କୋଭିଡ ହସ୍ପିଟାଲରେ ନାଚିଲେ ବୃଦ୍ଧା

ମଧ୍ୟପ୍ରଦେଶ,୨୧।୯-ମଧ୍ୟପ୍ରଦେଶ ସେହୋର ଜିଲା ହସ୍ପିଟାଲ କ୍ୟାମ୍ପସରେ ଥିବା କୋଭିଡ-୧୯ କେନ୍ଦ୍ରରେ ଜଣେ ୮୪ ବର୍ଷୀୟ ବୃଦ୍ଧା ନାଚୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧା ଜଣକ ବିଭିନ୍ନ ପୋଜ ଦେଇ ନାଚୁଥିବା ଦେଖାଯାଇଛି। ତେବେ ଅନ୍ୟ ରୋଗୀମାନେ ମଧ୍ୟ ବୃଦ୍ଧାଙ୍କ ଏପରି ନାଚକୁ ପ୍ରଶଂସା କରିଛନ୍ତି। ବୃଦ୍ଧା ଜଣକ ହେଲେ ଲିଲାବାଇ। ଗତ କିଛିଦିନ ତଳେ ଲିଲାବାଇ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି। ଖୁବଶିଘ୍ର ଲିଲାବାଇଙ୍କୁ ଡିସଚାର୍ଜ କରାଯିବ ବୋଲି ସିଏମଏଚଓ ଡାକ୍ତର ସୁଧୀର ଦେହରିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ଭୁବନେଶ୍ୱର,୭ା୯(ବ୍ୟୁରୋ): ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀ ନିଜେ ଟୁଇଟ୍‌ କରି ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ବେଲୁନ୍‌ରେ ଛୁଞ୍ଚି ଫୁଟାଇ ମନୋରମ ଭିଡିଓ ଶେୟାର କଲେ ଯୁବତୀ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପାଣି ଭର୍ତ୍ତି ବେଲୁନକୁ ଚୁଞ୍ଚିରେ ଫୋଡ଼ି ସ୍ଲୋ-ମୋଶନ ଭିଡିଓ ପ୍ରସ୍ତୁତ କରିଛନ୍ତି।...

କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୬: ଅନ୍‌ଲକ୍‌-୧ ମଧ୍ୟରେ କରୋନା ସ୍ଥିତିକୁ ନେଇ ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଥମ ଥର...

ରାଜ୍ୟରେ ସୁସ୍ଥ ହେଲେ ୨୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୧(ବ୍ୟୁରୋ): ଶନିବାର ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୨୬୯ କରୋନା ଆକ୍ରାନ୍ତ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ସାବଧାନ ! ଓଠ-ମୁହଁ ନୀଳ ପଡୁଛି କି, ଶୀଘ୍ର ଡାକ୍ତରଙ୍କ ସହିତ କରନ୍ତୁ ପରାମର୍ଶ…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାବେଳେ ଲୋକଙ୍କଠାରେ ପ୍ରକାଶ ପାଉଥିବା କରୋନା ସଂକ୍ରମଣ ନେଇ ବିଶେଷଜ୍ଞମାନଙ୍କୁ ପକ୍ଷରୁ ସଚେତନତା ସୂଚନା ଜାରି କରାଯାଇଛି। ଶରୀରରେ...

ଭାବନାକୁ ଟାଇପ୍‌ କରିବ ଫେସ୍‌ବୁକ ଏଆର୍‌ ଡିଭାଇସ୍‌

ସାନ୍‌ଫ୍ରନସିସ୍କୋ:ଫେସ୍‌ବୁକ ଏକ ବ୍ରେନ୍‌ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ କରିପାରିବ। ୨୦୧୮ରେ କମ୍ପାନୀ ତା’ର ବ୍ରେନ୍‌...

ପେଟ୍ରୋଲ ନୁହେଁ, ଏଥର ପାଣିରେ ଚାଲିବ ବାଇକ୍‌

ୟଶ୍‌ ନାମକ ଜଣେ ଯୁକ୍ତଦୁଇ ଛାତ୍ର ଏବଂ ତାଙ୍କର ୪ ସାଙ୍ଗ ମିଶି ଏକ କମାଲ ଦେଖାଇଛନ୍ତି। ଏହି କମାଲରେ ଏମିତି ଏକ କିଟ୍‌ ପ୍ରସ୍ତୁତ...

ଏକରେ ଅନେକ: ସମସ୍ତଙ୍କର ପ୍ରିୟ ରମାକାନ୍ତ ମିଶ୍ର

କାବି୍ୟକ ଛଟାରେ ମନର ଭାବକୁ ବ୍ୟକ୍ତ କଲାବେଳେ ହେଉ କି ଚିତ୍ରକରର ରଙ୍ଗକୁ ସର୍ବାଙ୍ଗରେ ବୋଳି ମଞ୍ଚରେ ଅଭିନୟ କଲାବେଳେ, ବିଷଣ୍ଣତାର ଆବରଣ ଫିଙ୍ଗି ହସର...

Advertisement


Archives

Model This Week

Why Dharitri