ଜିଲା ପରିଷଦ ପ୍ରାର୍ଥୀଙ୍କୁ ନୋଟିସ

କେନ୍ଦୁଝର,୧୩ା୨(ସ୍ବ.ପ୍ର.): ପ୍ରାର୍ଥିପତ୍ର ଦାଖଲବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଭାଜପାର ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍‌ର ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଉପଜିଲାପାଳ ଗୋପୀନାଥ କୁଅଁର ଆନନ୍ଦପୁର ଥାନାରେ ଏତଲା ଦେବା ପରେ ପୋଲିସ ପ୍ରାର୍ଥୀଙ୍କୁ ନୋଟିସ କରି ୧୩ ତାରିଖରେ ହାଜର ହେବାକୁ କହିଛନ୍ତି। ଏନେଇ ପୋଲିସ କେସ ନମ୍ବର ୩୪/୨୦୨୨ରେ କେସ ରୁଜୁ କରି ନୋଟିସ କରିଛି। ସେ ମିଥ୍ୟାରେ ସୋସୋ ଥାନାର ଏକ କେସରେ ଦଣ୍ଡିତ ହୋଇଥିଲେ ହେଁ ଖଲାସ ହୋଇଥିବା ସତ୍ୟପାଠରେ ଦର୍ଶାଇଥିବା ନେଇ ଅଭିଯୋଗ ପାଇ ଏତଲା ଦେଇଥିବା ଉପଜିଲାପାଳ କହିଛନ୍ତି। ଏହା ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ। ସେ ଉକ୍ତ ମାମଲାରେ ଫାଇନ୍‌ ଦେଇ ନାହାନ୍ତି କିମ୍ବା ଜେଲ ଯାଇ ନାହାନ୍ତି। ଏନେଇ ପ୍ରାର୍ଥୀ ଜଣଙ୍କ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର ରଖିବାକୁ ଓକିଲଙ୍କ ଜରିଆରେ ସମୟ ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥ ପଡ଼ି ୨ଜଣଙ୍କ ଜୀବନ ଗଲା

ବଅଁରପାଳ,୧୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଗଣେଶବଜାର ନିକଟରେ କାନ୍ଥ ପଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବୃନ୍ଦାବନପୁର ଗ୍ରାମର ଦୀପୁ ପରିଡ଼ା ଏବଂ ଅନ୍ୟଜଣେ...

ମନ ଜିଣୁଛି ସୁଦର୍ଶନଙ୍କ ‘ଜୟ ଶ୍ରୀରାମ’ ବାଲୁକାକଳା

ଭୁବନେଶ୍ୱର,୫।୮(ବ୍ୟୁରୋ): ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମମନ୍ଦିର ଲାଗି ବୁଧବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିଛନ୍ତି। ରାମଲାଲାଙ୍କ ଭବ୍ୟ...

ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ରିକ୍ସା ଚଳାଇଲେ ୱାର୍ଡସଭ୍ୟ

ବଲାଙ୍ଗୀର ଅଫିସ,୧୧ା୪: ଗରିବଙ୍କ ଦୁଃଖକୁ ଜଣେ ଗରିବ ହିଁ ଠିକ୍‌ ଭାବେ ବୁଝିପାରେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଖୁଜେନପାଲି ଗ୍ରାମ...

ବିଧାନସଭାରେ ଶେଷ ଦର୍ଶନ କଲେ ବାଚସ୍ପତି, ମନ୍ତ୍ରୀ, ବିଧାୟକ

ଭୁବନେଶ୍ବର,୩୦ା୧(ବ୍ୟୁରୋ):କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ...

ମାଲକାନଗିରିରେ ଅଜଣା ରୋଗ: ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୯ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି...

ବସଷ୍ଟାଣ୍ଡରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ରସୁଲପୁର,୨୪।୯(ଡି.ଏନ୍‌.ଏ.): କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ କରି ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥିସହ ଜଣଙ୍କୁ...

‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ଲୋକାର୍ପିତ

ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ...

ଅସୁସ୍ଥ, ବୟସ୍କ ବ୍ୟକ୍ତି ମନ୍ଦିର ନ ଆସିବାକୁ ପରାମର୍ଶ ଦେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚଳିତ ମାସ ୨୨ ଓ ୨୯ ଏବଂ ଆସନ୍ତା ଏପ୍ରିଲ ୫ ଏବଂ ୧୨...

Advertisement
Archives

Model This Week