ୍କର ଚାଇନା ସହ ରହିଛି କି ସମ୍ପର୍କ? ପୋଲିସ କହିଲା…
ନୂଆଦିଲ୍ଲୀ,୧୯।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହିସାର ପୋଲିସ କହିଛି ଯେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ତାଙ୍କୁ ଭାରତ ବିରୁଦ୍ଧରେ ପ୍ରସ୍ତୁତ କରୁଥିଲା ଯାହା ଦ୍ୱାରା ତାଙ୍କୁ ସଠିକ ସମୟରେ ବ୍ୟବହାର…
୫୦୦-୧୦୦୦ ନୁହେଁ ପାକିସ୍ତାନରେ ଅଛନ୍ତି ୨୪ କୋଟି ଆତଙ୍କବାଦୀ, ଖାନ ସାରଙ୍କ ବୟାନକୁ ନେଇ ପାକିସ୍ତାନ ଚିନ୍ତାରେ!
ନୂଆଦିଲ୍ଲୀ,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୁର ଉପରେ ଖାନ ସାର୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଥିଲେ ଯେ ଆମେ ପାକିସ୍ତାନଠାରୁ ଉନ୍ନତି ଆଶା କରୁଛୁ, କିନ୍ତୁ ଏହା ସମ୍ଭବ…
ପୁଣି ହେବ ଯୁଦ୍ଧ! ପାକିସ୍ତାନ କହିଲା ନଇଁବ ନାହିଁ ଯେ କୌଣସି ସୀମା ପର୍ଯ୍ୟନ୍ତ ଯିବାକୁ …
ଇସଲାମାବାଦ,୧୯।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ସଂଘର୍ଷ ପରେ, ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ISPR) ନିର୍ଦ୍ଦେଶକ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ପୁଣି ଥରେ ବିଷ ଓଗାଳିଛନ୍ତି। ଆନାଡୋଲୁ ଏଜେନ୍ସି ଏବଂ ପିଟିଭି…
ରାତିଅଧରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଥିଲା ଭାରତ, ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ, ଏବେ ମାନିଲେ…
ଇସ୍ଲାମାବାଦ,୧୮ା୫: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ନୁର୍ ଖାନ୍ ଏୟାରବେସ୍ ଓ ଅନ୍ୟ କେତେକ ସ୍ଥାନରେ ଭାରତ ଆକ୍ରମଣ କରିଥିବା ଏହାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ସ୍ବୀକାର କରିଛନ୍ତି। ଭାରତର ଏହି ଆକ୍ରମଣ ସମ୍ପର୍କରେ ପାକ୍ ସେନାମୁଖ୍ୟ ଜେନେରାଲ ଅସିମ…
ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ
ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ବି ହେଉଛି। କୁହାଯାଉଛି ଭାରତ କୁଆଡେ ନକଲି ଲଢୁଆ ବିମାନ…
ପ୍ରଥମଥର ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ପଶି ମାରିଲେ ସେନା, କାହିଁକି ଏମିତି କହିଲେ ଶାହା
ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର (୧୭ ମଇ, ୨୦୨୫) ଗୁଜରାଟରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦଘାଟନ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ। ଲୋକଙ୍କୁ…
ଏଥର ତୁର୍କୀକୁ ଲାଗିବ ଜବରଦସ୍ତ ଝଟକା! ବଡ଼ ଆକ୍ସନ ନେଲା ଭାରତ
ନୂଆଦିଲ୍ଲୀ,୧୭।୫: ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରୁଥିବା ତୁର୍କୀକୁ ବହୁତ ମୂଲ୍ୟ ଦେବାକୁ ପଡୁଛି ବୋଲି ମନେ ହେଉଛି। ଗୋଟିଏ ପଟେ ଦେଶବାସୀଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି। ସେହି ସମୟରେ, ମୋଦି ସରକାର କୂଟନୈତିକ ସ୍ତରରେ ରେସେପ…
ହମାସ ଷ୍ଟାଇଲରେ ମିଛ ପ୍ରଚାର କରୁଛି ପାକିସ୍ତାନ, ପୋଲ୍ ଖୋଲିଲେ ଆମେରିକା ଲେଖକ
ଓ୍ବାଶିଂଟନ,୧୭।୫: ଅପରେଶନ ସିନ୍ଦୁର ପରେ, ଗୋଟିଏ ପଟେ ପାକିସ୍ତାନ ଯୁଦ୍ଧବିରତି କଥା କହୁଥିବା ବେଳେ, ଅନ୍ୟପଟେ ଏହା ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକ ନୂତନ ମୋର୍ଚ୍ଚା ଖୋଲିଛି, ଯାହା ସୂଚନା ଯୁଦ୍ଧ ବା ଇନଫରମେଶନ ଓ୍ବାର। ପାକିସ୍ତାନ ଦାବି…
ୟୁନୁସ-ବାଲାଂଦେଶୀ ପ୍ରକୃତ ମୁସଲମାନ ନୁହନ୍ତି! କାହିଁକି ସେମାନଙ୍କୁ ଧର୍ମାନ୍ତରିତ କହୁଛି ପାକିସ୍ତାନ…
ଢାକା,୧୭।୫: ଆଜିକାଲି ଇସଲାମିକ୍ ଭାଇଚାରା ନାମରେ, ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ପାକିସ୍ତାନ ସହିତ ହାତ ମିଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ପଶ୍ଚିମ ପାକିସ୍ତାନର ମୁସଲମାନମାନେ ପୂର୍ବ ପାକିସ୍ତାନ(ବାଂଲାଦେଶ)ର ମୁସଲମାନମାନଙ୍କୁ କେବେବି ପ୍ରକୃତ ମୁସଲମାନ ବୋଲି ଭାବନ୍ତି ନାହିଁ। ତାଙ୍କୁ ଧର୍ମାନ୍ତରିତ…
କୁକୁର ସହ ପାକିସ୍ତାନକୁ ତୁଳନା କଲେ ଓଓ୍ବାଇସି କହିଲେ, ‘ଏମାନଙ୍କ ଲାଞ୍ଜ ସିଧା କରନ୍ତୁ …’
ନୂଆଦିଲ୍ଲୀ,୧୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଆକ୍ରମଣ ଏପରି ଭାବରେ ଡିଜାଇନ କରାଯାଇଥିଲା ଯେ ଏହା ଭାରତରେ ସାମ୍ପ୍ରଦାୟିକ ହିଂସାକୁ ଉସକାଇ ପାରିବ। ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ…

