Tag Archives: India

ଜାଣନ୍ତି କି…ଜାତି ଜନଗଣନା ଦ୍ୱାରା କ’ଣ କ’ଣ ବଦଳିଯିବ? କାହିଁକି ଆବଶ୍ୟକ?ବିରୋଧରେ କରାଯାଏ…

ନୂଆଦିଲ୍ଲୀ,୫।୬: ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ…

Operation Sindoorର ୫ ମିନିଟ୍‌ ପରେ ପାକିସ୍ତାନକୁ ଫୋନ୍‌ କରିଥିଲା ଭାରତ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩।୬: ଭାରତର ଅପରେଶନ ସିନ୍ଦୂର ବିଷୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଅନିଲ ଚୌହାନ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତ, ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା। ଆକ୍ରମଣ ପରେ…

ପରବର୍ତ୍ତୀ ଯୁଦ୍ଧ କିପରି ହେବ CDS ଦେଲେ ଚମ୍‌କାଇବା ଭଳି ଜବାବ: ପାକିସ୍ତାନ ଥରହର

ନୂଆଦିଲ୍ଲୀ,୨।୬: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଅନିଲ ଚୌହାନ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂର ଏକ ‘କଣ୍ଟାକ୍ଟ ଲେସ’ ଯୁଦ୍ଧ ଥିଲା। ଏହି ସମୟ ମଧ୍ୟରେ ସେନା ମଧ୍ୟରେ କୌଣସି ସମ୍ପର୍କ ନ ଥିଲା, ତଥାପି କାର୍ଯ୍ୟାନୁଷ୍ଠାନ…

ଭାରତକୁ ଦୟାର ଭିକ ମାଗିବେ ଶହବାଜ-ମୁନିର? ପାକିସ୍ତାନରେ ହାହାକାର, ମୁଣ୍ଡରେ ଝୁଲୁଛି…

ଇସଲାମାବାଦ,୨।୬: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା, ଯାହା ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ପାକିସ୍ତାନ ଚଳିତ ବର୍ଷ ଖରିଫ (ଗ୍ରୀଷ୍ମ ଫସଲ) ଋତୁରେ ଗମ୍ଭୀର ଜଳ ସଙ୍କଟକୁ ନେଇ…

ଭାରତକୁ ଧମକ ଦେଲେ ମୁନିର: ଆମେ କେବେ ନଇଁବୁ ନାହିଁ, ଦରକାର ପଡ଼ିଲେ…

ଇସଲାମାବାଦ୍‌,୩୧।୫: ସିନ୍ଦୂର ଅପରେଶନ ପରେ ମଧ୍ୟ ପାକିସ୍ତାନ ନିଜର ପଥ ବଦଳାଇବାକୁ ପ୍ରସ୍ତୁତ ନୁହେଁ। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଭାରତକୁ ଅନେକ ଥର ଧମକ ଦେଇଛନ୍ତି। ଏବେ ସେ ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ମୁନିର…

କେବଳ ଭାରତ ବିରୋଧରେ ନୁହେଁ, ଏହି କାମ ପାଇଁ ପାକିସ୍ତାନକୁ ହାତରେ ରଖିଛି ଚାଇନା!

ନୂଆଦିଲ୍ଲୀ, ୩୦।୫: ପୂର୍ବତନ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଚାଇନାର ପାକିସ୍ତାନ ସହ ଦୀର୍ଘକାଳୀନ ରଣନୀତି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଚୀନର ଏହି ସଂପର୍କ କେବଳ ଭାରତକୁ ମୁକାବିଲା କରିବା ପାଇଁ ନୁହେଁ, ବରଂ ଏହା…

ବିଳିବିଳଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ହଠାତ୍‌ ଅସୀମ ମୁନିରଙ୍କୁ ବୈଠକ ମଝିରେ ଠିଆ କରାଇ କହିଲେ…

ଇସଲାମାବାଦ୍‌,୨୯।୫: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଛି। ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଦେଶ ଗସ୍ତରେ ଯାଇଛନ୍ତି। ସେ ଯେଉଁଠିକୁ ଯାଉଛନ୍ତି ସେଠାରେ କହୁଛନ୍ତି ଯେ, ପାକିସ୍ତାନ ଭାରତକୁ କଡ଼ା ଜବାବ ଦେଇଛି। କେବଳ…

ପାକିସ୍ତାନକୁ ଲାଗିବ ଜୋରଦାର ଝଟକା, ବହୁ ମୁସଲମାନ ଦେଶରେ ଭାରତକୁ….

ନୂଆଦିଲ୍ଲୀ,୨୮।୫: ଏବେ ଭାରତ ଇସଲାମିକ ବିଶ୍ୱରେ ରାଜତ୍ୱ କରୁଛି। ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ସଞ୍ଜୟ ଝାଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ବୁଧବାର (୨୮ ମଇ, ୨୦୨୫) ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଥିଲା। ସେମାନେ ଏଠାରେ ପହଞ୍ଚିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାଯ୍ୟ ଲୋଡ଼ିଲେ ପାକିସ୍ତାନୀ ନେତା: କହିଲେ…ଦୟାକରି ବଞ୍ଚାନ୍ତୁ

ଇସଲାମାବାଦ୍‌,୨୮।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ ପାକିସ୍ତାନ ମଧ୍ୟ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ଏହି ସମୟରେ,…

ପଡ଼ୋଶୀ ଦେଶର ଦୁଃଖ ବୁଝିଲା ଭାରତ, ପୁଣିଥରେ ବଢାଇଲା ସହଯୋଗର ହାତ

ନୂଆଦିଲ୍ଲୀ,୨୬।୫: ଲୁଣ ମଣିଷ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟରୁ ଗୋଟିଏ। ଭାରତରେ, ମହାତ୍ମା ଗାନ୍ଧୀ ଲୁଣ ପାଇଁ ଏକ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଥିଲେ। ଏବେ ଭାରତର ପଡ଼ୋଶୀ ଦେଶରେ ଲୁଣକୁ ନେଇ ସଙ୍କଟ ଦେଖାଦେଇଛି। ଚାରିପାଖରେ ଭାରତ ମହାସାଗର…

ବିଶ୍ୱରେ ଚହଳ! ଭାରତ ପାଲଟିଲା ଚତୁର୍ଥ ବୃହତ୍ତମ ଅର୍ଥନୀତି

ନୂଆଦିଲ୍ଲୀ,୨୫।୫: ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଏବେ ଆକଳନ କରାଯାଉଛି ଯେ ଆଗାମୀ ୩୦ ରୁ ୩୬ ମାସ ମଧ୍ୟରେ ଭାରତ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ପାଲଟିବ।…

ଭାରତ କି ଆମେରିକା ନୁହେଁ, ଏହି ଦେଶରେ ରହିଛି ସ୍ପିଡ୍‌ ଇଣ୍ଟରନେଟ୍‌ ସେବା, ଜାଣନ୍ତୁ ତାଲିକାରେ ଅଛି କି ପାକିସ୍ତାନ…

ଆଜିର ଡିଜିଟାଲ ଯୁଗରେ ସ୍ପିଡ୍‌ ନେଟ୍‌ଓ୍ବର୍କ ଥିବା ଦେଶ ପ୍ରଯୁକ୍ତିବିଦ୍ୟା ପ୍ରଗତିର ମାପକାଠି ପାଲଟିଛି। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ଆମେରିକା କିମ୍ବା ଭାରତ ଭଳି ବଡ଼ ଦେଶରେ ନିଶ୍ଚିତ ଭାବରେ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରୁଛନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?