Posted inଫୁରସତ

Shaddi.comରେ ଚାଲିଥିଲା ଯୁବକ-ଯୁବତୀଙ୍କ ପ୍ରେମଭରା ବାର୍ତ୍ତାଳାପ; ସିଇଓ ଅନୁପମଙ୍କୁ କହିବାକୁ ପଡିଲା, ମୋ ବ୍ୟବସାୟ ବନ୍ଦ କରିବ ନା କ’ଣ…

ନୂଆଦିଲ୍ଲୀ,୫।୧୨: ଜୀବନସାଥୀ ଖୋଜିବା ପାଇଁ ଲୋକପ୍ରିୟ ଡେଟିଂ ଆପ shaadi.comରେ ନିକଟରେ ଏକ ମଜାଦାର ଘଟଣା ଘଟିଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ସାଇଟର ଇନଷ୍ଟାଗ୍ରାମ ପୋଷ୍ଟର କମେଣ୍ଟ ସେକ୍ସନରେ ଦୁଇ ଯୁବକ-ଯୁବତୀଙ୍କ ମଧ୍ୟରେ ଏପରି କିଛି ବାର୍ତ୍ତାଳାପ ହେଲା କି, ଏଥିରେ କମ୍ପାନୀର ସିଇଓ ଅନୁପମ ମିତାଲଙ୍କୁ ଏଣ୍ଟ୍ରି କରିବାକୁ ପଡିଲା।

ଘଟଣା ଏପରି କି, shaadi.com ସ୍ପେସରେ ଏକ ପୋଷ୍ଟ ଶେୟାର କରିଥିଲା। ଯେଉଁଥିରେ କ୍ୟାପଶନ ଥିଲା, ଯଦି ଆପଣଙ୍କୁ ଏଇଟା ମିଳିଗଲା ତା ହେଲେ ସବୁକିଛି ମିଳିଯିବ। ପୋଷ୍ଟରେ କମ୍ପାନୀ ଏକ ଚୁଟକୁଲା ଶେୟାର କରିଥିଲା। ଏହାକୁ ନେଇ ଦୁଇ ଅପରିଚିତ ଯୁବକ-ଯୁବତୀ କମେଣ୍ଟ ଦେଇଥିଲେ। କିଛି ମଜାକ ଅନ୍ଦାଜର ସେମାନେ ପୋଷ୍ଟର କମେଣ୍ଟରେ ଫ୍ଲର୍ଟ କରିବାକୁ ଲାଗିଲେ। ଶେଷରେ ଯୁବକ ଜଣକ ଲେଖିଥିଲେ, ମମି ବୋହୁ ମିଳିଗଲା, ଏବେ ସାଦି ଡଟକମ୍‌ ଓ୍ବେବଶାଇଟକୁ ଡିଲିଟ କରୁଛି। ଏଥିରେ ଯୁବତୀ ଜଣକ ତାଙ୍କୁ ପର୍ସନାଲ ମେସେଜ କରିବାକୁ କହିଥିଲେ। ତେବେ ଦୁଇଜଣଙ୍କ ଏହି ପ୍ରେମଭରା ବାର୍ତ୍ତାଳାପ ସମୟରେ ଏଣ୍ଟ୍ରି କରିଥିଲେ କମ୍ପାନୀର ସିଇଓ ଅନୁପମ । ସେ ମଜାକିଆ ଢଙ୍ଗରେ ଲେଖିଲେ, ଇନଷ୍ଟାରେ ଏହା କଣ ହେଉଛି? ଆମ ବ୍ୟବସାୟ ବନ୍ଦ କରିଦେବେ କି?

ତେବେ ଏହି କମେଣ୍ଟ ସେକ୍ସନର ବାର୍ତ୍ତାଳାପକୁ ବହୁ ଲୋକ ପଢିବା ସହ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଏଥିସହ କମ୍ପାନୀ ଆଉ ଏକ ପୋଷ୍ଟ କରି କହିଛି, ଜୋଡି କେବେ ଉପରବାଲା ବନେଇଥାଏ ତ କେବେ କମେଣ୍ଟ ସେକ୍ସନ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri