ମଦ ଦୋକାନ ସିଲ୍‌ କଲା ପୋଲିସ

କେନ୍ଦୁଝର,୨୯ା୫(ସ୍ବ.ପ୍ର./ଡି.ଏନ.ଏ.): କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ନରଣପୁର ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ ଟାଉନ ପୋଲିସ ଶନିବାର ସିଲ୍‌ କରି ଦେଇଛି। ସୂଚନା ଯୋଗ୍ୟ, ସରକାର ମଦ ବିକ୍ରି ପାଇଁ କଟକଣା ଲାଗୁ କରିଥିବା ବେଳେ ଅନ୍‌ଲାଇନରେ ମଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଭଳି ପରିସ୍ଥିତିରେ କାଉଣ୍ଟରରୁ ମଦ ବିକ୍ରି ହେଉଥିଲା ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ଜରିମାନା ଆଦାୟ କରାଯିବ ବୋଲି ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ଘର ଜାଳିଦେଲେ ଯୁବକ

ଯାଜପୁର ଅଫିସ,୩ା୩: ଏକାଧିକ ଥର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ। ଏହି ଘଟଣା...

ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ...

ଉଚ୍ଛେଦକୁ ବିରୋଧ: ୧୦୦୧ ଦୀପଦାନ, କଳାକନା ବାନ୍ଧି ଧାରଣା

ପୁରୀ ଅଫିସ,୧୨ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପଟୁ ୭୫ ମିଟର ପରିଧିରେ ଥିବା କୋଠା, ମଠ ଭଙ୍ଗାଯିବ। ଜିଲା ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ...

ଲକ୍‌ଡାଉନ୍‌ ପରେ ବିନା ରେଜିଷ୍ଟ୍ରେଶନରେ ଓଡ଼ିଶା ମନା: ଫେରିବା ପାଇଁ ୨୪ରୁ କରିପାରିବେ ରେଜିଷ୍ଟ୍ରେଶନ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଖୋଲିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ...

ତଲାବିରା କୋଇଲା ଖଣି ବିବାଦ: ବଳପୂର୍ବକ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇଲା ପୋଲିସ

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ତଲାବିରା କୋଇଲା ଖଣି ୧ ଓ ୨ରେ ବିବାଦ ଲାଗି ରହିଛି । କୋଇଲା ଖଣିରେ ଅଞ୍ଚଳବାସୀ...

ଇଓଡବ୍ଲ୍ୟୁକୁ ଆରୁହା କଳାପଥର ଲୁଟ୍‌ ତଦନ୍ତ ଭାର

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖା...

ଅପହରଣର ୧୪ ଦିନ ପରେ ଉଦ୍ଧାର ହେଲା ଶିଶୁ

ଲଙ୍ଗଳେଶ୍ବର, ୩୦।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଚକ୍ରଜୂନି ଗ୍ରାମର ଏକ ଇଟାଭାଟିରୁ ୧୪ଦିନ ପୂର୍ବରୁ ଚୋରି ହୋଇଥିବା ଜଣେ ୩ ମାସର ଶିଶୁପୁତ୍ରକୁ...

ବିଜ୍ଞାନ ଛାତ୍ରଙ୍କ ପରିବାଚାଷ

କେନ୍ଦୁଝର, ୭।୭(ସ୍ବ.ପ୍ର.)-ପାଠ ସହିତ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମାନସିଂ ସୋରେନ ା ତାଙ୍କ ଘର ଘଷିପୁରା ବ୍ଲକରେ। କିନ୍ତୁ ପିଲା ଦିନରୁ ସଦର ବ୍ଲକ...

Advertisement
Archives

Model This Week