Posted inVideo

କଟକର ନୂଆ ରୂପ

Featured Video Play Icon

ଐତିହ୍ୟ ଓ ଭାଇଚାରାର ସହର କଟକ। ଏଠାରେ ଭାଇ ଭାଇ ପରି ମିଶିକି ରହିବା ଏକାଠି ପର୍ବପର୍ବାଣୀ ପାଳନ କରିବା ବାଲି ଯାତ୍ରା ବୁଲିବା ସବୁ କିଛି ନିଆରା। ଆଉ ଏବେ ଏସସିବି ମେଡିକାଲ ଚର୍ତୁପାଶ୍ୱର୍ ସମ୍ପ୍ରସାରଣ କରାଯାଉଥିବା ବେଳେ ଏହାର ଆଖପାଖ ଅଂଚଳର ଦୃଶ୍ୟ ଏବେ ବଦଳିଯାଇଛି। ଯୋବ୍ରା ଅଂଚଳରେ ନୂଆ କରି ହୋଇଥିବା ରୋଡ ବେଶ ଆକର୍ଷଣୀୟ ହୋଇଛି। ଲାଗୁଛି ଯେମିତି କଟକ ବି ସ୍ମାର୍ଟ ସିଟି ଭଳି ସଜେଇ ହୋଇଯାଇଛି । ଚାଲନ୍ତୁ ଦେଖିବା କିଭଳି ରହିଛି ଏଠାକାର ଦୃଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଅନଲକ୍‌-୫: ଖୋଲିବ ସିନେମା ହଲ୍‌, ପାର୍କ, ସୁଇମିଂ ପୁଲ୍

ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ଅନଲକ -୫ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନଲକ-୫ ପାଇଁ ନୂଆ ଗାଇଡଲାଇନ...

ସିଲ୍ ହେଲା ବମିଖାଲ- ଗ୍ରାଉଣ୍ଡ ଜିରୋ ରିପୋର୍ଟ | Bomikhal Sealed – Report from Ground Zero

ଗତକାଲି ବମିଖାଲ ଅଂଚଳରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସ୍ଥାନୀୟ ଅଂଚଳକୁ ସିଲ କରାଯାଇଛି । କିଭଳି ରହିଛି...

Featured Video Play Icon

କରୋନାରୁ କିଭଳି ସୁରକ୍ଷିତ ରହିବେ ଗର୍ଭବତୀ ମହିଳା | COVID-19 and pregnancy

କୋଭିଡ଼ ୧୯କୁ ନେଇ ସାରା ବିଶ୍ୱରେ ଏବେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ଘଡିସନ୍ଧି ମୂହୁର୍ତରେ ଅନ୍ୟ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା...

Featured Video Play Icon

ଖବରଦାତାଙ୍କୁ ପୋଲିସର ଆକ୍ରମଣ

ପୁରୀରେ ଆଜି ଦେଖିବାକୁ ମିଳିଛି ପୋଲିସ୍‌ର ବର୍ବରତା । ଜଣେ କାର୍ଯ୍ୟରତ ଖବରଦାତାଙ୍କ ଉପରେ ହୋଇଛି ଆକ୍ରମଣ। ପୋଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ପଚାରିବାରୁ ପୋଲିସ୍...

Featured Video Play Icon

Nuakhai celebrations begin in Odisha | ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

Celebrated a day after Ganesh Chaturthi every year, Nuakhai, the harvest festival is one of the most important annual...

Featured Video Play Icon

Newly elected BJD MPs meet Naveen

Newly elected BJD MPs met party president Naveen Patnaik Sunday. Aska MP Pramila Bisoyi and Bhadrak MP Manjulata Mandal...

Featured Video Play Icon

Plus II Science results declared

The results of Plus II science were declared Monday at the Gita Govinda auditorium of Jayadev Bhawan in the...

Featured Video Play Icon

ରାଜଧାନୀରେ ବନ୍ଦର ପ୍ରଭାବ

ବିବାଦୀୟ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି...

Advertisement


Archives

Model This Week