ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟୋକ୍‌ହୋମ୍‌,୫।୧୦: ବୁଧବାର ରୟାଲ ସ୍ବିଡିଶ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ରସାୟନ ବିଜ୍ଞାନରେ ୨୦୨୨ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ କାରୋଲାଇନ୍‌ ଆର. ବେର୍ଟୋଜି ମୋର୍ଟେନ ମେଲଡାଲ ଏବଂ କେ ବାରି ସାର୍ପଲେସ୍‌ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ରସାୟନ ଓ ବାୟୋଅର୍ଥଗୋନାଲ କେମେଷ୍ଟ୍ରୀର ବିକାଶ ପାଇଁ ନୋବେଲ ବିଜେତାମାନେ ଉଲ୍ଲେଖନୀୟ ଗବେଷଣା କରିଛନ୍ତି।

ସୂଚନାଯୋଗ୍ୟ, କାରୋଲାଇନ୍‌ ଆର. ଆମେରିକାର ନାଗରିକ, ବେର୍ଟୋଜି ମୋର୍ଟେନ ମେଲଡାଲ ଡେନ୍‌ମାର୍କର ଏବଂ କେ ବାରି ସାର୍ପଲେସ୍‌ ଆମେରିକାର ନାଗରିକ। ବେର୍ଟୋଜି ଅଷ୍ଟମ ମହିଳା ଭାବେ ନୋବେଲ ପାଇଁ ବିବେଚିତ ହୋଇଛନ୍ତି। ସେହିପରି ସାର୍ପଲେସ୍‌ ୫ମ ବୈଜ୍ଞାନିକ ଭାବେ ୨ଟି ନୋବେଲ ପାଇଁ ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ

ନୂଆଦିଲ୍ଲୀ, ୨୯ା୧: ବିବାହ ବେଳେ ଜଣେ ହିନ୍ଦୁ ଯୁବତୀଙ୍କୁ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଅପହରଣ କରାଯିବା ଓ ପରେ ଧର୍ମାନ୍ତରୀକରଣ କରାଯାଇ ବିବାହ କରାଯିବା ଘଟଣା...

୧୩୦ ବିମାନ ସହିତ ଆମେରିକା କଲା ଏଲିଫ୍ୟାଣ୍ଟ ଓ୍ବାକ୍‌…

ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍‌ କରିଛି।...

ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍‌. କେଲି ଦୋଷୀ

ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍‌.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

ପାକିସ୍ତାନକୁ ବନ୍ଧୁ ମାଲେସିଆର ଝଟକା: ଟଙ୍କା ନଦେବା ଯୋଗୁ ଜବତ କରିନେଲା ବିମାନ

କୁଆଲାଲମ୍ପୁର,୧୫।୧: ବନ୍ଧୁ ମାଲେସିଆ ଦ୍ୱାରା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ମାଲେସିଆ କର୍ତ୍ତୃପକ୍ଷ ଶୁକ୍ରବାର କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରିଛନ୍ତି।...

୪୦୦ ମିଲିଲିଟର କ୍ଷୀରକୁ ୭୯୦ ଟଙ୍କା

କଲମ୍ବୋ,୨୪ା୩: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବଂ ଚାଇନା ସମେତ ଅନେକ ଦେଶ ଋଣରେ ବୁଡ଼ି ଦେବାଳିଆ ଘୋଷିତ ହେବାକୁ ଯାଉଛନ୍ତି। ଫଳରେ ଦେଶରେ ମୁଦ୍ରାସ୍ଫୀତି ଲୋକଙ୍କୁ...

କ୍ଷମତା ହସ୍ତାନ୍ତର ଲାଗି କାର୍ଯ୍ୟ କରିବାକୁ ଟ୍ରମ୍ପ୍‌ଙ୍କ ଉପରେ ଚାପ

ଓ୍ବିଲମିଙ୍ଗଟନ୍‌, ୧୦।୧୧: ଆଗାମୀ ଜାନୁୟାରୀରେ ନୂଆ ପ୍ରଶାସନକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ଲାଗି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିମ୍‌ ସହ ଏକାଠି କାର୍ଯ୍ୟ କରିବା...

ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ହୋଇପାରନ୍ତି ଡିଏଫସିର ଡେପୁଟି ସିଇଓ

ୱାଶିଂଟନ,୨୧ ।୩: ମୂଳ ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ବିଶ୍ୱାଳ ଆମେରିକାର ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ନିଗମ(ୟୁଏସ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ)ର ଡେପୁଟି ସିଇଓ ହୋଇପାରନ୍ତି...

ପାଣିରେ ଜରୁରୀ ଅବତରଣ କଲା ବିମାନ

ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ...

Advertisement
Archives

Model This Week