Tag Archives: India

ICC World Cup 2023: ଭାରତ ବିପକ୍ଷରେ ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଜାଣନ୍ତୁ ଭାରତର ପ୍ଲେଇଂ ଇଲେଭେନ

ଲକ୍ଷ୍ନୌ,୨୯।୧୦: ଆଇସିସି ଦିନିକିଆ ବିଶ୍ୱକପର ଏକ ହାଇଭୋଲ୍ଟେଜେ ମ୍ୟାଚରେ ରବିବାର ଭାରତ-ଇଂଲଣ୍ଡ ଉତ୍ତର ପ୍ରଦେଶର ଏକନା ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି। ଇଂଲଣ୍ଡ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି। ଚଳିତ ବିଶ୍ୱକପରେ ସମସ୍ତ ପାଞ୍ଚ ମ୍ୟାଚରେ ଭାରତ…

ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ହେଲା ସ୍ପଷ୍ଟ

ଜାତିସଂଘ,୨୮।୧୦: ଗାଜାରେ ଯୁଦ୍ଧବିରାମ ଆଣିବା ପାଇଁ ଜାତିସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନ ମିଳିଥିବାବେଳେ ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇ ନାହାନ୍ତି। ଇସ୍ରାଏଲ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ…

ଦେଶରେ ଶସ୍ତା ହେବ ସାବୁନ୍, ଡିଟରଜେଣ୍ଟ, କପଡା କ୍ଲିନର୍, ବଡି ୱାଶ୍ ଭଳି ଦ୍ରବ୍ୟ, ଯୋଜନା ପ୍ରସ୍ତୁତ କରିଛି ଏହି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ,୨୭/୧୦: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଦାମ୍ ହ୍ରାସ ପାଇବାକୁ ଯାଉଛି। ହିନ୍ଦୁସ୍ତାନ ୟୂନିଲିଭର ପ୍ୟାରେଣ୍ଟ କମ୍ପାନୀ ୟୂନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନୀ ଘୋଷଣା…

ଜାଣନ୍ତି ଭାରତ ଇଣ୍ଡୋନେସିଆର ନାଁ ସମାନ କାହିଁକିି

ଅନେକ ଦେଶ ବିଷୟରେ ଅନେକ କଥା ରହିଥାଏ। ଯାହାକୁ ବହୁତ କମ୍‌ ଲୋକ ଜାଣିଥାନ୍ତି। ଯେମିତିକି ଇଣ୍ଡୋନେସିଆ ଏବଂ ଆମ ଦେଶ ଭାରତର ନାମ ଏକା ପ୍ରକାର। ଉଚ୍ଚାରଣଠାରୁ ବନାନ ପର୍ଯ୍ୟନ୍ତ ସବୁକିଛି ପ୍ରାୟ ସମାନ। ମାତ୍ର ଏହା ଦୁଇଟି ଅଲଗା…

ଆମେରିକା ରାଷ୍ଟ୍ରପତି କହିଲେ ଇସ୍ରାଏଲ-ହମାସ ଯୁଦ୍ଧର କାରଣ, ରହିଛି ଭାରତର ଲିଙ୍କ୍

ନୂଆଦିଲ୍ଲୀ,୨୬/୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୦ ଦିନରେ ପହଞ୍ଚିଛି। ଗୁରୁବାର ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ନିକଟରେ ‘ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ…

୨୦୩୦ ସୁଦ୍ଧା ଜାପାନକୁ ଅତିକ୍ରମ କରି ଭାରତ ହେବ ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୪/୧୦: ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ। ଏହାପରେ ଭାରତ ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବା…

ଇସ୍ରାଏଲ-ହମାସ ଲଢେଇ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ଗାଜାର ଲୋକମାନଙ୍କ ପାଇଁ ମାନବୀୟ ସହାୟତା ପଠାଇଛି। ହମାସ ଉପରେ ଇସ୍ରାଏଲର ଜବାବି ଆକ୍ରମଣ ପରେ ଗାଜାର ଲୋକମାନେ ବର୍ତ୍ତମାନ ସମୟରେ ବଡ ସଂକଟରେ ବସବାସ କରୁଛନ୍ତି। ଏହି…

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଆହତ ପରେ ଇଶାନ କିଶନ ମଧ୍ୟ ପଡ଼ିଲେ ସମସ୍ୟାରେ! କିପରି ଭାରତ ଅଟକାଇବ ନ୍ୟୁଜିଲ୍ୟାଣ୍ଡର ବିଜୟ ରଥ ?

ଧର୍ମଶାଳା, ୨୨/୧୦: ରବିବାର (୨୨ ଅକ୍ଟୋବର) ଭାରତୀୟ ଦଳ ଦିନିକିଆ ବିଶ୍ୱକପରେ ଏହାର ପଞ୍ଚମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ…

ଭାରତ ସହ ବିବାଦ ମଧ୍ୟରେ କାନାଡ଼ାର ବଡ଼ ନିଷ୍ପତ୍ତି, ବନ୍ଦ କଲା…

ଓଟ୍ଟାଓ୍ବା,୨୧।୧୦: ଭାରତ ଏବଂ କାନାଡ଼ା ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏବେ କାନାଡ଼ା ସରକାର ଆଉ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ କାନାଡା ଏହାର ଭିସା ଏବଂ କାଉନ୍‌ସିଲର ଆକ୍ସେସ୍‌କୁ…

‘ଯେପରି ଭାରତ କଲା, ୪୦-୫୦ ବର୍ଷରେ କୌଣସି ଦେଶ ଏପରି କରି ନାହାନ୍ତି’, ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ଏପରି କହିଲା କାନାଡ଼ା

ନୂଆଦିଲ୍ଲୀ,୨୦ା୧୦: କୂଟନୈତିକ ବିବାଦ ମଧ୍ୟରେ କେନ୍ଦ୍ର ସରକାର ଦେଶ ଛାଡିବାକୁ ଚରମାଵାଣୀ ଦେବା ପରେ କାନାଡ଼ା ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି। କାନାଡ଼ାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲୀ ଗୁରୁବାର ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

ପଶ୍ଚିମ ଏସିଆରେ ବଢୁଥିବା ବିବାଦ ମଧ୍ୟରେ ବୃଦ୍ଧି ପାଇଲା ଅଶୋଧିତ ତୈଳ ଦର, ୯୩ ଡଲାରରେ ପହଞ୍ଚିଲା ପ୍ରତି ବ୍ୟାରେଲ

ନୂଆଦିଲ୍ଲୀ ୧୮।୧୦: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୀଷଣ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ବଢୁଥିବା ବିବାଦକୁ ନଜରରେ ରଖି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ୩.୩୬ ପ୍ରତିଶତ ବୃଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?