ଓଡ଼ିଆ ଭାଷାର ଭବିଷ୍ୟତ
ଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ! ଏହି ଉକ୍ତିଟିକୁ ଅନୁଶୀଳନକଲେ ମାତୃଭାଷାର ଗୁରୁତ୍ୱ ବିଷୟରେ ଚିନ୍ତାକରିବାକୁ ପ୍ରତ୍ୟେକ ସଚେତନ ବ୍ୟକ୍ତି କିଛି ସମୟ ପାଇଁ ବାଧ୍ୟ ହୁଅନ୍ତି। ସାମ୍ପ୍ରତିକ ସମୟରେ ଭାଷା ବ୍ୟକ୍ତିର ଚିନ୍ତାକରିବା ଏବଂ…
ଶିକ୍ଷା ପାଣ୍ଠି
ମାର୍ଚ୍ଚ ୧୦ ତାରିଖରେ ଲୋକ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର ଡିଏମ୍କେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (ଏନ୍ଇପି) ଓ ପିଏମ୍ଶ୍ରୀ ଯୋଜନାକୁ ଅଗ୍ରାହ୍ୟ କରି ପିଲାମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛନ୍ତି। ତେବେ ତାମିଲନାଡୁ…
ଛାତ୍ରନେତ୍ରୀରୁ ମୁଖ୍ୟମନ୍ତ୍ରୀ
ତ୍ର ଜୀବନରେ ରାଜନୀତି କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କମ୍ ବାସ୍ତବ ରାଜନୀତିର ଶୀର୍ଷରେ ପହଞ୍ଚତ୍ଥାଆନ୍ତି। ପୁଣି ଯିଏ କ୍ଷମତା ରାଜନୀତିରେ ତିଷ୍ଠି ଯାଆନ୍ତି ଓ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରନ୍ତି, ସେମାନେ ଅନ୍ୟମାନଙ୍କ ସକାଶେ ଉଦାହରଣ ପାଲଟିବା ସହ…
ଆଚାର, ବିଚାର, ସଂସାର
ଗତ ବର୍ଷ ଡିସେମ୍ବର ମଧ୍ୟଭାଗରେ ଗଣମାଧ୍ୟମରେ ଚର୍ଚ୍ଚିତ ଦୁଇଟି ଲୋମହର୍ଷଣକାରୀ ଘଟଣା ଏମିତି ଥିଲା ଯେ, ଯାହା ବାଧ୍ୟ କରିଥିଲା ସାଂସାରିକ ଜୀବନକୁ ନେଇ କିଛି ଲେଖିବାକୁ। ପ୍ରଥମ ଘଟଣାଟି ଇସ୍ପାତ ନଗରୀ ରାଉରକେଲାର। ବିବାହର ବର୍ଷଟିଏ ବି ଯାଇନାହିଁ ସାତମାସର…
ତଥ୍ୟ ଅପେକ୍ଷାରେ
କେନ୍ଦ୍ର ସରକାର କହନ୍ତି, ଭାରତର ଜନଗଣନା ହେଉଛି ବିଭିନ୍ନ ପରିସଂଖ୍ୟାନ ତଥ୍ୟର ସବୁଠୁ ବଡ଼ ଉତ୍ସ। ଏହି ତଥ୍ୟ ଭାରତୀୟଙ୍କ ବିଭିନ୍ନ ବିଶେଷତା ଉପରେ ଆଧାରିତ। ୧୩୦ ବର୍ଷରୁ ଊର୍ଦ୍ଧ୍ୱ ଇତିହାସ ଥିବା ଏହି ଭରସାଯୋଗ୍ୟ ଜନଗଣନା ପ୍ରତି ୧୦ ବର୍ଷରେ…
ବ୍ୟବସାୟରେ ଧର୍ମ
ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ…
ସଦ୍ଗୁରୁ ଓ ସତ୍ନାମ
ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ – ଏଇ ଆଶାରେ ନିଶ୍ଚିନ୍ତ ହୋଇ ବସିଯାଉ। ଏହାଠାରୁ ବଡ଼ ଭୁଲ୍ ଆଉ କିଛି…
ବିଷମୁକ୍ତ ହେବ କି ଭାତହାଣ୍ଡି
ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ। ତେବେ ଯବେ ସାର, ବିଷର ଦୁନିଆ ନ ଥିଲା,…
ଟ୍ରମ୍ପ୍ ଓ କପ୍ ସମ୍ମିଳନୀ
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା ସ୍ପଷ୍ଟ ଯେ, ଜଳବାୟୁ ପରିବର୍ତ୍ତନ ଏକ ପ୍ରତାରଣା ବୋଲି ଟ୍ରମ୍ପ୍ ବିଶ୍ୱାସ କରନ୍ତି ଏବଂ…
ଆଲୋକ ପ୍ରଦୂଷଣ
ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ ଜାଳି ଆଲୋକ ପାଇଲା। ଗୁମ୍ଫା ମୁହଁରେ ନିଆଁ ଜାଳି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା ପାଇଲା।…
କେହି ନୁହେଁ କାହାର
ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ ହୋଇ ଯେତେବେଳେ ନୂଆ ସରକାର ଆସନ୍ତି ସେମାନେ ପୁରୁଣା ସରକାରଙ୍କର ଅନେକ ବ୍ୟବସ୍ଥାକୁ ବଦଳାଇ…
ଉବର ଚୁକ୍ତି
ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ ଆଗକୁ ବଢ଼ୁଛି। ପ୍ରଯୁକ୍ତି ବିକାଶ ସେନାକୁ ସଶକ୍ତ ଓ ଦକ୍ଷ କରୁଥିଲେ ମଧ୍ୟ ଅନ୍ଲାଇନରେ…
Archives


