ଅସହାୟଙ୍କ ଦେବଦୂତ ନିକୁ

କେନ୍ଦୁଝର,୩ା୨(ଡି.ଏନ.ଏ.) କେନ୍ଦୁଝରର ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନ କନକ ଜୁଏଲେରିର ନିର୍ଦ୍ଦେଶକ ଜିତେନ୍ଦ୍ର ସାହୁଙ୍କ ସ୍ତ୍ରୀ ସାମାଜିକ କର୍ମୀ ନିକୁ ସାହୁ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ପ୍ରବଳ ଶୀତରେ ବସ୍ତ୍ର ଅଭାବରୁ କଷ୍ଟ ଭୋଗୁଥିବା ଅସହାୟମାନଙ୍କୁ କମ୍ବଳ ବାଣ୍ଟି ସେ ତାଙ୍କ ମହାନତାର ପରିଚୟ ଦେଇଛନ୍ତି। ଶୁଖିଲା ଖାଦ୍ୟ, କମ୍ବଳ, ଶାଢ଼ି ପ୍ରଭୃତି ବାଣ୍ଟି ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। କେନ୍ଦୁଝର ପୌରପରିଷଦ ଅନ୍ତର୍ଗତ ସୁଲେଇଖମାର, ପୋଡ଼ା ଉଆସ, ଲକ୍ଷ୍ମୀପାଦ, ନଳାଘାଟସାହି, ଭୂମିଜସାହି, ଢିପାସାହି, ଦଳଖୋଳା ପୋଖୀର ହୁଡ଼ାସାହି ତଥା ପୁରୁଣାବଜାର ହାଟ ପଡ଼ିଆ ଅଞ୍ଚଳରେ ଅତି ଦୟନୀୟ ଭାବରେ ଜୀବନ ବିତାଉଥିବା ଅସହାୟ ଗରିବଙ୍କୁ ବିଗତ କିଛିଦିନ ହେଲା ସେ ସହାୟତା ଦେଇ ଆସୁଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସମାଜିକ କର୍ମୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୬ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

ସରକାରୀ ସହାୟତା ଅପେକ୍ଷାରେ ୩ ଜୁଆଙ୍ଗ ଅନାଥ ଶିଶୁ

କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ କୋଡ଼ିପଶା ପଞ୍ଚାୟତର ଦୁଆରଶୁଣି ଗ୍ରାମର କାହ୍ନୁ ଜୁଆଙ୍ଗଙ୍କ ବାପା ମା’ ଛେଉଣ୍ଡ ତିନି ସନ୍ତାନଙ୍କୁ ସହାୟତା ଦେବାକୁ ଦାବି…

ସାନକୁଣ୍ଡ ଜଳପ୍ରପାତରେ ଫସି ରହିଛନ୍ତି ବୃଦ୍ଧା, ପଥରଖଣ୍ଡକୁ ଧରି ଝୁଲି ରହି…

ପାଟଣା,୧୫ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଡୁମୁରିଆ ଆର୍‌ଆଇ ସର୍କଲ ଘାଟ ବାଲିଯୋଡ଼ି ସ୍ଥିତ ବୈତରଣୀ ନଦୀର ସାନକୁଣ୍ଡରେ ଶୁକ୍ରବାର ଜଣେ ବୃଦ୍ଧା ବିପଜ୍ଜନକ ଭାବେ…

ପେଟ୍ରୋଲ ପମ୍ପଗୁଡ଼ିକରେ ନାହିଁ ତେଲ: ଲୋକେ ହନ୍ତସନ୍ତ

ପାଟଣା,୧୫।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ଥିବା ଶିବ କୃପା ପେଟ୍ରୋଲ ପମ୍ପ ,ବିଶ୍ୱକର୍ମା ପେଟ୍ରୋଲ ପମ୍ପ ଓ ସାହାରପଡା ବ୍ଲକ ସଞ୍ଜୁ କ୍ରୀଷ୍ଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri