ଏଇ ଭାରତରେ
କୋଲକାତାର ପିଣ୍ଟୁ ପୋହାନ୍ ପାନ ଦୋକାନ କରି ପରିବାର ପ୍ରତିପୋଷଣ ସହ ବହି ଲେଖା ଜାରି ରଖିଛନ୍ତି। ଏବେସୁଦ୍ଧା ସେ ୧୨ଟି ବହି ଲେଖିସାରିଲେଣି। ସବୁ ବହି ବେଙ୍ଗଲୀ ଭାଷାରେ ଲେଖିଛନ୍ତି। ସେ ପାନ ବିକିବା ସହ କମ୍ପ୍ୟୁଟର କ୍ଲାସ ଓ…
ମଣିଷସଂଖ୍ୟା କମୁଛି
ମନେପଡୁଛି ପିଲାବେଳର କଥା। ବହିପତ୍ର କିଣିବାଠାରୁ ଆରମ୍ଭ କରି କୌଣସି ବଡ଼ ଧରଣର ବଜାର କାମରେ ବା ଅଫିସ କାମରେ ବ୍ରହ୍ମପୁର ଯିବାକୁ ପଡ଼େ। ସେଥିପାଇଁ ଭଡ଼ା ସାଇକେଲ ଆମ୍ଭମାନଙ୍କ ଭଳି ଗ୍ରାମୀଣ ଦୂରିଆ ଲୋକଙ୍କର ଏକମାତ୍ର ନିର୍ଭରଯୋଗ୍ୟ ସାହାରା ଥିଲା।…
ମହାପ୍ରଭୁ: ଆଶୀର୍ବାଦ କରନ୍ତୁ
ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ଓଡ଼ିଆ ଜାତିର ଇଷ୍ଟ ତଥା ଅଗଣିତ ସନାତନୀ ବିଶ୍ୱାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ କଳାଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସୁନାବେଶ-ଅଧରପଣା ପରେ ନୀଳାଦ୍ରିବିଜେ କରିବେ। ମହାପ୍ରଭୁଙ୍କ ମହାଲୀଳାରେ ସାମିଲ…
ନୂଆ ମୁହଁ, ନୂଆ ପ୍ରକ୍ରିୟା
ଭାରତର ଗୁପ୍ତଚର ଢାଞ୍ଚାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଉଛି। ପରାଗ ଜୈନଙ୍କୁ ର’ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ନିକଟରେ ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦର ତଥାକଥିତ ସହଯୋଗୀଙ୍କୁ ଇରାନ ହତ୍ୟା କରିବା ସହ ଅନେକଙ୍କୁ ଅଟକ ରଖିଛି। ଏହାକୁ ନେଇ ଭାରତ…
ବୟସରେ ପୂର୍ଣ୍ଣଚ୍ଛେଦ
‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଲୋକପ୍ରିୟତା ହାସଲ କରିବାଠାରୁ ଆରମ୍ଭ କରି ସଲମାନ ଖାନ୍ଙ୍କ ‘ମୁଝ୍ସେ ଶାଦି କରୋଗୀ’ ଚଳଚ୍ଚିତ୍ରରେ ଅଭିନୟ ସହ ରିଅଲଟି ଶୋ’ ବିଗ୍ବସ୍-୧୩ରେ ସାମିଲ ହୋଇଥିବା ଅଭିନେତ୍ରୀ ଶେଫାଳି ଜରିଓ୍ବାଲାଙ୍କର ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ…
ଏଇ ଭାରତରେ
ପ୍ଲାଷ୍ଟିକ ବର୍ଜ୍ୟ ପରିବେଶ ପ୍ରଦୂଷଣର ବଡ଼ କାରଣ ପାଲଟିଛି। ଏଣୁ ପ୍ଲାଷ୍ଟିକ ପ୍ରଦୂଷଣ ଦୂର କରିବା ଲାଗି ବିଭିନ୍ନ ବର୍ଜ୍ୟରୁ ଏହାର ବିକଳ୍ପ ସାମଗ୍ରୀ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ହାଇଦ୍ରାବାଦର ରେହା କୋଠାରି ଓ ରିଶିକା ରେଡ୍ଡୀ। ଏହି ଦୁଇ…
ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧରେ ବିରଳ ଧାତୁ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ଶାସନ ଭାର ଗ୍ରହଣ କରିବା ପରେ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଛି। ଏହି ଦୁଇ ଦେଶ ହେଉଛନ୍ତି ପୃଥିବୀର ଦୁଇ ବୃହତ୍ ଆର୍ଥିକ ଶକ୍ତିଶାଳୀ ରାଷ୍ଟ୍ର।…
ଗଣତନ୍ତ୍ର ସରକାର ଓ ଏହାର ସ୍ବରୂପ
ଯେଉଁଠାରେ ରାଷ୍ଟ୍ର ବା ରାଜ୍ୟର ଶାସନ ଅଳ୍ପ ବ୍ୟକ୍ତିଙ୍କ ହାତରେ ନ୍ୟସ୍ତ ଥାଏ ଏବଂ ସେମାନେ ଶାସନ ପରିଚାଳନା କରିଥାଆନ୍ତି, ତାହାକୁ ଆଭିଜାତତନ୍ତ୍ର କୁହାଯାଏ । ଶାସନ କ୍ଷମତା ବହୁ ସଂଖ୍ୟକ ବ୍ୟକ୍ତିଙ୍କ ହାତରେ ରହିଲେ ତାହାକୁ ଜନତନ୍ତ୍ର କୁହାଯାଏ। ରାଜତନ୍ତ୍ର,…
ଦୁଇ ଦକ୍ଷ ଅଧିକାରୀ
ପ୍ରଥମଥର ପାଇଁ ଫେବୃଆରୀରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ)ଦୁଇ ଜଣ ପୂର୍ଣ୍ଣକାଳୀନ ପ୍ରମୁଖ ସଚିବଙ୍କୁ ନେଇ ଚାଲିଆସୁଛି। ସେହି ଦୁଇ ଜଣ ହେଉଛନ୍ତି ପି. କେ. ମିଶ୍ର ଓ ଶକ୍ତିକାନ୍ତ ଦାସ । ଏଭଳି ବ୍ୟବସ୍ଥା ମୋଦିଙ୍କ ତୃତୀୟ ପାଳିରେ ଶୀଘ୍ର କାମ କରିବା,…
ନିଟ୍ ପାଇଁ ହତ୍ୟା
ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ କୋଚିଂ ସେଣ୍ଟରର ହବ୍ ପାଲଟିଥିବା ରାଜସ୍ଥାନର କୋଟା…
ଇଲେକ୍ଟ୍ରିକ୍ ଏୟାରକ୍ରାଫ୍ଟ
ମହାକାଶରେ ପ୍ରଯୁକ୍ତି ଦୌଡ଼ ଶୀର୍ଷରେ ପହଞ୍ଚତ୍ଛି। ଯାତ୍ରୀ ଓ ପଣ୍ୟବାହୀ ବିମାନ, ଜେଟ୍, ଯୁଦ୍ଧବିମାନ, କୃତ୍ରିମ ଉପଗ୍ରହ ଓ ରକେଟ୍ ପ୍ରେରଣ ଆଦି ସବୁଥିରେ ପ୍ରତିଯୋଗିତା ଚାଲିଛି। ଏସବୁରେ ଜୀବାଶ୍ମ ଓ ରାସାୟନିକ ଇନ୍ଧନ ବ୍ୟବହାର ହେଉଥିବାରୁ ବାୟୁ ପ୍ରଦୂଷଣ ହେଉଛି।…
ଏଇ ଭାରତରେ
କେରଳର କାନ୍ନାପୁରମ୍ ଗାଁ ଆମ୍ବ ଉତ୍ପାଦନରେ ନାଁ କରିଛି। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। କାନ୍ନାପୁରମ୍ରେ ଥିଲା ଏକ ୨୦୦ ବର୍ଷର ଭେଲାଥାନ କିସମ ଆମ୍ବ ଗଛ । ଏହା ଅତ୍ୟନ୍ତ ସ୍ବାଦିଷ୍ଟ। କୌଣସି ପରିସ୍ଥିତିରେ ଜମି ମାଲିକ…
Archives


