ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତ୍ରୀ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ପ୍ରତିଦିନ ଏହି ଘଟଣା ନୂଆ ମୋଡ ମଧ୍ୟ ନେଉଛି। ଉଭୟ ଇଡି ଓ ସିବିଆଇ ଏହି ଘଟଣାର ତଦନ୍ତ ଚଳାଇଛନ୍ତି। ଘଟଣା ଉପରୁ ଖୁବ୍‌ଶୀଘ୍ର ପରଦା ଉଠିବ ବୋଲି ଆଶା କରାଯାଉଛି। ତେବେ ଏହି ସମୟରେ ଅଭିିନେତ୍ରୀ ସ୍ବରା ଭାସ୍ମର ରିୟାଙ୍କୁ ସମର୍ଥନ କରୁଛନ୍ତି। ରିୟାଙ୍କୁ ସମର୍ଥନ କରି ସେ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ରିୟାଙ୍କୁ ମିଡିଆର ଶିକାର ହେବାକୁ ପଡ଼ୁଛି। ମୁଁ ଆଶା କରୁଛି ମାନ୍ୟବର ସୁପ୍ରିମକୋର୍ଟ ଏଥିପ୍ରତି ଧ୍ୟାନଦେବେ। ଭୁଲ ଖବର ବାହାର କରୁଥିବା ଅବା କାହାଣୀ ବନାଉଥିବା ଲୋକଙ୍କ ଉପରେ କଟକଣା ଲଗାଇବେ ବୋଲି ସେ ଟୁଇଟ୍‌ରେ ଲେଖିଛନ୍ତି’।
କିଛି ଦିନ ପୂର୍ବେ ଅଭିନେତା ଆୟୁଷ୍ମାନ ଖୁରାନା ରିୟାଙ୍କୁ ସମର୍ଥନ କରିବାରୁ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥିଲା। ସେ ରିୟାଙ୍କ ଏକ ପୋଷ୍ଟରେ ହାର୍ଟ ଏବଂ ବ୍ରୋକେନ ହାର୍ଟର ଇମୋଜି ଶେୟାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖିଲାଡି ହିରୋଙ୍କ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’କୁ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଛନ୍ତି। କାରଣ ଫିଲ୍ମରେ ଅକ୍ଷୟ ଏକ ଭିନ୍ନ ଶୈଳୀରେ ଜନର...

ସୋସିଆଲ ମିଡିଆରେ ଶ୍ୱେତା ଶେୟାର କଲେ ଝିଅ ପଲକଙ୍କ ଫଟୋ, ଲେଖିଲେ ଏମିତି କିଛି…

ମୁମ୍ବାଇ: ‘ଖତ୍‌ରୋଁ କେ ଖିଲାଡି -୧୧’ର ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ଏହି ଅଭିନେତ୍ରୀ ଝିଅ ପଲକଙ୍କ ଫଟୋ ସୋସିଆଲ...

ସୋନୁ ସୁଦଙ୍କୁ ମିଳିଲା ଭଗବାନଙ୍କ ମାନ୍ୟତା

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିଚାଲିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ...

ଖୁବ୍‌ ଡର ଥିଲା ପବ୍ଲିକ୍‌କୁ

ଜୟ ମା’ ଲକ୍ଷ୍ମୀ’ ସିରିୟଲରୁ ‘ସୁନ୍ଦରଗଡ଼ର ସଲ୍‌ମାନ ଖାଁ’ ପର୍ଯ୍ୟନ୍ତ। ପୁଣି ‘ଚୁମ୍ବକ’ ଓ୍ବେବ ସିରିଜ୍‌ରେ କିସିଂ ସିନ୍‌ ଦେଇ ଚର୍ଚ୍ଚାକୁ ଆସିଥିବା ଗ୍ଲାମର୍ସ ହିରୋଇନ୍‌...

ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ...

ଅକ୍ଷୟ କୁମାରଙ୍କ ସିକ୍ୟୁଏଲ ଫିଲ୍ମରେ ନଜର ଆସିପାରନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଏବେ ଅଭିନୟ ପାଇଁ ଅଛନ୍ତି ଚର୍ଚ୍ଚାରେ। ନିକଟରେ କାର୍ତ୍ତିକ ଓ ସାରା ଅଲି ଖାଁଙ୍କ ଅପ୍‌ କମିଙ୍ଗ ଫିଲ୍ମର...

ଆଜି ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଗୁରୁବାର ରିଲିଜ୍‌ ହେବ। ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍‌ ଅଭିନେତା ବିବେକ...

ତିନି ନମ୍ବର ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ରେଣୁକା

ମୁମ୍ବାଇ: ବଲିଉଡ୍ ମୁଭି ‘ହମ୍ ଆପକେ ହୈ କୌନ’ରେ ସଲମାନ ଖାଁଙ୍କ ଭାଉଜ ଭୂମିକାରେ ନଜର ଆସିଥିବା ରେଣୁକା ସାହାଣେ ଦର୍ଶକଙ୍କ ନିକଟରେ ବେଶ୍ ପରିଚିତ...

Advertisement
Archives

Model This Week