ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…
ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି ଏକ ଦୁଃଖଦ ଘଟଣାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ…
ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର, ଆଜି ମିଳିଲା କ୍ଷତାକ୍ତ ମୃତଦେହ, ଡାହାଣ ହାତକୁ ସମ୍ପୂର୍ଣ୍ଣ ଗିଳି…
କଳିଙ୍ଗନଗର,୧୭ା୧୦(ଶୁଭାଶିଷ ରାଉତ): ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ। ଶୁକ୍ରବାର ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ତେବେ ଆଜି କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଡାହାଣ ହାତଟି ସମ୍ପୂର୍ଣ୍ଣ ରୂପେ ଖାଇଦେଇଛି ନରହନ୍ତା କୁମ୍ଭୀର। ଘଟଣାସ୍ଥଳରୁ ଦେଢ଼ କିଲୋମିଟର…
ଘରୁ ଟାଙ୍ଗିଆ ଧରି ବାହାରି ଯାଇଥିଲେ କିକିରା, ନାଳରୁ ମିଳିଲା ମୃତଦେହ
ତୁମୁଡ଼ିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଭଣ୍ଡାରଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ବାରାବଣ ଗ୍ରାମର ଗୁଦୁଗୁଦା ନାଳର ବାଦୀମୁଣ୍ଡା ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ପୂର୍ବାହ୍ନରେ ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାସ୍କାଗୁଡ଼ା…
ଗାଁ ଦାଣ୍ଡରେ ବସିଥିବାବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା କାର୍, ଆଉ ତା’ ପରେ…
ଧର୍ମଶାଳା,୨୫ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତର ଦରକୁଣ୍ଡି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ କାର୍ ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବୃଦ୍ଧ ଜଣକ ହେଲେ…
ଟ୍ରେନ୍ ଲାଇନ୍ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍, ଚାଲିଗଲା ଜୀବନ
ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି ଲରା ଟ୍ରେନ୍ଲାଇନରେ ରବିବାର ପୂର୍ବାହ୍ନରେ ଯାଉଥିବା ସମୟରେ ଏକ ଖାଲି ଟ୍ରେନ୍ ତାଙ୍କୁ…
ବୃଦ୍ଧଙ୍କୁ ଚାପିଦେଲା କାର୍, କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ପାଇକମାଳ,୭ା୯(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ…

