Tag Archives: India

ମହାକାଶରେ ପହଞ୍ଚିବାପରେ ପ୍ରଥମଥର ଭିଡିଓ କଲ୍‌ କଲେ ଶୁଭାଂଶୁ: କହିଲେ, ପିଲାଙ୍କ ଭଳି ଚାଲିବା ଶିଖିବି

ନୂଆଦିଲ୍ଲୀ,୨୬।୬: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

SCO ସମ୍ମିଳନୀରେ ଏମିତି କ’ଣ ଘଟିଲା, ରାଗିଗଲା ଭାରତ: ଘୋଷଣାପତ୍ରରେ କଲାନି ଦସ୍ତଖତ

ବେଜିଂ,୨୬।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବର୍ତ୍ତମାନ SCOର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ପାଇଁ ଚାଇନାର କ୍ୱିଂଡାଓ ସହରରେ ଅଛନ୍ତି। ସେ SCO ଘୋଷଣାପତ୍ରରେ ସ୍ବାକ୍ଷର କରିବାକୁ ମନା କରିଦେଇଛନ୍ତି। ସୂତ୍ର ଅନୁସାରେ, ପ୍ରତିରକ୍ଷା ମନ୍ତ୍ରୀ SCO ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତକୁ ଜୋରଦାର ଝଟ୍‌କା, ସୀମାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୦।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭାରତକୁ ବଡ଼ ଝଟ୍‌କା ଦେଇଛି। ଏହି ଯୁଦ୍ଧ ଭାରତର ଚାଉଳ ରପ୍ତାନିକାରୀଙ୍କୁ ପ୍ରଭାବିତ କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଇରାନ ଦେଇ ଯାଉଥିବା ଚାଉଳ ରପ୍ତାନି ବନ୍ଦ…

ସରକାରଙ୍କ ବଡ ନିଷ୍ପତ୍ତି: ଇରାନ ପରେ ଇସ୍ରାଏଲରୁ ଭାରତୀୟଙ୍କୁ କରିବେ ଉଦ୍ଧାର

ନୂଆଦିଲ୍ଲୀ,୧୯।୬: ବୈଦେଶିକ ମନ୍ତ୍ରଣାଳୟ (ଏମଇଏ) ଗୁରୁବାର ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ପରେ ଉତ୍ତେଜନା ବୃଦ୍ଧି ପାଇବାରୁ ‘ଅପରେସନ ସିନ୍ଧୁ’ ଅଧୀନରେ ଇସ୍ରାଏଲରୁ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ଘୋଷଣା କରିଛି। ଏକ ବିବୃତିରେ, ଏମଇଏ…

ମୋଦି-କାର୍ନିଙ୍କ ମଧ୍ୟରେ ଐତିହାସିକ ଡିଲ୍‌: ଏବେ ଟେନ୍‌ସନ୍‌ରେ ଖଲିସ୍ତାନୀ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୂତନ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ କାନାଡାର କାନାନାସ୍କିସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀରେ ହୋଇଥିଲା। ଏହି ସମୟରେ ଉଭୟ ନେତା ରାଜଧାନୀରେ ଉଚ୍ଚାୟୁକ୍ତଙ୍କ ପୁନରୁଦ୍ଧାର ଉପରେ ସହମତ…

ଏଇ ଭାରତରେ

ପେସାରେ ଡାକ୍ତର, କିନ୍ତୁ ସେ ରହୁଥିବା ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର କଲୋନିକୁ ବର୍ଜ୍ୟମୁକ୍ତ କରିପାରିଛନ୍ତି। ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡା. ରୁବି ମାଖିଜା। ସେହି କଲୋନିରେ ୨୮୦ ପରିବାର ରହୁଛନ୍ତି। ସେମାନେ ଘର ସାମ୍ନାରେ ବର୍ଜ୍ୟବସ୍ତୁ ଠୁଳକରି…

ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଲେ ଭାରତକୁ ଲାଭ ହେବ ନା କ୍ଷତି? ଜଣାପଡିଲା…

