ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍ଅପ୍, ଆଉ ତା’ ପରେ…
ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍ଅପ୍ ଗାଡ଼ି ଜଣେ ଓକିଲଙ୍କ ସ୍କୁଟିକୁ ଧକ୍କା ଦେବା ପରେ ଘୋଷାଡ଼ି ନେଇଛି। ଏହି ଦୁର୍ଘଟଣାରେ ଓକିଲ କୃଷ୍ଣ…
ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ
ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ କାର ଏକ କାରଖାନାରୁ ବାହାରୁଥିବା ଏକ ଡମ୍ପର ଟ୍ରକ…
ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’
କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’ ଦୁର୍ଘଟଣାକୁ ଡାକୁଛି ବୋଲି ଅଭିଯୋଗ ହୋଇଛି। ବଡ଼ବଡ଼ ଭାରୀଯାନଗୁଡ଼ିକ ବିପଦପୂର୍ଣ୍ଣ ଭାବେ ୟୁ-ଟର୍ନ…
ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୬ ମୃତ ଆଶଙ୍କା
ମୁମ୍ବାଇ,୨୫।୫: ବିଳମ୍ବିତ ରାତିରେ, ମହାରାଷ୍ଟ୍ରର ଧୂଲେ ତାଲୁକାର ଲାଲିଙ୍ଗ ଘାଟରେ ମୁମ୍ବାଇ-ଆଗ୍ରା ରାଜପଥରେ ତିନୋଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ, ଏକ ଡମ୍ପର ଏକ ଟ୍ରକ ଉପରେ ଓଲଟି ପଡ଼ିଥିଲା, ଏବଂ ପରେ, ପଛରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ…
ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ
ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ…
ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍’
ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର ସୁରେନ୍ଦ୍ର ମହାନନ୍ଦ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ବୁର୍ଲା ଭୀମ୍ସାରେ…
ବାହାଘର ଭୋଜିରୁ ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ହାଇଓ୍ବା ଧକ୍କା, ଚାଲିଗଲା ୫ ଜୀବନ
ଧର୍ମଶାଳା,୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ସହିତ ହାଇଓ୍ବା ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ ଗୁରୁତର ରହିଛନ୍ତି।…
ରାସ୍ତାରେ ଶୋଇଥିବା ଷଣ୍ଢପଲ ଉପରେ ମାଡ଼ିଗଲା ହାଇଓ୍ବା, ତାତିଲେ ଲୋକେ, ଗାଡ଼ିରେ ଲଗାଇଦେଲେ ନିଆଁ
ଚାନ୍ଦବାଲି,୪ା୫(ଅଶୋକ ପଣ୍ଡା): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକ ନିକଟରେ ଶୋଇଥିବା ୮ ଷଣ୍ଢଙ୍କ ଉପରେ ମାଡ଼ିଗଲା ହାଇଓ୍ବା। ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏପରି ଘଟିଛି। ସୂଚନାନୁଯାୟୀ, ଭଦ୍ରକରୁ ଏକ ମାଲ୍ ବୋଝେଇ ହାଇଓ୍ବା ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ଚାନ୍ଦବାଲି…
ବାଇକକୁ ଧକ୍କା ଦେଲା ପିକଅପ, ଦୁର୍ଘଟଣାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ
ଭବାନୀପାଟଣା/ଜୁନାଗଡ଼,୨୭।୪(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡିପଦର ଛକରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଜଣା ପିକଅପ ଧକ୍କାରେ ମାମୁ, ଭଣଜାଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଜୁନାଗଡ଼ ବ୍ଲକ…
ବସ୍କୁ ଓଭରଟେକ୍ କରିବା ସମୟରେ ଦୁର୍ଘଟଣା, ରାସ୍ତାକଡ଼କୁ ଖସି ପଡ଼ିବାରୁ…
ବାଲିଗୁଡ଼ା,୨୬ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଘରୋଇ ଯାତ୍ରୀବାହୀ ବସ୍ ସହ ଏକ କାର୍ର ମୁହାଁମୁହିଁ ଧକ୍କା ହୋଇ ରାସ୍ତାକଡ଼କୁ ଖସିପଡ଼ିଛି ବସ୍। ଅଳ୍ପକେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ବସ୍ରେ ଥିବା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ…
ରାସ୍ତାରେ ଆସୁଆସୁ ହଠାତ୍ ଓଲଟି ପଡ଼ିଲା ମେଲୋଡ଼ି ଗାଡ଼ି, ଭିତରେ ଥିଲେ ୩୦ କଳାକାର
ବଲାଙ୍ଗୀର/ସଇଁତଳା,୨୬ା୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ରବିବାର ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୬ କନ୍ଧକେଲ ଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ମେଲୋଡ଼ି ଗାଡ଼ି ରାସ୍ତାରେ ଆସୁଥିବା ବେଳେ କୌଣସି କାରଣରୁ ହଠାତ୍ ରାସ୍ତା ଉପରେ…
ନିଜ ବାହାଘର ପାଇଁ ଗୁଆ ଦେବାକୁ ଯାଉଥିଲେ ଯୁବକ, ବାଟରେ ପିଟିଦେଲା ବସ୍, ଆଉ ତା’ ପରେ…
ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ନିକଟରେ ଗୁରୁବାର ସକାଳେ ଏକ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆଉ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକ ଦ୍ୱୟ ଭଞ୍ଜନଗର…

