Posted inଜାତୀୟ

କଂଗ୍ରେସକୁ କେହି ବଞ୍ଚାଇ ପାରିବେ ନାହିଁ: ଶିବରାଜ

ଭୋପାଳ,୨୪।୮: ଗୋଟିଏ ପଟେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି )ର ବୈଠକ ଚାଲୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ସମାଲୋଚନା। କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଉକ୍ତ ବୈଠକରେ କେତେଜଣ ବରିଷ୍ଠ ନେତାଙ୍କୁ ନେଇ କହିଥିଲେ କି ସେମାନଙ୍କର ସମ୍ପର୍କ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି। ଏହାପରେ କଂଗ୍ରେସର ବରିଷ୍ଠ ନେତାମାନେ ଖୁବ୍‌ ରାଗି ଯାଇଥିଲେ। ଏବେ ଏହାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁହଁ ଖୋଲିଥିଲେ ସେତେବେଳେ ତାଙ୍କ ଉପରେ ଅଭିଯୋଗ ଆସିଥିଲା କି ତାଙ୍କର ଭାଜପା ସହ ସମ୍ପର୍କ ରହିଛି। ଏବେ ଗୁଲାମ ନବି ଆଜାଦ ଓ କପିଲ ଶିବଲଙ୍କ ଭଳି ବରିଷ୍ଠ ନେତା ଯେତେବେଳେ ଦଳର ସ୍ଥାୟୀ ଅଧ୍ୟକ୍ଷ କଥା ଉଠାଇଛନ୍ତି ସେତେବେଳେ ମଧ୍ୟ ଅଭିଯୋଗ ଆସୁଛି କି ସେମାନଙ୍କର ଭାଜପା ସହ ସମ୍ପର୍କ ରହିଛି। ପ୍ରକୃତରେ କଂଗ୍ରେସ ଦଳକୁ କେହି ରକ୍ଷା କରିପାରିବେନି ବୋଲି କହିଛନ୍ତି ଚୌହାନ।


Enter your email to get our daily news in your inbox.

All Right Reserved By Dharitri.Com

ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ...

କଂଗ୍ରେସକୁ ଟୁଇଟର-ଟେଲିଭିଜନର ଦଳ ବୋଲି କହିଲେ ନରୋତ୍ତମ ମିଶ୍ରା

ଭୋପାଳ,୪।୮: ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କଂଗ୍ରେସ ଦଳକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଜବଲପୁରରେ ସେ ଏକ ସଭାରେ କହିଛନ୍ତି କଂଗ୍ରେସ...

ବିରୋଧୀ ଏକତା ନେଇ ଚିନ୍ତାରେ ଭାଜପା, ୨୦୨୪ ପାଇଁ ପ୍ରସ୍ତୁତ କଲା ପ୍ଲାନ୍‌ ୧୬୦…

ନୂଆଦିଲ୍ଲୀ,୨୧।୧୨ : ବିହାରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିରୋଧୀ ଏକତା ଦେଖି ୨୦୨୪ ସାଧାରଣ ନିର୍ବାଚନ ନେଇ ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଭାଜପା ଏନେଇ ସତର୍କ...

‘କେତେକ ନିଷ୍ପତ୍ତି ଅନୁଚିତ ଲାଗୁଥିଲେ ବି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ’

ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ଅନ୍ଦୋଳନ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ୪ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ...

ଅଙ୍କିତାଙ୍କ ଅନ୍ତିମ ସଂସ୍କାର ଆଜି, ଫାଷ୍ଟ ଟ୍ରାକ କୋର୍ଟରେ ହେବ ଶୁଣାଣି, ଯାଞ୍ଚ ଆରମ୍ଭ କଲା ଏସଆଇଟି

ଡେରାଡୁନ,୨୫ ।୯: ଉତ୍ତରାଖଣ୍ଡ ସ୍ଥିତ ଋଷିକେଶର ବନତାରା ରିସର୍ଟର ମୃତକ ଯୁବତି ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ରବିବାର ହେବ । ତାଙ୍କର ଅନ୍ତିମ ସଂସ୍କାର...

ମେହେବୁବା ମୁଫ୍‌ତି, ଓମାର ଅବଦୁଲ୍ଲାଙ୍କୁ ମିଳିଲା ପରିବାର ସଦସ୍ୟଙ୍କୁ ସାକ୍ଷାତ୍‌ କରିବାକୁ ଅନୁମତି

ନୂଆଦିଲ୍ଲୀ,୧।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ସେଠାରେ ସ୍ଥିତି ସ୍ବାଭାବିକ ରଖିବାକୁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ଏଠାରେ...

କୁଆଡେ ଗଲା ୧୫ ଲକ୍ଷ: ମୋଦିଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ…

ଚେନ୍ନାଇ,୪।୯ : ଭାଜପା ସୋମବାର ପୋଡକାଷ୍ଟ ସିରିଜର ପ୍ରଥମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ ଏମ.କେ ଷ୍ଟାଲିନ କଡ଼ା...

ଟେରର ଫଣ୍ଡିଂ ଲିଙ୍କ୍‌ରେ ଏସ୍‌ଆଇଏର ଚଢାଉ

ଶ୍ରୀନଗର,୩।୨: ଟେରର ଫଣ୍ଡିଂ ଲିଙ୍କ୍‌ରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ) ଶୁକ୍ରବାର ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ଚଢାଉ ଆରମ୍ଭ କରିଛି। ଅଧିକାରୀମାନେ ପରିମ୍ପୋରା, ଜଓ୍ବାହର ନଗର,...

Advertisement
Archives

Model This Week