ନୂଆଦିଲ୍ଲୀ,୧୭।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶେୟାର ବଜାରରେ ଉତ୍ଥାନ-ପତନ ଦେଖାଯାଉଛି। ଏହା ସହିତ ଅଶୋଧିତ ତୈଳର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ହେଉଛି। ଯଦି ଏହି ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଶୀଘ୍ର ସାଧାରଣ…

ବ୍ରହ୍ମୋସ ଭୟରେ ଏବେ ବି ଥରୁଛି ପାକିସ୍ତାନ: ଭାରତର ବନ୍ଧୁକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୧୦।୬: ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲା। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ସମୟରେ ଏହାର ଅନେକ ବାୟୁସେନା ଘାଟି ନଷ୍ଟ ହୋଇଯାଇଥିଲା। ପାକିସ୍ତାନ ଏପର୍ଯ୍ୟନ୍ତ ଏହାକୁ ଭୁଲିନାହିଁ। ଏବେ ସେ ସାହାଯ୍ୟ ପାଇଁ ପର ଦୁଆର ଠକ…

ପାକିସ୍ତାନର ସିକ୍ରେଟ୍‌ ଖୋଲିବାକୁ ୧୦ କୋଟିର ଡିଲ୍‌ କଲା ଭାରତ: ମୁହଁ ଦେଖାଇପାରିବେ ନାହିଁ ଶେହବାଜ

ନୂଆଦିଲ୍ଲୀ,୯।୬:ଅପରେଶନ ସିନ୍ଦୂର ପରେ ଭାରତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୧୦ କୋଟି ଟଙ୍କା ମୂଲ୍ୟରେ ୩ଟି ହାଇ-ଟେକ ସ୍ପାଏ ପ୍ଲେନ କିଣିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଏକ ପ୍ରସ୍ତାବ ଆଣିବାକୁ ଯାଉଛି।…

ଏଇ ଭାରତରେ

ସ୍ବାର୍ଥ ପାଇଁ ବେଳେବେଳେ ରକ୍ତସମ୍ପର୍କୀୟମାନେ ବି ବିଶ୍ୱାସଘାତକତା କରିବାକୁ ପଛାନ୍ତି ନାହିଁ। ହେଲେ ବିଶ୍ୱସ୍ତ ପ୍ରାଣୀ କୁକୁର କିନ୍ତୁ ଆବଶ୍ୟକସ୍ଥଳେ ମାଲିକର ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଠିକ୍‌ ଏମିତି ଏକ ଉଦାହରଣ…

‘ଚାଇନାକୁ ଏତେ ହାଲୁକା ଭାବରେ ନିଆଯାଇ ନ ପାରେ’, ‘ଡ୍ରାଗନ’କୁ ନେଇ ବଡ଼ ବୟାନ ଦେଲେ ଥରୁର

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ଏମପି ଶଶି ଥରୁର ଆମେରିକାରେ ଚାଇନା ବିଷୟରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ-ପାକିସ୍ତାନ ମୁହାଁମୁହିଁରେ ଚାଇନା ଏକ କାରଣ ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ସେ କହିଛନ୍ତି…

ଭାରତ ସହ କଥା ହେବାକୁ କାହିଁକି ବ୍ୟାକୁଳ ହେଲାଣି ପାକିସ୍ତାନ? ମାଗିଲା ଟ୍ରମ୍ପଙ୍କ ସାହାଯ୍ୟ

ଇସଲାମାବାଦ,୫।୬: ସାରା ବିଶ୍ୱ ଜାଣେ ଯେ ପାକିସ୍ତାନର ଅର୍ଥନୀତି ଭିକ୍ଷା ମାଗିବାରେ ଚାଲିଥାଏ। କିନ୍ତୁ ପାକିସ୍ତାନର ଭିକ୍ଷା ମାଗିବାର ଏପରି ଅଭ୍ୟାସ ଯେ ତାହା ଶେଷ ହୁଏ ନାହିଁ। କେତେବେଳେ ଟଙ୍କା ପାଇଁ, କେତେବେଳେ ସମ୍ବଳ ପାଇଁ ଏବଂ କେତେବେଳେ ଖାଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?