Posted inଫୁରସତ

ଓଲଟା ଜିନ୍ସ ଫ୍ୟାଶନ

ମାର୍କେଟ୍‌କୁ ଆସୁଥିବା ନୂଆ ନୂଆ ଡିଜାଇନ୍‌ର ଜିନ୍ସକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଯୁବପିଢି। ତେବେ ବର୍ତ୍ତମାନ ଓଲଟା ଜିନ୍ସ ପାଲଟିଛି ଅନେକଙ୍କ ପାଇଁ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ…
ଏହି ଜିନ୍ସର ନଁା ଦିଆଯାଇଛି ମିଡ୍‌ ରାଇଜ୍‌ ରିଭର୍ସ ଜିନ୍ସ।
ହଠାତ୍‌ ଏହି ଜିନ୍ସ ଦେଖିଲେ ଆପଣଙ୍କୁ ଲାଗିବ ବୋଧହୁଏ ଏହାକୁ ଭୁଲ୍‌ରେ କେହି ଓଲଟା ପିନ୍ଧିଦେଇଛି। କିନ୍ତୁ ହେଲେ ଏହି ଜିନ୍ସକୁ ଓଲଟା ଡିଜାଇନ୍‌ରେ ପ୍ରସ୍ତୁତ କରାଯାଇଛି। ଯାହାକି ଏବେର ଯୁବପିଢିଙ୍କ ପାଇଁ ଲାଟେଷ୍ଟ ଟ୍ରେଣ୍ଡ୍‌ ପାଲଟିଛି।
ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏହାର ଷ୍ଟିଚିଂକୁ ଭିନ୍ନ ଧରଣର କରାଯାଇଛି। ଅର୍ଥାତ୍‌ ଭିତରେ ରହୁଥିବା ଷ୍ଟିଚିଂକୁ ବାହାରପଟେ କରାଯିବା ସହ ଭିତରପଟ ପକେଟ୍‌କୁ ମଧ୍ୟ ବାହାରେ ରଖାଯାଇଛି।
ଏହାର ମୂଲ୍ୟ ୧୫୦୦ ଟଙ୍କାରୁ ଆରମ୍ଭ ହୋଇଛି।
ଏହି ଜିନ୍ସର ଅନ୍ୟ ଏକ ଭେରାଇଟି ଏକ୍ସଟ୍ରିମ୍‌ କଟ୍‌ଆଉଟ୍‌ ଦେଖିବାକୁ ମଧ୍ୟ ଭିନ୍ନ ଧରଣର। ଅଣ୍ଟାଠାରୁ ପକେଟ ପର୍ଯ୍ୟନ୍ତ ଛାଡ଼ି ଗୋଇଠି ପର୍ଯ୍ୟନ୍ତ କଟା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri