ସୋନମ-ଆନନ୍ଦଙ୍କ ଘରକୁ ଆସିଲା କୁନି ଅତିଥି

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଫ୍ୟାଶନ୍‌ ଡିଭା ତଥା ଅଭିନେତ୍ରୀ ସୋନମ କପୁର। ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତୁ କପୁର ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରିକି ସେ ପ୍ରଥମ ଥର ଅଜାଆଇ ହୋଇଥିବା ଅନିଲ କପୁର ଏବଂ ସୁନୀତା କପୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋନମ ଏବଂ ସ୍ବାମୀ ଆନନ୍ଦ ଆହୁଜାଙ୍କ ବାର୍ତ୍ତା ଶେୟାର କରିଛନ୍ତି ନୀତୁ। ସେଥିରେ ଲେଖାଯାଇଛି, ୨୦୨୨ ଅଗଷ୍ଟ ୨୦ରେ ଆମେ ଖୋଲା ହୃଦୟରେ ଆମ ପୁଅକୁ ସ୍ବାଗତ କଲୁ। ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ଆମ ଯାତ୍ରାରେ ସାମିଲ ହୋଇଥିବାକୁ ନେଇ ଧନ୍ୟବାଦ।ଏବେ ଆରମ୍ଭ ହୋଇଥିଲେ ହେଁ ସବୁକିଛି ବଦଳିଯାଇଛି।

କହିରଖୁଛୁ, ୨୦୧୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ସୋନମ। ଚଳିତ ବର୍ଷ ମାର୍ଚ୍ଚରେ ସେ ମା’ ହେବାକୁ ଯାଉଥିବା ଘୋଷଣା କରିଥିଲେ। ବେବିବମ୍ପ ସହ ନିଜର ଫଟୋ ଶେୟାର କରି ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଖାସ୍‌ ବାର୍ତ୍ତା ମଧ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା...

ପରଘରେ ଚାକରାଣୀ କାମ କରୁଥିଲେ ଅଭିନେତ୍ରୀ

୭୦ ଦଶକର ହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଶଶିକଳା ଅନ୍ୟତମ। ସେ ବଲିଉଡ୍‌ର ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଶଶିଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଶଶିକଳା ଜାଭଲକର।...

ଲାଇମଲାଇଟ୍‌ରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଜନ୍ମଦିନ। ସେଲିନା ଆଜି ତାଙ୍କର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି। ୨୦୦୧ରେ ସେ ଫେମିନା...

ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ

ମରାଠୀ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ସୁମିତ୍ରା ଭାବେଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ...

ପୁଣି ଅକ୍ଷୟଙ୍କ ନାୟିକା ସାଜିବେ କ୍ରିତି: ‘ବଚ୍ଚନ ପାଣ୍ଡେ’ରେ କରିବେ କାମ

ବମ୍ବେ: ‘ହାଉସ୍‌ଫୁଲ-୪’ର ସଫଳତା ପରେ ପୁଣି ଥରେ ଏକାଠି କାମ କରିବେ ଅକ୍ଷୟ କୁମାର-କ୍ରିତିି ସାନନ। ଆସନ୍ତାବର୍ଷ କ୍ରିସ୍‌ମାସ ଅବସରରେ ରିଲିଜ ହେବାକୁ ଯାଉଥିବା ‘ବଚ୍ଚନ...

ଆରମ୍ଭରୁ ତ୍ରିମୁଖୀ ଲଢ଼େଇ

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ...

ୟୁକ୍ରେନର ରିଫ୍ୟୁଜି ପିଲାଙ୍କ ସହ ସମୟ କାଟିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ ନୁହେଁ ହଲିଉଡରେ ବି ଏବେ ଖୁବ୍ ଆକ୍ଟିଭ । ଅଭିନୟ ମାଧ୍ୟମରେ ସେ ହଲିଉଡରେ...

ଅମ୍ବାନୀଙ୍କ ପାର୍ଟିରେ ଏତିକି ଟଙ୍କାର ଶାଢ଼ି ପିନ୍ଧିଥିଲେ ଗୌରୀ ଖାନ୍‌

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ...

Advertisement
Archives

Model This Week