ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଭେଣ୍ଡି: ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଖାଇବା ବରଦାନ ସଦୃଶ ହୋଇପାରେ।

ଭେଣ୍ଡିରେ ସଲ୍ୟୁବୁଲ୍‌ ଫାଇବର ରହିଥାଏ। ଏହା ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଭଲ। ୧୦୦ ଗ୍ରାମ ଭେଣ୍ଡିରେ ୭.୪୫ ଗ୍ରାମ କାର୍ବସ ରହିଥାଏ। ଏଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଭଲ ବୋଲି କୁହାଯାଇଥାଏ। ବିଶେଷକରି ରାତିରେ ଭେଣ୍ଡିକୁ ପାଣିରେ ଭିଜାଇ ରଖନ୍ତୁ। ପରେ ସକାଳେ ଏହାକୁ ଛାଣି ପିଇ ଦିଅନ୍ତୁ। ଏହିଭଳି ଦୁଇରୁ ତିନି ମାସ କରିବା ପରେ ଆପଣଙ୍କୁ ଲାଭ ମିଳିବ।

ତେବେ ମଧୁମେହ ରୋଗୀଙ୍କ ପାଇଁ ଶର୍କରା କମ୍‌ କରିବାର କିଛି ଟିପ୍ସ:
-ସକାଳୁ ଉଠି ଅଧାଘଣ୍ଟା ପ୍ରାତଃଭ୍ରମଣ କରନ୍ତୁ।
-ଖାଇବାରେ ଅଧିକ ଲୁଣ ଏବଂ ଚିନି ଖାଆନ୍ତୁ ନାହିଁ।
-ରାତିରେ ଦୁଇ ଚାମଚ ମେଥିକୁ ଗୋଟିଏ କପ୍‌ ପାଣିରେ ଭିଜାଇ ରଖନ୍ତୁ। ସକାଳ ଭୋଜନ କରିବା ପୂର୍ବରୁ ଏହାକୁ ସେବନ କରନ୍ତୁ।
-ପ୍ରତ୍ୟେହ ସକାଳେ ଏବଂ ସନ୍ଧ୍ୟାରେ କିଛି ସମୟ ବ୍ୟାୟାମ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଲଗେଇବେ କେଉଁ ଫଟୋ

ଘରର କାନ୍ଥ ସଜାଇବା ପାଇଁ ସମସ୍ତେ ସୁନ୍ଦର ସୁନ୍ଦର ଫଟୋ ଲଗାନ୍ତି। ତେବେ ଜାଣନ୍ତିକି ଏହାର ପ୍ରଭାବ ପୂରା ପରିବାର ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ...

ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ...

ଦକ୍ଷିଣ ଦିଗକୁ କାହିଁକି କୁହାଯାଏ ଅଶୁଭ, ଜାଣନ୍ତୁ

ଚାରୋଟି ଦିଗ ମଧ୍ୟରୁ ଦକ୍ଷିଣ ଦିଗ ଅନ୍ୟତମ। ଏହା ଦେବତା ଏବଂ ପିତୃପୁରୁଷଙ୍କ ଦିଗ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ରରେ ଦକ୍ଷିଣ ଦିଗ ମଙ୍ଗଳ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ଚାମୁଚେ…

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ଚାମୁଚେ ଆଲୋଭେରା ବା ଘିକୁଆଁରୀ ରସ ପିଇଲେ ବହୁ ସୁଫଳ ମିଳିଥାଏ । ଏହା ରକ୍ତସଞ୍ଚାଳନ ବୃଦ୍ଧି...

ଗ୍ରହ ବିନାଶକାରୀ ଆଇନ୍‌ଷ୍ଟାଇନ୍‌

ଆମେ କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମତାନୁସାରେ ଜାଣିଥିଲେ ଯେ, ସୌରମଣ୍ଡଳରେ ନଅଟି ଗ୍ରହ ଅଛି। ତେଣୁ କେହି କେହି ମତପୋଷଣ କଲେ ଯେ, ଏହା...

ଅଧିକ ସମୟ ଭିଡିଓ ଗେମ୍‌ ଦେଖୁଥିଲେ…

ଭିଡିଓ ଗେମ୍‌ ଖେଳିବା କେବଳ ଛୋଟ ପିଲା ନୁହନ୍ତି ଯୁବପିଢ଼ି ମଧ୍ୟ ପଛରେ ପଡିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। ହେଲେ ଅନେକଙ୍କର ଏହା...

ବେଶି ସମୟ ସୂର୍ଯ୍ୟନମସ୍କାର କରେ

ନିଜକୁ ଫିଟ୍‌ ରଖିବାକୁ ହେଲେ ଡାଏଟ୍‌ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼େ। ଫିଟ୍‌ ରହିବା ପାଇଁ ଶାରୀରିକ ପରିଶ୍ରମର ୪୦% ପ୍ରଭାବ ଥିବା ବେଳେ...

ଶରୀର ସକ୍ରିୟ ରହିଲେ ଇନ୍‌ଫେକ୍‌ଶନ ଆଶଙ୍କା କମ୍‌ ଥାଏ

ଆମେ ଯଦି ସନ୍ତୁଳିତ ଖାଦ୍ୟ ଖାଇବା ସହ ଉପଯୁକ୍ତ ବିଶ୍ରାମ ନେବା, ତେବେ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ବେଳେବେଳେ ଶରୀରର କାର୍ଯ୍ୟଧାରାରେ ଶିଥିଳତା ପରିଲକ୍ଷିତ...

Advertisement
Archives

Model This Week