ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ ଅନେକ ଗ୍ରହ ପରସ୍ପର ସହ ଯୁତି ବନେଇବାକୁ ଯାଉଛନ୍ତି । ତେବେ ଏହାର ସିଧା ପ୍ରଭାବ ଲୋକମାନଙ୍କ ଜୀବନ ସହ ଦେଶ ଦୁନିଆ ଉପରେ ମଧ୍ୟ ପଡିବ ।

ଆସନ୍ତା ନୂଆବର୍ଷରେ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବ ଓ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଯୁତି କରିବାକୁ ଯାଉଛନ୍ତି । ଜ୍ୟୋତିର୍ବିଦମାନଙ୍କ ଅନୁସାରେ, ମିଥୁନ ରାଶିରେ ହେବାକୁ ଥିବା ଏହି ଯୁତି ଦୀର୍ଘ ୧୨ ବର୍ଷ ପରେ ହେବାକୁ ଯାଉଛି । ସୂର୍ଯ୍ୟ-ଗୁରୁଙ୍କ ଏହି ଯୁତି ଯୋଗୁଁ ଅନେକ ରାଶିକୁ ଅତ୍ୟନ୍ତ ଶୁଭ ଫଳ ମିଳିବାକୁ ଯାଉଛି । ଚାକିରି ଓ ବେପାରରୁ ବ୍ୟପକ ପରିମାଣରେ ଲାଭ ମିଳିବାର ଯୋଗ ବନୁଛି । ତେବେ ଆସନ୍ତୁ ଜାଣିବା ଏହି ଲକି ରାଶିଗୁଡିକଙ୍କ ବିଷୟରେ ।

୨୦୨୬ ବର୍ଷରେ ସବୁଠୁ ଅଧିକ ଲାଭ ପାଇବାକୁ ଥିବା ରାଶି ହେଉଛି ମିଥୁନ ରାଶି । କାରଣ ଏହି ଦୁର୍ଲଭ ସଂଯୋଗ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ କ୍ୟାରିୟର ଓ ଧନ ସମ୍ପତି ବର୍ଷା କରେଇବାର ଯୋଗ ବନାଉଛି । ଚାକିରି କରୁଥିବା ଲୋକମାନଙ୍କର ପ୍ରମୋସନ ହେବା ସହ ବୋନସ ତଥା ନୂଆ ପ୍ରୋଜେକ୍ୟ ମିଳିବାର ବହୁ ସମ୍ଭାବନା ରହିଛି । ଆପଣ କରିଥିବା ନିବେଶ ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବା ସହ ଦୀର୍ଘଦିନରୁ ଅଟକି ରହିଥିବା ଅନେକ କାମ ପୁରା ହେବାର ସମ୍ଭାବନା ରହିଛି । ଆପଣଙ୍କ ପରିବାର ଓ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ବନି ରହିବା ସହ ଖର୍ଚ୍ଚରେ ମଧ୍ୟ ଲଗାମ ଲାଗିବ ।

ସିଂହ ରାଶିର ବ୍ୟକ୍ତିବିଶେଷମାନେ ଏହି ସମୟ ବ୍ୟାପାର, ଚାକିରି ଓ ସାାମଜିକ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବହୁତ ଲାଭ ପାଇବେ । ଅଟକି ରହିଥିବା କୈଣସି ପୁରୁଣା ପ୍ରୋଜେକ୍ଟ ଆପଣଙ୍କୁ ବଳ ଲାଭ ଦେବ । ଏହାସହ ଆପଣଙ୍କୁ ନୂଆ ଦାୟିତ୍ୱ ମଧ୍ୟ ମିଳିବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜବୁତ ହେବା ସହ ଅତିରିକ୍ତ ଆୟର ସୁଯୋଗ ମିଳିବ । ବ୍ୟକ୍ତିଗତ ଜୀବନରେ ପରିବାର ଓ ସାଥୀଙ୍କ ସହଯୋଗ ମିଳିବ । ଖର୍ଚ୍ଚ ଉପରେ ଧ୍ୟାନ ରଖିବା ସହ ବଡ ନିବେଶ ଭାବିଚିନ୍ତି କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri