ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…

ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ ମନୋନୀତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି।

ହ୍ବାଇଟ ହାଉସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ୪୫ ବର୍ଷିୟ ଡାକ୍ତର ମୂର୍ତ୍ତି ସର୍ଜନ ଜେନେରାଲ ସହିତ ଏହି ନୂତନ ପଦର ଦାୟିତ୍ୱ ଗ୍ରହଣ କରିବେ। ମାର୍ଚ୍ଚ ୨୦୨୧ରେ, ଆମେରିକାର ସିନେଟ ଦେଶର ଏକବିଂଶ ସର୍ଜନ ଜେନେରାଲ ଭାବରେ ତାଙ୍କର ନିଯୁକ୍ତିକୁ ଅନୁମୋଦନ କରାଯାଇଥିଲା। ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ୧୯ ତମ ସର୍ଜନ ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ମୂର୍ତ୍ତି ୟର୍କସାୟାରର ହୁଡର୍ସଫିଲ୍ଡରେ ଜନ୍ମଗ୍ରହଣ କରିଥିଲେ। ମୂଳତଃ ସେ ଭାରତର କର୍ନାଟକ ରାଜ୍ୟର ବାସିନ୍ଦା। ୧୯୭୮ ରେ ତାଙ୍କ ପରିବାର କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡକୁ ଚାଲିଗଲେ, ଯେଉଁଠାରେ ତାଙ୍କ ପିତା ଜିଲା ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଯେତେବେଳେ ମୁର୍ତ୍ତିଙ୍କୁ ତିନି ବର୍ଷ ହୋଇଥିଲା ତାଙ୍କ ପରିବାର ଆମେରିକାର ମିଆମିକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୈନ୍ୟ ବାଂଲାଦେଶରେ କରିଥିଲେ ନରସଂହାର, ଆମେରିକା ସଂସଦରେ ପ୍ରସ୍ତାବ ଆଗତ…

ଓ୍ବାଶିଂଟନ,୧୫।୧୦ : ଆମେରିକାର ଦୁଇ ପ୍ରଭାବଶାଳୀ ସାଂସଦ ପ୍ରତିନିଧି ସଭାରେ ଏକ ପ୍ରସ୍ତାବ ଆଣିଛନ୍ତି । ଯେଉଁଥିରେ ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି...

ପ୍ରତି ୧୦ ଜଣରେ ଜଣେ ହେବେ କରୋନା ପଜିଟିଭ!

ଜେନେଭା,୬ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ସୋମବାର ଏକ ବୟାନରେ କହିଛି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବେ ।...

ପିଲାଙ୍କ ଟିକା ଫାଇଜରକୁ ଅନୁମତି ଲାଗି ସୁପାରିସ୍‌

ଓ୍ବାଶିଂଟନ୍‌,୨୭ା୧୦: ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ପରାମର୍ଶଦାତା କମିଟି ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର କୋଭିଡ୍‌ ଟିକାକୁ ଅନୁମତି ପ୍ରଦାନ ନିମନ୍ତେ...

ହାଇଟେକ୍‌ କୋଟ ତିଆରି କଲେ ଛାତ୍ର, ପିନ୍ଧି ଅଦୃଶ୍ୟ ହୋଇଯିବେ !…

ବେଜିଂ,୧୬।୨ : ଅନିଲ କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଏକ ଘଣ୍ଟା ପିନ୍ଧି ସେ ଅଦୃଶ୍ୟ ହୋଇଯାଉଥିଲେ। ବାସ୍ତବ ଜୀବନରେ ଚାଇନାର ଛାତ୍ରମାନେ ଏପରି ଏକ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା...

ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…

ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ...

ପୁଣି କର୍ମଚାରୀଙ୍କୁ ଛଟେଇ କରିବ ମେଟା

କାଲିଫର୍ନିଆ,୭।୩: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟ୍‌ଫର୍ମ ଇନକର୍ସ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂତନ ରାଉଣ୍ଡର ଛଟେଇ ଚଳିତ...

ଥାଇଲାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ଉଦ୍‌ବୋଧନ: ଆତଙ୍କବାଦର ମୂଳକୁ ଛେଦିଛି ଭାରତ

ବ୍ୟାଙ୍କକ୍‌,୩ା୧୧(ପି.ଟି.): ଆତଙ୍କବାଦ ଓ ବିଚ୍ଛିନ୍ନତାବାଦର ମୂଳ କାରଣ ଥିଲା ଜମ୍ମୁ-କଶ୍ମୀରରେ ଦୀର୍ଘଦିନ ଧରି ଲାଗୁ ହୋଇଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦। ଏହି ଅନୁଚ୍ଛେଦକୁ ଉଚ୍ଛେଦ କରିବା...

Advertisement
Archives

Model This Week