ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମହାମାରୀ କରୋନା କଟକଣାକୁ ନେଇ ଥିବା କଟକଣାକୁ କୋହଳ କରାଯାଉଛି। ଏହି କ୍ରମରେ ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି ମିଳିପାରିବ ବୋଲି ସୂଚନା ମିଳିଛି। ତେବେ ୨୫ ତାରିଖ ପାଇଁ ଏହି ଅନୁମତି ଦିଆଯାଇଛି। ହେଲେ ଏହାପୂର୍ବରୁ ସମ୍ପୃକ୍ତ ଚର୍ଚ୍ଚକୁ ଆବେଦନ କରିବାକୁ ହେବ। କେତେସଂଖ୍ୟକ ଅତିଥି ଏକାଠି ହେବେ ଦର୍ଶାଇବା ଅନୁମତି ମିଳିବ ବୋଲି ମଧ୍ୟ ସୂଚନା ମିଳିଛି।