ସନ୍ନି ଦେଓଲଙ୍କୁ ୱାଇ କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ଦେଖି ଭାରତୀୟ ଜନତା ପାର୍ଟି(ଭଜାପା) ଏମ୍‌ପି ତଥା ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ଏବେ ତାଙ୍କୁ ୱାଇ କାଟାଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି । ସନ୍ନିଙ୍କ ସୂରକ୍ଷା ପାଇଁ ଏବେ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ । ଏମାନଙ୍କ ମଧ୍ୟରେ ୨ କାମଣ୍ଡୋ ରହିବେ । ସନ୍ନି ଗୁରଦାସପୁରର ଏମ୍‌ପି ରହିଛନ୍ତି । ସୂଚନାଯୋଗ୍ୟ, ସନ୍ନି କୃଷକ ଆନ୍ଦୋଳନକୁ ନେଇ ଏକ ଟୁଇଟ୍ କରିଥିଲେ । ସେ କହିଥିଲେ କୃଷକ ଓ ସରକାରଙ୍କ ଏହା ବ୍ୟକ୍ତିଗତ ମାମଲା ହେଲେ କେତେକ ଲୋକ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି । ମୁଁ ଓ ମୋ ଦଳ କୃଷକଙ୍କ ସହ ରହିଛୁ ଓ ସବୁବେଳେ ରହିବୁ । ଆମ ସରକାର ସବୁବେଳେ କୃଷକଙ୍କ ସହ କଥା ହେବାକୁ ରାଜି ଓ ଏହାର ସମାଧାନ ମଧ୍ୟ ବାହାର କରିନେବେ । ସନ୍ନିଙ୍କର ଏହି ଟୁଇଟ୍ ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜନ ସଂରକ୍ଷଣକୁ ନେଇ ସଚେତନ କରିବାକୁ ଅଣ୍ଟା ଭିଡିଛନ୍ତି ବଲିଉଡ୍‌ କଳାକାର

ମୁମ୍ବାଇ: ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜନସଂଖ୍ୟା ବୃଦ୍ଧି ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏପରିସ୍ଥଳରେ ଜଳ ସଂରକ୍ଷଣର ମହତ୍ତ୍ୱ ନ...

‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’

ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର...

ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ...

ଦିନକରେ ୨ ଆତଙ୍କବାଦୀ ଆକ୍ରମଣ: ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨।୬: ଜମ୍ମୁ-କଶ୍ମୀରରେ ଗତ କିଛି ଦିନରୁ ଲଗାତର ଭାବେ ଟାର୍ଗେଟ କିଲିଂ ଜାରି ରହିଛି। ଆତଙ୍କବାଦୀମାନେ ସାଧାରଣ ନାଗରିକ ଓ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି।...

ବଲିଉଡ୍‌ର ସିଙ୍ଗଲ୍‌ ମଦର୍‌

ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ପିଲାମାନଙ୍କୁ ଏକାକୀ ମା’ ଭାବରେ ବଞ୍ଚାଇବା ଏତେ ସହଜ ନୁହେଁ। ବଲିଉଡ୍‌ରେ ଅନେକ ସେଲିବ୍ରିଟି ଅଛନ୍ତି,...

୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ

ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ...

୨୦ ମିନିଟ ବନ୍ଦ ରହିଲା ବାଲାଜୀ ମନ୍ଦିର

ହାଇଦ୍ରାବାଦ,୨ା୧୨: ତେଲଙ୍ଗାନାର ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସ୍ବରୂପ ଚିଲ୍‌କୁର ବାଲାଜୀ ମନ୍ଦିରର ପୂଜକମାନେ ଭକ୍ତମାନଙ୍କ ଲାଗି...

ଜନ୍ମଦିନରେ ପ୍ରଶଂସକଙ୍କୁ ଚକିତ କଲେ ଅନୁପମ

ବଲିଉଡ୍‌ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୪ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାରାଂଶ’ରୁ ବଲିଉଡ କ୍ୟାରିୟର...

Advertisement
Archives

Model This Week