Posted inଜାତୀୟ

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପୂର୍ବରୁ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୨୮ ।୨:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲଗାତାର ଭାବେ ଦୋଷ ଲଦି ଆସୁଥିବା ଦେଖାଯାଇଛି । ଏଥର ବି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ପ୍ରତି ରବିବାର ପ୍ରଚାରିତ ହେଉଥିବା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ନେଇ କଟାକ୍ଷ କରିଛନ୍ତି । ରାହୁଲ କହିଛନ୍ତି ମୋଦିଙ୍କର ଯଦି ସାହସ ରହିଛି ତେବେ କୃଷକ ଓ ରୋଜଗାରର କଥା ଉଠାନ୍ତୁ । ମୋଦିଙ୍କ ଏହି ରେଡିଓ କାର୍ଯ୍ୟକ୍ରମର ୭୪ ତମ ଏପିସୋଡ ପୂର୍ବରୁ ରାହୁଲ ତାଙ୍କୁ ଟାର୍ଗେଟ କରିଛନ୍ତି । ତାମିଲନାଡୁରର ତିରୁନେଲଭେଲିଠାରେ ସେଣ୍ଟ ଜାଭିୟର୍ସ କଲେଜର ଛାତ୍ରୀଛାତ୍ର ଓ ପ୍ରଫେସରଙ୍କ ସହ କଥା ହେବା ସମୟରେ ରାହୁଲ ଆହୁରି ମଧ୍ୟ କହିଛନ୍ତି, ଯଦି ଆମେ ଶିକ୍ଷା ବ୍ୟବସ୍ଥା ପାଇଁ କିଛି ନୂଆ ପଲିସି କରୁଛୁ ତେବେ ଏନେଇ ଛାତ୍ରୀଛାତ୍ର ଓ ପ୍ରଫେସରମାନଙ୍କ ସହ କଥା ହେବା ଉଚିତ । ହେଲେ ଏବେ ତାହା କରାଯାଉ ନାହିଁ ଯାହା ଦୁର୍ଭାଗ୍ୟପୂର୍ଣ୍ଣ ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମକୁ ରାଜନୀତି ନୁହେଁ, ସ୍କୁଲ ଖୋଲିବା ଆସେ’

ଚଣ୍ଡିଗଡ,୬।୪: ପଞ୍ଜାବରେ ଏକ ବଡ଼ ବିଜୟ ହାସଲ ପରେ ଆମ ଆଦମୀ ପାର୍ଟି ହିମାଚଳ ପ୍ରଦେଶ ମୁହାଁ ହୋଇଛି। ରାଜ୍ୟର ମଣ୍ଡି ଜିଲାରେ ବୁଧବାର ଏଏପି...

ସଡ଼କରେ ଭୋକ ଉପାସରେ ଅନ୍ନଦାତା, ଟିଭିରେ ସରକାର ଦେଉଛନ୍ତି ମିଥ୍ୟା ଭାଷଣ: ରାହୁଲ

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପୀ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା...

ପୁଣି ରେକର୍ଡ ଭାଙ୍ଗିଲା ସେନସେକ୍ସ

ନୂଆଦିଲ୍ଲୀ,୨୪।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୬୦ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ...

ଡ୍ରୋନ୍‌ ଦ୍ୱାରା ସୀମା ପାର୍‌ରୁ ଆସୁଛି ଭାରତକୁ ଅସ୍ତ୍ରଶସ୍ତ୍ର, ଗୁପ୍ତ ସୂଚନା…

ଶ୍ରୀନଗର,୨୧।୭ : ଜମ୍ମୁରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ୩ ଟି ବଡ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି)...

ଟ୍ରାକ୍ଟର ଚଳାଇ ସଂସଦ ଭବନ ପହଞ୍ଚିଲେ ରାହୁଲ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି...

ପବଜୀ ବ୍ୟାନ୍‌ ହେବାରୁ, ଯୁବକ ନେଲେ ଏମିତି ପଦକ୍ଷେପ

କୋଲକାତା,୭।୯: ପଶ୍ଚିମବଙ୍ଗର ନଦିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପବଜୀ ବ୍ୟାନ୍‌ ପରେ ଭାଙ୍ଗିପଡିଥିବା ଜଣେ ୨୧ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ...

ଜେଲ୍‌ରୁ ମୁକୁଳିଲେ ଅମୃତପାଲଙ୍କ ସହଯୋଗୀ ଲଭପ୍ରୀତ: ଶୁଭିଲା ‘ଜୋ ବୋଲେ ସୋ ନିହାଲ’ ସ୍ଲୋଗାନ୍‌

ଚଣ୍ଡିଗଡ଼,୨୪।୨: ଖଲିସ୍ତାନୀ ସମର୍ଥକ ତଥା ‘ଓ୍ବାରିଶ ପଞ୍ଜା ଦେ’ର ମୁଖ୍ୟ ଅମୃତପାଲ ସିଂହଙ୍କ ସହଯୋଗୀ ଲଭପ୍ରୀତ ତୁଫାନ ଶୁକ୍ରବାର ଅମୃତଶର ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ରୁ ବାହାରିବା...

ଦିଲ୍ଲୀରେ ବିଏସ୍‌ଏଫ୍‌ ଯବାନଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ...

Advertisement
Archives

Model This Week