ଆମ ଶତ୍ରୁଦେଶ ସହ ଆମେରିକା କରିବ ସମରଭ୍ୟାସ, ଭାରତକୁ ବିପଦ?
ଢାକା,୨୪।୫: ବାଂଲାଦେଶର ସେଣ୍ଟ ମାର୍ଟିନ ଦ୍ୱୀପ ପୁନର୍ବାର ଚର୍ଚ୍ଚାରେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରର ପତନରେ ଏହି ଦ୍ୱୀପ ଏକ ପ୍ରମୁଖ କାରଣ ଥିଲା ବୋଲି ଅଭିଯୋଗ ହୋଇଥିଲା। ଏବେ ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଜୁନ ୨୦୨୫ରେ କକ୍ସବଜାର…
ସହଜରେ ପାକିସ୍ତାନକୁ ଛାଡ଼ିବନି ଭାରତ, FATFର ଓ୍ବାଚ୍ ଲିଷ୍ଟରେ ରଖିବା ପାଇଁ ଦେବ ବଳିଷ୍ଠ ପ୍ରମାଣ
ନୂଆଦିଲ୍ଲୀ,୨୩।୫: ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଏକ ଧ୍ୱସ୍ତ କରିଥିଲା ଭାରତ। ଏବେ ପୁଣି ନିଜର କବଜାକୁ ଆହୁରି କଠୋର କରିବାକୁ ଯାଉଛି। ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (FATF)ର ପରବର୍ତ୍ତୀ ବୈଠକରେ ପାକିସ୍ତାନକୁ ପୁଣି ଥରେ…
ପଲଟିଗଲା ତାଲିବାନ! ହାତ ମିଳାଇ କଲା ବଡ଼ ଘୋଷଣା…
କାବୁଲ/ବେଜିଂ,୨୩।୫: ଆଫଗାନିସ୍ତାନର ତାଲିବାନ ସରକାର ଚାଇନାକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କୌଣସି ଶକ୍ତିକୁ ଆଫଗାନ ଭୂମି ବ୍ୟବହାର କରି ଚାଇନା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବାକୁ ଅନୁମତି ଦେବେ ନାହିଁ। ଆଫଗାନିସ୍ତାନର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତ୍ତାକି…
ସତ ମାନିଲା IMF! ଭାରତର ବିରୋଧ ସତ୍ତ୍ୱେ ପାକିସ୍ତାନକୁ କାହିଁକି ଦେଇଥିଲା ୧ ବିଲିୟନ ଡଲାରର ଋଣ…
ନୂଆଦିଲ୍ଲୀ,୨୩।୫: ପହଲଗାମ ଆକ୍ରମଣର ଜବାବ ଦେଇ ଭାରତ ପାକିସ୍ତାନ ଉପରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ…
ଖୋଲିଲା ପାକିସ୍ତାନ ମିଛ ଦାବିର ବଡ଼ ଗୁମର, ସାଂସଦ କହିଲେ-ଭାରତରୁ ବୋମା କି ଲୋକ ପାକିସ୍ତାନ ଆକ୍ରମଣ ପାଇଁ ଆସୁନାହାଁନ୍ତି
ଇସଲାମାବାଦ,୨୩।୫: ଭାରତର ‘ଅପରେଶନ ସିନ୍ଦୂର’ ପରେ ପାକିସ୍ତାନ ସାଂସଦ ଉମର ଫାରୁକ ଦେଶର ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଉପରେ ସାର୍ବଜନୀନ ଭାବରେ ବର୍ଷିଛନ୍ତି। ସେ ବେଲୁଚିସ୍ତାନ ସମ୍ପର୍କରେ ତାଙ୍କ ସରକାରର ପର୍ଦ୍ଦାଫାସ ମଧ୍ୟ କରିଥିଲେ। ସେ କହିଥିଲେ ଯେ ଭାରତରୁ…
ପାକିସ୍ତାନକୁ ପୁଣିଥରେ ବଡ଼ ଝଟକା ଦେଲା ଭାରତ, ନଷ୍ଟ ହେଲା ୫ ପୋଲିସ ପୋଷ୍ଟ ସହ ଗୋଟିଏ ଆତଙ୍କବାଦୀ ଲଞ୍ଚପ୍ୟାଡ
ନୂଆଦିଲ୍ଲୀ,୨୨।୫: ସୀମା ସୁରକ୍ଷା ବାହିନୀ (BSF) ଏକ ଅପରେଶନରେ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ ଏବଂ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ ଧ୍ୱଂସ କରିଛି। ବୁଧବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଏବଂ…
୧୮,୨୦୦ ହେକ୍ଟର ଜଙ୍ଗଲ ହରାଇଛି ଭାରତ
ନୂଆଦିଲ୍ଲୀ, ୨୨।୫ (ପି.ଟି.): ୨୦୨୪ରେ ଭାରତ ୧୮,୨୦୦ ହେକ୍ଟରର ପ୍ରାକୃତିକ ଜଙ୍ଗଲ ହରାଇଛି। ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍ ଏବଂ ୟୁନିଭର୍ସିଟି ଅଫ୍ ମେରିଲାଣ୍ଡ ପକ୍ଷରୁ ଏ ସମ୍ପର୍କିତ କରାଯାଇଥିବା ଏକ ଅଧ୍ୟୟନର ରିପୋର୍ଟକୁ ବୁଧବାର ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ୨୦୨୩ରେ…
ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…
ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ ଓ…
ତୁର୍କୀକୁ ମହଙ୍ଗା ପଡ଼ିଲା ପଙ୍ଗା ନେବା! ଭାରତର ଗୋଟିଏ ନିଷ୍ପତ୍ତିରେ ବରବାଦ ହେଲେ ଏର୍ଦୋଗନଙ୍କ ଝିଅ, ୨୫୦୦କୋଟି ସ୍ବାହା
ନୂଆଦିଲ୍ଲୀ/ଅଙ୍କାରା,୨୧।୫: ସେଲେବି ତୁର୍କୀର ଏକ ପ୍ରମୁଖ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ଯାହା ବର୍ଷ ବର୍ଷ ଧରି ଭାରତରେ ସେବା ଯୋଗାଇ ଆସୁଛି, ଏବେ ଏହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କମ୍ପାନୀର ସେବା…
ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା
ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା…
ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ
ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ ବାଂଲାଦେଶ…
ପାକିସ୍ତାନର ନ୍ୟୁକ୍ଲିୟର ସିଲ୍ଡକୁ ନଷ୍ଟ କରିଛି ଭାରତ? ଚମକାଇ ଦେବ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ,୨୦।୫: ‘ଅପରେଶନ ସିନ୍ଦୂର’ କେବଳ ଭାରତର ରଣନୈତିକ କ୍ଷମତାକୁ ପ୍ରଦର୍ଶନ କରିନଥିଲା ବରଂ ବିଶ୍ୱ ସ୍ତରରେ ଦେଶର ପ୍ରତିଛବିକୁ ମଧ୍ୟ ମଜବୁତ କରିଥିଲା। ‘IANS Matter’ ଦ୍ୱାରା କରାଯାଇଥିବା ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ୭୩ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି…

