ଆସିନି ଭିସେରା ରିପୋର୍ଟ: ସୁଶାନ୍ତଙ୍କୁ ବିଷ ଦେବା ପରେ ପଙ୍ଖାରେ ଝୁଲାଇ ଦିଆଯାଇଛି କି?

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଭାଜପା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ଭିନ୍ନ ଏକ ପ୍ରଶ୍ନ ପଚାରିଛନ୍ତି। ସୁଶାନ୍ତଙ୍କୁ ପ୍ରଥମେ ବିଷ ଦିଆଯିବା ପରେ ରଶି ଲଗାଯାଇଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ଟୁଇଟ୍‌ କରି ସେ କହିଛନ୍ତି, କପର ହସ୍ପିଟାଲର ଡାକ୍ତରମାନେ ଏଯାବତ ଭିସେରା ରିପୋର୍ଟ ଦେଇନାହାନ୍ତି। ତେବେ କ’ଣ ତାଙ୍କୁ ପ୍ରଥମେ ବିଷ ଦିଆଯାଇଛି ଏବଂ ପରେ ତାଙ୍କୁ ଫାଶିରେ ଝୁଲାଇଦିଆଯାଇଛି କି? ପୂର୍ବରୁ ମଧ୍ୟ ସୁବ୍ରମଣ୍ୟମ ମୋଦିଙ୍କୁ ପତ୍ର ଲେଖି ଚର୍ଚ୍ଚାକୁ ଆସିଥିଲେ। ସେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ହେଉ ବୋଲି ସେ ଦାବି କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡ୍‌ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍‌

ବଲିଉଡ୍‌ କଳାକାର ଇରଫାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍‌ର ହିଟ୍‌ ଯୋଡି ଜିନତ୍‌...

ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌, କରନ୍‌ ଜୋହର କିଣିଲେ ରାଇଟ୍ସ

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍‌ କରାଯାଇଛି। ଏହା...

କାଳ୍ପନିକ ଦୁନିଆ

ଗାନ୍ଧୀବାଦ ଆଜିି ପଥ ଭ୍ରଷ୍ଟ। ଏହାକୁ କେତେକେ ଅପବ୍ୟବହାର କରୁଛନ୍ତି। ଗାନ୍ଧୀବାଦ ଆଜି ଦୋଛକିରେ ଠିଆ ହୋଇଛି। ଏପରି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ନାଟକ ‘କାଳ୍ପନିକ...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ,୬।୮: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ କ୍ଷମା ମାଗିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। କରୋନା ମହାମାରୀରେ ପୀଡ଼ିତ ଥିବା ଅମିତାଭ ଶେଷରେ ସୁସ୍ଥ...

କ୍ୱାରାଣ୍ଟାଇନ୍‌ରେ ନ ରହି କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଦିଲ୍ଲୀ ଏବଂ ମୁମ୍ବାଇରେ ରହିବା ପରେ ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା...

ଏକଦା ଅନ୍ୟ ଘରେ କାମ କରି ପେଟ ପୋଷୁଥିଲେ: ପରେ ହେଲେ ସୁପରଷ୍ଟାର, ଗିନିଜ୍‌ ବୁକ୍‌ରେ ପାଇଲେ ସ୍ଥାନ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କୌଣସି ନା କୌଣସି କାମକୁ ନେଇ ଅନ୍ୟଠାରୁ ଭିନ୍ନ। ଏମିତି ଜଣେ କଳାକାର ହେଲେ...

ମନ୍ଦିର-ମସ୍‌ଜିଦ୍‌-ଚର୍ଚ୍ଚ ଫଟୋ ଛାଡ଼ି ନୂଆବର୍ଷର ଅଭିନନ୍ଦନ ଜଣାଇଲେ ସାରା

ପୁରୁଣା ବର୍ଷକୁ ବିଦାୟ ଦେଇ ପାଦ ଥାପିଛି ନୂଆବର୍ଷ। ନୂଆବର୍ଷ ପାଳନ ନେଇ ସବୁଆଡେ ଉତ୍ସବ ଓ ଉଦ୍ଦୀପନାର ପରିବେଶ। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *