ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା ପ୍ରକାଶ କରିଛି । ରୁଷିଆ ସେନାର ପ୍ରବକ୍ତା ଦିମିତ୍ରି ପେସକୋବ ଗୁରୁବାର ଏକ ମିଡିଆ ବ୍ରିଫିଙ୍ଗରେ ସ୍ୱୀକାର କରିଛନ୍ତି କି ଏହି ଯୁଦ୍ଧରେ ରୁଷିଆର ବହୁ ସେନାଙ୍କ ଜୀବନ ଗଲାଣି । ହେଲେ ଦିମିତ୍ରି ମୃତାହତ ସେନାଙ୍କ ସଂଖ୍ୟା ସ୍ପଷ୍ଟ କରି ନାହାନ୍ତି ।
ଅନ୍ୟପଟେ ଦିମିତ୍ରି ବୁଚା ନରସଂହାର ଘଟଣାକୁ ଅସ୍ୱୀକାର କରିଛନ୍ତି । ବ୍ରିଟେନର ସ୍କାଇ ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ଦିମିତ୍ରି କହିଛନ୍ତି ମୃତ ସେନାଙ୍କ ସଂଖ୍ୟା ଆମକୁ ଦୁଃଖ ଦେଇଛି । ତେବେ ଏହାର ସଂଖ୍ୟା ଦିମିତ୍ରି ସ୍ପଷ୍ଟ କରି ନ ଥିବା ବେଳେ ଏହା ପୂର୍ବରୁ ମାର୍ଚ୍ଚରେ ରୁଷିଆ ୧.୩୫୧ ସେନାଙ୍କୁ ହରାଇଥିବା ପ୍ରକାଶ କରିଥିଲା । ଏହାସହ ୩,୮୨୫ ସେନା ଆହତ ହୋଇଥିବା ମଧ୍ୟ ରୁଷିଆ ସ୍ୱୀକାର କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ୫ ତାଲିବାନ ଆତଙ୍କବାଦୀ ମୃତ

ବାରାକ୍‌-ଇ-ବାରାକ୍‌,୫।୧୧: ଆଫଗାନିସ୍ତାନର ବାରାକ୍‌-ଇ-ବାରାକ୍‌ ଜିଲାର ଶନା କ୍ୱେଲା ଗାଁରେ ୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମଧ୍ୟ ଲାଗୋର ଅଞ୍ଚଳରେ ସୋମବାର ସ୍ପେଶାଲ ପୋଲିସ...

୫୭ ଲକ୍ଷ ବନ୍ୟା ପ୍ରପୀଡ଼ିତ ପାକିସ୍ତାନୀ ଗମ୍ଭୀର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟାରେ ବିପନ୍ନ ହୋଇଥିବା ୫୭ ଲକ୍ଷ ଲୋକ ଆଗାମୀ ୩ ମାସ ମଧ୍ୟରେ ଗୁରୁତର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି।...

ଚାଇନାକୁ ବାଇଡେନ୍‌ ସରକାରଙ୍କ ଚେତାବନୀ

ଓ୍ବାଶିଂଟନ, ୨୪।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାକୁ ଚେତାବନୀ ଦିଆଯାଇଛି। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ,...

୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର...

ବ୍ରିଟେନରେ ଆଠ ଜଣରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି!

କୋପନହେଗାନ,୧୦ ।୯: ଏକ ଗବେଷଣାରୁ ଜଣାପଡିଛି କି ୟୁରୋପରେ ପ୍ରତି ୮ ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି । ୟୁରୋପ ସଂଘର...

ପାକିସ୍ତାନ ମାନବାଧିକାର ବିଷୟରେ ଜାଣିଛି କ’ଣ

ନୂଆଦିଲ୍ଲୀ, ୧୬ା୯: ନିଜ ଦେଶରେ ହିନ୍ଦୁ, ଶିଖଙ୍କ ଭଳି ଅଳ୍ପ ସଂଖ୍ୟକକୁ ସୁରକ୍ଷା ଦେଇପାରୁ ନାହିଁ। ପାକିସ୍ତାନ ଓ ପିଓକେରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ହଜାର...

‘ଭାରତ ଚାହିଁଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ’

ଓ୍ବାଶିଂଟନ,୭ା୧: ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ମୁକାବିଲା ପାଇଁ କୂଟନୈତିକ ସ୍ତରରେ ଭାରତ...

ବେଲୁଚିସ୍ତାନରେ ଭୂକମ୍ପ ଝଟ୍‌କା: ୨୦୦ ପରିବାର ବାସହୀନ

ଇସଲାମାବାଦ,୭ା୫: ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଭୂକମ୍ପ ହୋଇଛି। ଭୂକମ୍ପ ପରେ ଖୁଜଦାର ଜିଲାରେ ଅତି କମ୍‌ରେ ୮୦ଟି ଘର ଭୁଶୁଡ଼ି ପଡ଼ିବାରୁ ୨୦୦ରୁ ଅଧିକ...

Advertisement
Archives

Model This Week