ସୋନମ-ଆନନ୍ଦଙ୍କ ଘରକୁ ଆସିଲା କୁନି ଅତିଥି

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଫ୍ୟାଶନ୍‌ ଡିଭା ତଥା ଅଭିନେତ୍ରୀ ସୋନମ କପୁର। ବିବାହର ଚାରି ବର୍ଷ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତୁ କପୁର ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏପରିକି ସେ ପ୍ରଥମ ଥର ଅଜାଆଇ ହୋଇଥିବା ଅନିଲ କପୁର ଏବଂ ସୁନୀତା କପୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋନମ ଏବଂ ସ୍ବାମୀ ଆନନ୍ଦ ଆହୁଜାଙ୍କ ବାର୍ତ୍ତା ଶେୟାର କରିଛନ୍ତି ନୀତୁ। ସେଥିରେ ଲେଖାଯାଇଛି, ୨୦୨୨ ଅଗଷ୍ଟ ୨୦ରେ ଆମେ ଖୋଲା ହୃଦୟରେ ଆମ ପୁଅକୁ ସ୍ବାଗତ କଲୁ। ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ଆମ ଯାତ୍ରାରେ ସାମିଲ ହୋଇଥିବାକୁ ନେଇ ଧନ୍ୟବାଦ।ଏବେ ଆରମ୍ଭ ହୋଇଥିଲେ ହେଁ ସବୁକିଛି ବଦଳିଯାଇଛି।

କହିରଖୁଛୁ, ୨୦୧୮ରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ସୋନମ। ଚଳିତ ବର୍ଷ ମାର୍ଚ୍ଚରେ ସେ ମା’ ହେବାକୁ ଯାଉଥିବା ଘୋଷଣା କରିଥିଲେ। ବେବିବମ୍ପ ସହ ନିଜର ଫଟୋ ଶେୟାର କରି ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଖାସ୍‌ ବାର୍ତ୍ତା ମଧ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ପା ଫିଲ୍ମର ଏହି ଷ୍ଟାର୍‌ ଗିରଫ

ମୁମ୍ବାଇ: ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ପୁଷ୍ପା ଫିଲ୍ମ ବିଶ୍ୱ ସ୍ତରରେ ସଫଳ ହୋଇଥିଲା ଏବଂ କୌତୂହଳର ବିଷୟ ହେଉଛି ଏହି ଫିଲ୍ମଟି ପ୍ରମୋଶନ...

ରକି ଔର ରାନୀ କି ପ୍ରେମ କାହାନୀ: ଫିଲ୍ମ ମଝିରୁ ହଲ୍‌ରୁ ପଳାଇଥିଲେ ବବି ଦେଓଲ

ମୁମ୍ବାଇ: ବି ଟାଉନର ଲୋକପ୍ରିୟ ଅଭିନେତା ବବି ଦଓ୍ବେଲ ଏବେ ତାଙ୍କ ପିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପିଲ୍ମ ଆନିମଲ ବକସ ଅଫିସରେ...

ଧର୍ମେନ୍ଦ୍ରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୬୩ ବର୍ଷ ପୂର୍ବେ ସେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଗତ ୬ ଦଶନ୍ଧି...

ମୁସଲିମ୍ ପ୍ରେମିକ ସହିତ ବ୍ରେକ୍ ଅପ କଲେ ହିମାନ୍ସି ଖୁରାନା, କହିଲେ-‘ଧର୍ମ ପାଇଁ ଦେଲି ପ୍ରେମର ବଳିଦାନ’

ମୁମ୍ବାଇ: ରିୟାଲିଟି ଶୋ ବିଗ୍ ବସ୍-୧୩ ରେ ହିମାନ୍ସି ଖୁରାନା ଏବଂ ଅସୀମ ରିଆଜ ମଧ୍ୟରେ ଲଭ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଦୁହିଁଙ୍କ ରାସ୍ତା...

ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ! ସାହାରା ଦେଲେ ଅଟୋ ଡ୍ରାଇଭର…

ବମ୍ବେ: ମଦନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ନଜର ଆସିଲେ ଗଦର ଷ୍ଟାର ସନ୍ନି ଦେଓଲ। ଅବସ୍ଥା ଏଭଳି ଥିଲା ଯେ ଏକ ଅଟୋ ରିକ୍ସାବାଲା...

ବଲିଉଡ୍‌ର ଏଭଳି ଜଣେ ସୁପରଷ୍ଟାର, ଯାହାଙ୍କୁ ପ୍ରଥମ ଫିଲ୍ମ ପରେ ବିବାହ ପ୍ରସ୍ତାବ ପଠାଇଥିଲେ ୩୦ହଜାର ଯୁବତୀ…

ବମ୍ବେ: ବଲିଉଡର ହ୍ୟାଣ୍ଡସମ ନାୟକଙ୍କ ମଧ୍ୟରୁ ହ୍ରିତିକ ରୋଶନ ଅନ୍ୟତମ। ତାଙ୍କୁ ‘ବଲିଉଡ୍‌ର ଟମ କ୍ରୁଜ’ ମଧ୍ୟ କୁହାଯାଏ। ସୁନ୍ଦର ଚେହେରା ଯୋଗୁ ବଲିଉଡରେ ନିଜର...

ବାତ୍ୟାରେ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଲେ ଆମିର ଖାଁ; ପାଣି କି ବିଜୁଳି ମିଳିଲା ନାହିଁ…

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି...

‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri